Xx

ପୁଣି ଜଣେ ନକଲି ଡାକ୍ତର ଗିରଫ: ୫୦ ରୁ ଅଧିକ ସିଜେରିଆନ୍ ଡେଲିଭରି କରିଥିଲେ

ସିଲଚର:ଆସାମରେ ଆଉ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ଏକ ଘରୋଇ ହସ୍ପିଟାଲର ଅପରେସନ ଥିଏଟରରେ ଅସ୍ତ୍ରୋପଚାର କରୁଥିବା ସମୟରେ ଗିରଫ ହୋଇଥିଲେ। ଅଭିଯୁକ୍ତ ଜଣକ ୫୦ରୁ ଅଧିକ ସିଜେରିଆନ୍ ସେକ୍ସନ ଏବଂ ସ୍ତ୍ରୀ ରୋଗ ଅସ୍ତ୍ରୋପଚାର କରିଥିଲେ । ଅଭିଯୁକ୍ତଙ୍କ ନାମ ପୁଲୋକ ମାଲାକର ଏବଂ ସେ ଜଣେ ପ୍ରସିଦ୍ଧ ସ୍ତ୍ରୀ ରୋଗ ବିଶେଷଜ୍ଞ ଥିଲେ । ସେ ସିଲଚରର ଦୁଇଟି ଘରୋଇ ହସ୍ପିଟାଲରେ କାମ କରୁଥିଲେ । ଅଭିଯୁକ୍ତ ଜଣକ ସିଲଚରର […]

Read More Text.
Trump

୨୪ ଘଣ୍ଟାରେ ଭାରତ ଉପରେ ପ୍ରବଳ ଶୁଳ୍କ ବସାଇବି : ଟ୍ରମ୍ପ

ଓ୍ବାସିଂଟନ :ଆମେରିକାକୁ ଭାରତର କଡ଼ ଜବାବ ପରେ ବିଗିଡ଼ିଯାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ମଙ୍ଗଳବାର ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ସେ ୨୪ ଘଣ୍ଟା ମଧ୍ୟରେ ଭାରତ ଉପରେ ପ୍ରବଳ ଶୁଳ୍କ ଲାଗୁ କରିବେ। ରୁଷକୁ ଏକ ଯୁଦ୍ଧ ମେସିନ ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ ଭାରତ ଏହାକୁ ଇନ୍ଧନ ଦେଉଛି। ସିଏନବିସିକୁ ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି, ‘ଭାରତ ଏକ ଭଲ ବାଣିଜ୍ୟିକ ଅଂଶୀଦାର ନୁହେଁ […]

Read More Text.
947900 satyapal 150x150

ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ ହୋଇଛି । ୭୯ବର୍ଷିୟ ସତ୍ୟପାଲଙ୍କର ଆରଏମ୍‍ଏଲ୍‍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିବା ସୂଚନା ମିଳିଛି । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିବାରୁ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମଙ୍ଗଳବାର ଅପରାହ୍ନ ୧ଟା ୨୦ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସତ୍ୟପାଲ ଦୀର୍ଘ ଦିନ ହେବ କିଡନୀ ରୋଗରେ ପୀଡିତ ଥିଲେ । ତାଙ୍କ ଅବସ୍ଥା […]

Read More Text.
Moditrump

ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ଧମକକୁ ଭାରତର ବେଖା‌ତିର୍‌; ଦେଲା ମୁହଁତୋଡ଼ ଜବାବ

ନୂଆଦିଲ୍ଳୀ:ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ଧମକ୍‌ । ଥରେ ନୁହେଁ କି ଦୁଇ ଥର ନୁହେଁ ବାରମ୍ବାର ଭାରତକୁ ଟାରିଫ୍‌ ର ଧମକ୍‌ ଦେଇ ଚାଲିଛନ୍ତି ଟ୍ରମ୍ପ । ଅତିରିକ୍ତ ଶୁଳ୍କ ଲଗାଇବାର ଧମକ ପରେ ଭାରତ ଏକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଭାରତର ବୈଦେଶିକ ମନ୍ତ୍ରଣାଳୟ ଏକ ୬-ସୂତ୍ରୀୟ ବିବୃତ୍ତି ଜାରି କରି ଆମେରିକା ଏବଂ ୟୁରୋପୀୟ ସଂଘର ଦୋମୁହାଁ ନୀତିକୁ ପଦାରେ ପକାଇଛି । ଏହି ବିବୃତ୍ତିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ […]

Read More Text.
Uttarkashi cloudburst live news updates uttarakhand uttarkashi floods injuries reported people buried and water and debris entering hotels

ଉତ୍ତରକାଶୀରେ ବାଦଲଫଟା ବର୍ଷା: ବନ୍ୟା ଜଳରେ ଭାସିଗଲା ସବୁ

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀର ଧରାଲି ଅଞ୍ଚଳରେ କ୍ଷୀର ଗଙ୍ଗା ନଦୀ ଅଞ୍ଚଳରେ ହଠାତ୍ ବାଦଲ ଫଟା ବର୍ଷା ଯୋଗୁ ଏକ ବଡ଼ ଧରଣର ବନ୍ୟା ସମଗ୍ର ଅଞ୍ଚଳରେ ତାଣ୍ଡବ ସୃଷ୍ଟି କରିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଧରାଲି ବଜାରକୁ ବହୁ କ୍ଷତି ପହଞ୍ଚାଇଛି। ପ୍ରଖର ବେଗରେ ବହୁଥିବା ଜଳ ସ୍ରୋତରେ ଦୋକାନ, ଯାନବାହାନ ଏବଂ କୋଠା ପାଣିରେ ଭାସି ଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ବନ୍ୟାର ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ, ଲୋକମାନେ କିଛି ବୁଝିବା ପୂର୍ବରୁ […]

Read More Text.
04int israel assess lkwb articlelarge

ବର୍ଷକରେ ୩ ଦେଶର ୪୨୦ କିଲୋମିଟର ଜମି କବଜା କଲେ ନେତାନ୍ୟାହୁ

ଜେରୁଜେଲମ୍: ଗାଜାର ପରିସ୍ଥିତି ବହୁତ ଖରାପ। ଲୋକମାନେ ଅନାହାରରେ ଅଛନ୍ତି। ଅନେକ ଦେଶ ଯୁଦ୍ଧ ବନ୍ଦ କରିବା ପାଇଁ ଇସ୍ରାଏଲ ଉପରେ ଚାପ ପକାଉଛନ୍ତି। ଅନ୍ୟପକ୍ଷରେ, ଯୁଦ୍ଧବିରତି ସମ୍ପର୍କରେ ହମାସ ସହିତ ମଧ୍ୟ ଆଲୋଚନା ଚାଲିଛି। ସମ୍ପ୍ରତି ଯେତେବେଳେ ଫ୍ରାନ୍ସ ଏବଂ କାନାଡ଼ା‌ ଭଳି ଦେଶ ପାଲେଷ୍ଟାଇନକୁ ଏକ ସ୍ୱାଧୀନ ରାଷ୍ଟ୍ର ଭାବରେ ମାନ୍ୟତା ଦେବା ବିଷୟରେ କଥା ହୋଇଛନ୍ତି, ସେତେବେଳେ ବିଶେଷଜ୍ଞମାନେ କହୁଥିଲେ ଯେ, ଏହା ହୁଏତ ଇସ୍ରାଏଲ ଉପରେ କିଛି ଚାପ ପକାଇବ। କିନ୍ତୁ […]

Read More Text.
Sc

‘ସେନାକୁ ସମ୍ମାନ କର’ : ପଞ୍ଜାବ ପୁଲିସକୁ ଭତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜଣେ ସେନା କର୍ଣ୍ଣେଲ ଏବଂ ତାଙ୍କ ପୁଅଙ୍କୁ ମାଡ଼ ମାରିବା ମାମଲାରେ ଚାରି ଜଣ ପଞ୍ଜାବ ପୁଲିସ ଅଧିକାରୀଙ୍କୁ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି, “ସେନାକୁ ସମ୍ମାନ କର, ସେମାନଙ୍କ ଯୋଗୁଁ ତୁମେ ଶାନ୍ତିରେ ଶୋଇପାରୁଛ।” କୋର୍ଟ ଏହି ମାମଲାରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସମର୍ଥନ କରିଥିଲେ ଏବଂ ତଦନ୍ତ ଜାରି ରଖିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଅଭିଯୋଗକାରୀ ଜଣେ […]

Read More Text.
Ship

ୟେମେନରେ ଜାହାଜ ବୁଡ଼ି ଚାଲିଗଲା ୬୮ ଜଣଙ୍କ ଜୀବନ

ନୂଆଦିଲ୍ଳୀ: ୟେମେନରେ ବଡ଼ ଅଘଟଣ । ଦକ୍ଷିଣ ଅବିଆନ ପ୍ରଦେଶ ନିକଟରେ ନୌକା ଓଲଟି ପଡ଼ିବାରୁ ୬୮ ଜଣ ଶରଣାର୍ଥୀଙ୍କ ମୃତ୍ୟୁ ଘଟିଛି । ୟେମେନ ଗଣମାଧ୍ୟମ ଅନୁଯାୟୀ, ପ୍ରାୟ ୧୫୪ ଜଣ ଶରଣାର୍ଥୀଙ୍କୁ ନେଇ ଏହି ନୌକା ଗଲ୍ଫ ଅଫ ଏଡେନରେ ଖରାପ ପାଗ ଯୋଗୁ ଓଲଟି ପଡ଼ିଥିଲା । ମାତ୍ର ୧୨ ଜଣ ଉଦ୍ଧାର ହୋଇଛନ୍ତି, ଆଉ ୭୪ ଜଣ ନିଖୋଜ ଅଛନ୍ତି । ଖାନଫର ଜିଲ୍ଲାରେ ୫୪ ଜଣଙ୍କ ମୃତଦେହ ସମୁଦ୍ର କୂଳରେ […]

Read More Text.
Sjain

ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମିଳିଲା ନାହିଁ ପ୍ରମାଣ; ମାମଲା ବନ୍ଦ କରିଦେଲେ କୋର୍ଟ

ନୂଆଦିଲ୍ଲୀ: ସୋମବାର (୪ ଅଗଷ୍ଟ) ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଦିଲ୍ଲୀର ପୂର୍ବତନ ପିଡବ୍ଲୁଡି ମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି (ଆପ) ନେତା ସତ୍ୟେନ୍ଦ୍ର ଜୈନ ଏବଂ ଅନ୍ୟ ପିଡବ୍ଲୁଡି ଅଧିକାରୀଙ୍କ ବିରୋଧରେ ସିବିଆଇ ରୁଜୁ କରିଥିବା ମାମଲାକୁ ବନ୍ଦ କରି ଦେଇଛନ୍ତି। କୋର୍ଟଙ୍କ ଏହି ମଞ୍ଜୁରୀ ସତ୍ୟେନ୍ଦ୍ର ଜୈନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। କୋର୍ଟ କହିଛନ୍ତି, ‘ଅନେକ ବର୍ଷର ତଦନ୍ତ ସତ୍ତ୍ୱେ, ପିଓସି ଆଇନ ୧୯୮୮ କିମ୍ବା ଅନ୍ୟ କୌଣସି ଅପରାଧ ଅନୁଯାୟୀ […]

Read More Text.
Rah

ଚୀନ ଭାରତର ୨୦୦୦ କିମି ଦଖଲ କରିଛି ବୋଲି ଜାଣିଲ କିପରି ? ରାହୁଲଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ଭାରତ-ଚୀନ ଉତ୍ତେଜନା ଉପରେ ଦେଇଥିବା ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କରିଛନ୍ତି। ରାହୁଲ ୨୦୨୨ ଭାରତ ଯୋଡୋ ଯାତ୍ରା ସମୟରେ ଏହି ବିବାଦୀୟ ବୟାନ ଦେଇଥିଲେ। ଏହି ମାମଲାକୁ ରଦ୍ଦ କରିବା ପାଇଁ ଆସିଥିବା ରାହୁଲଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଥିଲେ। ତଥାପି, ସୁପ୍ରିମକୋର୍ଟ ବର୍ତ୍ତମାନ ଲକ୍ଷ୍ନୌରେ ଚାଲିଥିବା ମାମଲା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ବିଚାରପତି ଦୀପଙ୍କର ଦତ୍ତା ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମାସିହଙ୍କ ଖଣ୍ଡପୀଠ କହିଛନ୍ତି, ‘ଆପଣ […]

Read More Text.