Wre

ଦକ୍ଷିଣ ଷ୍ଟାରଙ୍କୁ ଇଡି ର ସମନ

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବେ ଦକ୍ଷିଣ ଭାରତର କିଛି ବଡ଼ ବଡ଼ ତାରକାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ସୋମବାର ଦିନ, ଇଡି ବିଜୟ ଦେବରକୋଣ୍ଡା, ରାଣା ଦଗ୍ଗୁବତୀ, ପ୍ରକାଶ ରାଜ ଏବଂ ଲକ୍ଷ୍ମୀ ମାଞ୍ଚୁଙ୍କ ଭଳି ସେଲିବ୍ରିଟିମାନଙ୍କୁ ସମନ କରିଛି ଏବଂ ସେମାନଙ୍କୁ  ହାଜର ହେବାକୁ ନିର୍ଦ୍ଦେଶ ଦେଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବେଆଇନ ବେଟିଂ ଆପ୍ ମାମଲାରେ ଏହି କଳାକାରମାନଙ୍କୁ ସମନ କରିଛି। ଇଡି ଏହି ଅଭିନେତାମାନଙ୍କୁ ଜୁଲାଇ ଶେଷ […]

Read More Text.
E591c83a 8eb6 4b06 ac6a cbf6b0f8

କମ ଭକ୍ତ, ଅଧିକ ଗୁଣ୍ଡା: କାଉଡିଆଙ୍କୁ ନେଇ ବିବାଦୀୟ ବୟାନ ଦେଲେ ସପା ବିଧାୟକ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଏବଂ ସମ୍ଭଲର ଏସପି ବିଧାୟକ ନବାବ ଇକବାଲ ମହମୁଦ କାଉଡିଆମାନଙ୍କ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏସପି ବିଧାୟକ କହିଛନ୍ତି ଯେ କାଉଡିଆମାନଙ୍କ ମଧ୍ୟରେ ଶିବ ଭକ୍ତ କମ୍ ଏବଂ ଗୁଣ୍ଡା ଅଧିକ। ଏସପି ବିଧାୟକ କହିଛନ୍ତି ଯେ ଯେଉଁମାନେ ଖୋଲାଖୋଲି ରାସ୍ତାରେ ଗୁଣ୍ଡାଗିରି କରୁଥିବାର ଦେଖାଯାଉଛି ସେମାନେ ପ୍ରକୃତ ଧାର୍ମିକ ଭକ୍ତ ନୁହଁନ୍ତି ବରଂ ଅରାଜକତାବାଦୀ। ପୂର୍ବତନ ମନ୍ତ୍ରୀ ଇକବାଲ ମହମୁଦ କହିଛନ୍ତି ଯେ ଯେଉଁମାନେ […]

Read More Text.
Dha

ଢାକାରେ କଲେଜ ଉପରେ ଖସିପଡ଼ିଲା ବିମାନ: ମୃତ୍ୟୁ ସଂଖ୍ୟା ୧୯ ଛୁଇଁଲା

ଢାକା: ବାଂଲାଦେଶ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୋମବାର ଦ୍ଵିପ୍ରହର ସମୟରେ ବାଂଲାଦେଶ ବାୟୁସେନାର F7 ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଢାକାର ଉତ୍ତରାରେ ଥିବା ଦିଆବାରି ଅଞ୍ଚଳରେ ମାଇଲଷ୍ଟୋନ ସ୍କୁଲ ଆଣ୍ଡ କଲେଜ ପରିସରରେ ବିମାନଟି ଖସିପଡ଼ିଛି। ବିମାନ କଲେଜ ବିଲ୍ଡିଂରେ ଧକ୍କା ହୋଇଛି।  ଆଜି ଦିନ ପ୍ରାୟ ୧:୩୦ (ଭାରତୀୟ ସମୟ ୧:୦୦) ସମୟରେ ବଂଲାଦେଶର ରାଜଧାନୀ ଢାକାରେ ଏକ ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଜେଟ୍‌ ଦୁର୍ଘଟଣାରେ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ […]

Read More Text.
Ver

ଜଷ୍ଟିସ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କୁ ହଟାଇବା ପ୍ରକ୍ରିୟା ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି। ରାଜ୍ୟସଭା ଅଧ୍ୟକ୍ଷ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖର ସୋମବାର ସଂସଦରେ କହିଛନ୍ତି ଯେ ସେ ସମ୍ବିଧାନର ଧାରା ୨୧୭(୧)(ବି), ୨୧୮ ଏବଂ ୧୨୪(୪) ଅନୁଯାୟୀ ଏକ ନୋଟିସ ପାଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟସଭାର ୫୦ରୁ ଅଧିକ ସଦସ୍ୟ ଏହି ନୋଟିସରେ ସ୍ୱାକ୍ଷର କରିଛନ୍ତି। ଏହା ସହିତ ଆବଶ୍ୟକ ସଂଖ୍ୟା ସର୍ତ୍ତ ପୂରଣ ହୋଇଛି। କେବଳ ଏତିକି ନୁହେଁ, […]

Read More Text.
Delhi aiims

ଅକ୍ସିଜେନ ସପୋର୍ଟ ସିଷ୍ଟମରେ ବଳଙ୍ଗା ପୀଡ଼ିତା, ସୂଚନା ଦେଲା ଦିଲ୍ଲୀ ଏମ୍ସ

ପୁରୀ : ପୁରୀ ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ଘଟଣାରେ ସ୍ପେଶାଲ ଟିମ୍ ।  ବିଳମ୍ବିତ ରାତିରେ ପୀଡ଼ିତାଙ୍କ ଘରେ ସ୍ବତନ୍ତ୍ର ଟିମ୍ ପହଞ୍ଚି ଛାନଭିନ କରୁଛି ।  ବଳଙ୍ଗା ବଜାରର ଅନେକ ଅଳଙ୍କାର ଦୋକାନରେ ପଚରାଉଚରା କରୁଛି  । କେଉଁଠୁ ଆସିଲା ରୁପା ମୁଦି ଛାନବିନ କରୁଛି ପୋଲିସ  ।   ପୀଡ଼ିତାଙ୍କ ସାଙ୍ଗ ଘରେ ଚାଲିଛି ପଚରାଉଚରା  ।  ସେଠାରୁ କିଛି ତଥ୍ୟ ମିଳିବା ଆଶାରେ ଚାଲିଛି ସନ୍ଧାନ।  ପୁରୀ ଅତିରିକ୍ତ SP, ପିପିଲି SDPO ସମେତ ସ୍ପେଶାଲ […]

Read More Text.
Rr

ଭିଏସ୍ ଅଚ୍ୟୁତାନନ୍ଦନଙ୍କର ୧୦୧ ବର୍ଷ ବୟସରେ ଦେହାନ୍ତ

ତିରୁଅନନ୍ତପୁରମ୍‌: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କମ୍ୟୁନିଷ୍ଟ ନେତା ଭିଏସ୍ ଅଚ୍ୟୁତାନନ୍ଦନଙ୍କର ୧୦୧ ବର୍ଷ ବୟସରେ ପରଲୋକ ଘଟିଛି । ଥିରୁଅନନ୍ତପୁରମର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ବେଲିକକାଥୁ ଶଙ୍କରନ୍ ଅଚ୍ୟୁତାନନ୍ଦନ, ଯିଏକି ଭିଏସ୍ ନାମରେ ବେଶି ପରିଚିତ ଥିଲ। ସେ ୨୦୦୬ରୁ ୨୦୧୧ ପର୍ଯ୍ୟନ୍ତ କେରଳର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ଭାରତୀୟ କମ୍ୟୁନିଷ୍ଟ […]

Read More Text.
Wear

ଚୀନ୍‌କୁ ଚେକ୍‌ ଦେବା ପାଇଁ ଭାରତର ଯୋଜନା, ଲାକ୍ଷାଦ୍ବୀପର ବିତ୍ରା ଦ୍ବୀପରେ ସାମରିକ ଘାଟୀ

ନୂଆଦିଲ୍ଲୀ : ଆରବ ମହାସାଗରରେ ଚୀନ୍‌କୁ ଚେକ୍‌ ଦେବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ରଣନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଲାକ୍ଷାଦ୍ବୀପର ବିତ୍ରା ଦ୍ବୀପକୁ ଅଧିଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ପ୍ରତିରକ୍ଷା ଘାଟୀ ଭାବେ ବ୍ୟବହାର କରାଯିବ। ଏବେ ଏହି ଦ୍ବୀପରେ ୧୦୫ ପରିବାର ରହୁଛନ୍ତି। ଏହି ଦ୍ବୀପ ନିକଟସ୍ଥ ସାମୁଦ୍ରିକ ମାର୍ଗ ଦେଇ ଚୀନ୍‌ ୟୁରୋପ ଏବଂ ଆଫ୍ରିକା ସହ କାରବାର କରୁଛି। ସମୁଦ୍ରରେ ଚୀନ୍‌ ଦାଦାଗିରିକୁ ଶେଷ କରିବା ପାଇଁ ଭାରତ […]

Read More Text.
Don

ପରଲୋକରେ ‘ଡନ୍’ ନିର୍ଦ୍ଦେଶକ, ୫୬ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ଚନ୍ଦ୍ର ବାରୋଟ

ବଲିଉଡର ଆଇକନିକ ଫିଲ୍ମ ‘ଡନ’ର ନିର୍ଦ୍ଦେଶକ ଚନ୍ଦ୍ର ବାରୋଟଙ୍କର ମୁମ୍ବାଇରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ସେ ଗତ ସାତ ବର୍ଷ ଧରି ପଲମୋନାରୀ ଫାଇବ୍ରୋସିସ ରୋଗରେ ପୀଡିତ ଥିଲେ। ସେ ଗୁରୁ ନାନକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଏହା ପୂର୍ବରୁ ଜସଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ପତ୍ନୀ ଦୀପା ବାରୋଟ ତାଙ୍କ ମୃତ୍ୟୁ ଖବର ନିଶ୍ଚିତ କରିଛନ୍ତି। ଚନ୍ଦ୍ର ବାରୋଟ ୧୯୭୮ରେ ଅମିତାଭ ବଚ୍ଚନଙ୍କ ଅଭିନୀତ ‘ଡନ’ […]

Read More Text.
Kail

ଗତ ୫ବର୍ଷ ମଧ୍ୟରେ କୈଳାସ ପର୍ବତରେ ହେଉଥିବା ପରିବର୍ତ୍ତନ ବଡ଼ଚିନ୍ତାର କାରଣ ପାଲଟିଛି

ନୂଆଦିଲ୍ଲୀ: ପାଞ୍ଚ ବର୍ଷର ବ୍ୟବଧାନ ପରେ ସିକ୍କିମର ନାଥୁଲା ଗିରିପଥ ଦେଇ କୈଳାସ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ ହୋଇଛି । ୨୦୨୦ରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଗଲଓ୍ବାନ ସଂଘର୍ଷ ପରେ କୈଳାସ ମାନସରୋବର ଯାତ୍ରାକୁ ବନ୍ଦ କରି ଦିଆଯାଇଥିଲା । ଉଭୟ ଦେଶ ମଧ୍ୟରେ ସଂପର୍କରେ ଉନ୍ନତି ଆସିବା ପରେ ଗତ ଜାନୁଆରି ମାସରେ ପୁଣି କୈଳାସ ମାନସରୋବର ଯାତ୍ରା ଆରମ୍ଭ କରିବାକୁ ଭାରତ ଓ ଚୀନ ରାଜି ହୋଇଥିଲେ। ଗତଶୁକ୍ରବାର […]

Read More Text.
Indo 2025 07 20 18 15 44

ଇଣ୍ଡୋନେସିଆ : ଜାହାଜରେ ଅଗ୍ନିକାଣ୍ଡ, ଭୟରେ ସମୁଦ୍ରକୁ ଡେଇଁଲେ ଯାତ୍ରୀ

ଜାକାର୍ତ୍ତା : ଇଣ୍ଡୋନେସିଆ ନିକଟସ୍ଥ ସମୁଦ୍ରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡ ଯୋଗୁଁ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନାହିଁ । ଏହି ଅଗ୍ନିକାଣ୍ଡର ଭିଡିଓ ଭାଇରାଲ ହୋଇଛି । ସୂଚନା ଅନୁସାରେ ଉତ୍ତର ସୁଲାୱେସିର ତାଲିସ୍ ଦ୍ୱୀପ ନିକଟରେ କେଏମ ବାର୍ସିଲୋନା ଭିଏ ଜାହାଜରେ ହଠାତ୍ ନିଆଁ ଲାଗିଯାଇଥିଲା ଓ ଦେଖୁ ଦେଖୁ ନିଆଁ ସାରା ଜାହାଜକୁ ବ୍ୟାପିଯାଇଥିଲା । ଏହା ପରେ ଯାତ୍ରୀମାନଙ୍କ ମଧ୍ୟରେ […]

Read More Text.