Terrorist

ଆତଙ୍କବାଦୀଙ୍କ ସହ ଗୁଳିବିନିମୟ: ୨ ଯବାନ ସହିଦ

ଶ୍ରୀନଗର: ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ। ଆଉ ୧୦ ଜଣ ଗୁରୁତର ଆହତ ହୋଇଥିବା ସୂଚନା। ଜମ୍ମୁ ଓ କଶ୍ମୀରର କୁଲଗାମ ଅଖାଲରେ ଲସ୍କର ଆତଙ୍କବାଦୀଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅଭିଯାନ ୯ମ ଦିନରେ ପହଞ୍ଚିଛି। ୩ ଆତଙ୍କୀ ଏବେବି ଜଙ୍ଗଲରେ ଲୁଚି ରହିଥିବା ସୂଚନା ରହିଛି। ୯ ଦିନ ଧରି ଚାଲିଥିବା ଏହି ଏନକାଉଣ୍ଟରରେ ଏପର୍ଯ୍ୟନ୍ତ ଜଣେ ଆତଙ୍କବାଦୀର ମୃତଦେହ ଉଦ୍ଧାର କରାଯାଇଛି, ଦୁଇ ଜଣ ଯବାନ ସହିଦ ହୋଇଛନ୍ତି ଏବଂ […]

Read More Text.
Fire

ହସପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ : ଜଣେ ମୃତ, ୧୧ ଆହତ

ଦିଲ୍ଲୀ : ଦିଲ୍ଲୀ କସମସ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ଗାଡି ପହଞ୍ଚି ୧୧ଜଣଙ୍କୁ ଉଦ୍ଧାର କରାଯାଇଛି । ସୂଚନାନୁଯାୟୀ, ଦିଲ୍ଲୀର ଆନନ୍ଦ ବିହାରର ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା । ଏପରି ଅଘଟଣ ଦିନ ପ୍ରାୟ ୧୨ଟା ସମୟରେ ଦେଖିବାକୁ ମିଳିଥିଲା । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୭ ଜଣ ଆହତ ହୋଇଥିବା ଜଣାପଡିଛି । […]

Read More Text.
Delhi

ଦିଲ୍ଲୀରେ ପ୍ରବଳ ବର୍ଷା; କାନ୍ଥ ଭୁଶୁଡି ଚାଲିଗଲା ୭ ଜୀବନ

ନୂଆଦିଲ୍ଲୀ: ଲଗାଣ ବର୍ଷା ଯୋଗୁଁ ଉବୁଟୁବୁ ଦିଲ୍ଲୀ । ଚାରିଆଡେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ରାତିରୁ ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । କାଳନ୍ଦୀ କୁଞ୍ଜ, ମଥୁରା ରୋଡ୍‍, ରିଙ୍ଗ ରୋଡ୍‍, ଜିଟି କର୍ଣ୍ଣାଲ୍‍ ରୋଡ୍‍, ରୋହିଣୀ, ମଧୁବନ ଚୌକ୍‍, ଆନନ୍ଦ ବିହାର ଭଳି ଆହୁରି ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଟ୍ରାଫିକ୍‍ ଜାମ୍‍ ରହିଛି । ପ୍ରବଳ ବର୍ଷା ପାଇଁ ଜଳମଗ୍ନ […]

Read More Text.
War 1

ରୁଷ- ୟୁକ୍ରେନ ଯୁଦ୍ଧର ଅନ୍ତ ଖୁବଶୀଘ୍ର ଘଟିପାରେ, ଦୁଇ ସୁପର ପାୱାର ଏକାଠି ହେବେ

ଖୁବଶୀଘ୍ର ରୁଷ- ୟୁକ୍ରେନ ଯୁଦ୍ଧର ଘଟିପାରେ ଅନ୍ତ । ଏକାଠି ହେବେ ଦୁଇ ସୁପର ପାୱାର । ଅଗଷ୍ଟ ୧୫ରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବେ ଡୋନାଲ୍ଡ ଟ୍ରମ୍ପ । ଆମେରିକା ଆଲାସ୍କାରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ୟୁକ୍ରେନ୍ ଶାନ୍ତି ନେଇ ଉଭୟ ନେତାଙ୍କ ମଧ୍ୟରେ ହେବ ଆଲୋଚନା । ଏହା ଉପରେ ରହିଛି ସାରା ବିଶ୍ବର ନଜର । ଅସ୍ତ୍ରବିରତି ସମ୍ପର୍କରେ ବିଭିନ୍ନ ପକ୍ଷ ସହମତି ହେଉଛନ୍ତି ବୋଲି କହିଛନ୍ତି […]

Read More Text.
Putin trump

ଖୁବଶୀଘ୍ର ରାଷ୍ଟ୍ରପତି ପୁଟିନ୍‌ଙ୍କୁ ଭେଟିବେ ଡୋନାଲ୍ଡ ଟ୍ରମ୍ପ – ୟୁକ୍ରେନ ଯୁଦ୍ଧର ଘଟିପାରେ ଅନ୍ତ

ଖୁବଶୀଘ୍ର ରୁଷ- ୟୁକ୍ରେନ ଯୁଦ୍ଧର ଘଟିପାରେ ଅନ୍ତ । ଏକାଠି ହେବେ ଦୁଇ ସୁପର ପାୱାର । ଅଗଷ୍ଟ ୧୫ରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବେ ଡୋନାଲ୍ଡ ଟ୍ରମ୍ପ । ଆମେରିକା ଆଲାସ୍କାରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ୟୁକ୍ରେନ୍ ଶାନ୍ତି ନେଇ ଉଭୟ ନେତାଙ୍କ ମଧ୍ୟରେ ହେବ ଆଲୋଚନା । ଏହା ଉପରେ ରହିଛି ସାରା ବିଶ୍ବର ନଜର । ଅସ୍ତ୍ରବିରତି ସମ୍ପର୍କରେ ବିଭିନ୍ନ ପକ୍ଷ ସହମତି ହେଉଛନ୍ତି ବୋଲି କହିଛନ୍ତି […]

Read More Text.
Pm modi

କୁନି କୁନି ପିଲାଙ୍କ ସହ ରକ୍ଷା ବନ୍ଧନ ପାଳନ କଲେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି

ହିନ୍ଦୁମାନଙ୍କ ପର୍ବ ରାଖୀ ଉତ୍ସବ ମନାଇବାକୁ ସ୍କୁଲରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଦ୍ରୌପଦୀ ମୁର୍ମୁ । ସେହି ମୁହୂର୍ତ୍ତର କିଛି ଫଟୋ ଏବଂ ଭିଡିଓକୁ ସେୟାର କରିଛନ୍ତି । ଏଥି ସହିତ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ବିଭିନ୍ନ ସ୍କୁଲ ଏବଂ ସଂଗଠନର ପିଲା ଏବଂ ଛାତ୍ରମାନଙ୍କ ସହିତ ରକ୍ଷା ବନ୍ଧନ ପାଳନ କରିଛନ୍ତି । ଯେଉଁ ଭିଡିଓରେ ମୋଦି ପିଲାମାନଙ୍କୁ ରାଖୀ ବନ୍ଧାଉଥିବା ଦେଖିବାକୁ ମିଳିଛି । […]

Read More Text.
Income tax bill

ଆୟକର ବିଲ୍ ୨୦୨୫ ପ୍ରତ୍ୟାହୃତ, ସିଲେକ୍ଟ କମିଟି ଆଧାରରେ ୧୧ରେ ଆଗତ ହେବ ନୂଆ ଇନକମ୍ ଟ୍ୟାକ୍ସ ବିଲ୍

ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟି ଗତ ଜୁଲାଇ ୨୧ରେ ସଂସଦରେ ତାଙ୍କ ରିପୋର୍ଟ ଦାଖଲ କରିଛନ୍ତି। ୧୯୬୧ର ପୁରୁଣା ଆଇନକୁ ବଦଳାଇବା ପାଇଁ ଏହା ଉଦ୍ଦିଷ୍ଟ। ଅନେକ ପ୍ରସ୍ତାବ ମଧ୍ୟରେ, କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସାଧାରଣ କରଦାତାଙ୍କ ପାଇଁ ସିଧାସଳଖ ଲାଭଦାୟକ ହୋଇପାରେ। ଆୟକର ବିଲ୍-୨୦୨୫ ପ୍ରତ୍ୟାହୃତ। ଆୟକର ବିଲ୍-୨୦୨୫କୁ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର। ଫେବ୍ରୁଆରୀ ୧୩ରେ ଆଗତ ଆୟକର ବିଲ୍ ପ୍ରତ୍ୟାହୃତ ହୋଇଛି। ତର୍ଜମା ପାଇଁ ସିଲେକ୍ଟ କମିଟି ନିକଟକୁ […]

Read More Text.
2 179 1754737491087

ଅପରେସନ୍ ସିନ୍ଦୂରର ସଫଳତାର କାରଣ ରାଜନୈତିକ ଇଚ୍ଛ। ଶକ୍ତି ଓ ପୂର୍ଣ୍ଣ ସ୍ୱାଧୀନତା: ବାୟୁ ସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଅମର ପ୍ରୀତ୍ ସିଂହ ଅପରେସନ ସିନ୍ଦୂରକୁ ନେଇ ଅନେକ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ଅପରେସନ ସିନ୍ଦୂର ଏଥିପାଇଁ ସଫଳ ହୋଇଥିଲା, କାରଣ ସଶସ୍ତ୍ର ବଳ ଉପରେ କୌଣସି କଟକଣା ନଥିଲା । ରାଜନୈତିକ ଇଚ୍ଛାଶକ୍ତି, ସ୍ପଷ୍ଟ ନିର୍ଦ୍ଦେଶ ଓ କୌଣସି ପ୍ରକାର କଟକଣା ନଥିବା କାରଣରୁ ଅପରେସନ ସିନ୍ଦୂର ସଫଳ ହୋଇଥିଲା । ଏୟାର ଚିଫ୍ ମାର୍ଶଲ୍ କହିଛନ୍ତି ଯେ […]

Read More Text.
Ks

‘ଯିଏ ସଲ୍‌ମାନ୍‌ଙ୍କ ସହ କାମ କରିବ ସିଏ ମରିବ’.. କାଫେକୁ ଗୁଳିମାଡ ପରେ କପିଲଙ୍କୁ ମିଳିଲା ଏହି ଧମକ

ନୂଆଦିଲ୍ଲୀ : ହାସ୍ୟ ଅଭିନେତା କପିଲ୍‌ ଶର୍ମାଙ୍କ କାନାଡା ସ୍ଥିତ ରେସ୍ତୋରାଁ କପସ୍‌ କାଫେ ଉପରେ ୨ ଥର ଗୁଳିମାଡ ହୋଇ ସାରିଛି । ଏହି ମାମଲାରେ ସାମ୍ନାକୁ ଏକ ବଡ ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନାନୁଯାୟୀ, କାଫେ ଉପରେ ଗୁଳିମାଡ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ କରାଯାଇଛି। ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କ ନିକଟତର ହେବା କପିଲ୍‌ ଜୀବନ ପ୍ରତି ବିପଦ ବୋଲି ପ୍ରାଥମକି ତଦନ୍ତରୁ ଖବର ଜଣାପଡିଛି । ଲରେନ୍ସ ଗ୍ରୁପର ଗ୍ୟାଙ୍ଗଷ୍ଟର […]

Read More Text.
Lq7abaogc0u2ydsr8be8

ଆୟକର ବିଲ-୨୦୨୫କୁ ଫେରାଇନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲୋକସଭାରେ ଆୟକର ବିଲ୍ ପ୍ରତ୍ୟାହାର କରିନେଇଛନ୍ତି। ସରକାର ଏବେ ଏହା ସ୍ଥାନରେ ଏକ ନୂତନ ବିଲ୍ ଆଣିବେ। ଫେବୃଆରୀ ୨୦୨୫ ରେ ଲୋକସଭାରେ ଏହା ଉପସ୍ଥାପିତ ହେବା ପରେ, ଏହାକୁ ସିଲେକ୍ଟ କମିଟିକୁ ପଠାଯାଇଥିଲା। ସିଲେକ୍ଟ କମିଟିର ସମସ୍ତ ପରାମର୍ଶ ଗ୍ରହଣ କରିବା ପରେ, ସରକାର ଏବେ ଏକ ନୂତନ ବିଲ୍ ଆଣିବେ। କେନ୍ଦ୍ର ସରକାର ୧୩ ଫେବୃଆରୀ ୨୦୨୫ରେ ଲୋକସଭାରେ ଏହି ନୂତନ ବିଲ୍ ଆଗତ କରିଥିଲେ ଏବଂ ସେହି ଦିନ […]

Read More Text.