ପୁଣି ତଳମୁହାଁ ହେଲା ସେୟାର ମାର୍କେଟ; ସେନ୍ସେକ୍ସ ୭୦୦ ପଏଣ୍ଟ୍ ହ୍ରାସ
ମୁମ୍ବାଇ: ଲଗାତାର ଭାବେ ସେୟାର୍ ବଜାର ହ୍ରାସ ହେବାରେ ଲାଗିଛି। ସେନ୍ସେକ୍ସ ୭୨୦ରୁ ଅଧିକ ପଏଣ୍ଟ୍ ହ୍ରାସ ପାଇଛି। ଯେତେବେଳେ କି ନିଫ୍ଟିରେ ୨୨୫ ପଏଣ୍ଟ୍ ହ୍ରାସ ପାଇଛି। ନିଫ୍ଟିରେ ୨୨୫ ପଏଣ୍ଟ୍ ହ୍ରାସ ପାଇ ୨୪୮୩୭ରେ ବନ୍ଦ୍ ହୋଇଛି। ବିଏସଇ ସେନ୍ସେକ୍ସର କଥା କହିବା ତ ଟପ୍ ୩୦ରୁ କେବଳ ଏକମାତ୍ର ସେୟାର୍ ଉପରମୁହାଁ ରହିଛି। ବାକି ସବୁ ତଳମୁହାଁ। ଏମମାତ୍ର ସନ୍ଫାର୍ମାକୁ ଛାଡ଼ି ଦେଲେ ବାକି କେଉଁଟିର ଅବସ୍ଥା ଭଲ ନାହିଁ। ସବୁଠାରୁ ବେଶି […]
Read More Text.