ଆମେରିକା ଇସାରାରେ ପାକିସ୍ତାନ…ସ୍ବୀକାର କରିବ କି ଡ୍ରାଗନ ?
ନୂଆଦିଲ୍ଲୀ: ଚୀନର ସବୁଦିନିଆ ବନ୍ଧୁ ସାଜିଥିବା ପାକିସ୍ତାନ ଏବେ ଆମେରିକା ଇସାରାରେ ଚାଲିଛି। ଯେଉଁ ପାକିସ୍ତାନର ସେନା ଦିନେ ଆମେରିକାର ସବୁଠୁ ବଡ଼ ଶତ୍ରୁ ଲାଦେନକୁ ଲୁଚାଇ ରଖିଥିଲା, ସେଇ ଦେଶର ସେନା ମୁଖ୍ୟ ଏବେ ଟ୍ରମ୍ପଙ୍କ ଅତିଥୀ। ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ପାକ୍ ସେନାମୁଖ୍ୟ ଅସିମ ମୁନିରଙ୍କ ବ୍ରୋମାନ୍ସ ଏବେ ସାରା ବିଶ୍ବରେ ଚର୍ଚ୍ଚା ବଢାଇଛି। ଅପରେସନ୍ ସିନ୍ଦୂର ପରେ ଦୁଇ ଥର ଆମେରିକା ଯାଇଛନ୍ତି ମୁନିର। ପାକିସ୍ତାନର ନିର୍ବାଚିତ ସରକାରଙ୍କଠାରୁ ଅଧିକ […]
Read More Text.