Flag

ସ୍ୱାଧୀନତା ଦିବସରେ ମାଂସ ଦୋକାନ ବନ୍ଦ ନିର୍ଦ୍ଦେଶ: ରାଜନୈତିକ ବିବାଦ ଜୋର ଧରିଲା

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ଦେଶର ଅନେକ ପୌରସଂସ୍ଥା ମାଂସ ଦୋକାନ ଓ କଂସେଇ ଦୋକନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ବିଭିନ୍ନ ରାଜନୈତିକ ଦଳର ନେତା ଏହାକୁ ଲୋକଙ୍କ ଖାଦ୍ୟାଭ୍ୟାସ ଓ ସ୍ୱାଧୀନତା ଉପରେ ଆକ୍ରମଣ ବୋଲି ଅଭିଯୋଗ କରିଛନ୍ତି। ହାଇଦ୍ରାବାଦର ସାଂସଦ ତଥା AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ (GHMC)ର ନିର୍ଦ୍ଦେଶକୁ ନିନ୍ଦା କରିଛନ୍ତି। GHMC ସ୍ୱାଧୀନତା ଦିବସ (୧୫ […]

Read More Text.
Snake

ଖାଦ୍ୟ ପ୍ୟାକେଟରେ ବାହାରିଲା ସାପ, ଥାନାରେ ଅଭିଯୋଗ

ହାଇଦ୍ରାବାଦ: ତେଲେଙ୍ଗାନାର ଜାଡଚାର୍ଲା ମ୍ୟୁନିସିପାଲିଟିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ମହିଳା ସ୍ଥାନୀୟ ବେକେରୀରୁ କିଣିଥିବା କରି ପ୍ୟାକେଟ ଖାଦ୍ୟରେ ଏକ ଛୋଟ ସାପ ଦେଖି ଆତଙ୍କିତ ହୋଇଛନ୍ତି। ଏହି ଘଟଣା ପରେ ବେକେରୀ ବିରୋଧରେ ପୁଲିସରେ ଅଭିଯୋଗ ହୋଇଛି। ଶ୍ରୀଶୈଲା ନାମକ ଏହି ମହିଳା ନିଜ ପିଲାଙ୍କ ପାଇଁ ଏକ ଇୟଙ୍ଗାର ବେକେରୀରୁ ଏକ ଅଣ୍ଡା ତରକାରୀ କିଣିଥିଲେ। ଘରକୁ ଫେରି ପ୍ୟାକେଟ ଖୋଲିବା ବେଳେ ତରକାରୀରେ ଏକ ଛୋଟ ସାପ […]

Read More Text.
Encounter

ପୋଲିସ ଏନକାଉଣ୍ଟରରେ ନକ୍ସଲ ନିହତ; ଏସଏଲଆର ରାଇଫଲ ଜବତ

ଝାଡଖଣ୍ଡ:ପଶ୍ଚିମ ସିଂହଭୂମି ଜିଲ୍ଲାରେ ପୋଲିସ ଏବଂ ନକ୍ସଲ ମଧ୍ୟରେ ଏନକାଉଣ୍ଟର ହୋଇଛି। ଗୋଇଲକେରା ଥାନା ଅଞ୍ଚଳର ସୌତାରେ ଏହି ଏନକାଉଣ୍ଟର ହୋଇଥିଲା। ଏହି ସମୟରେ ଉଭୟ ପକ୍ଷରୁ ଅନେକ ରାଉଣ୍ଡ ଗୁଳି ବିନିମୟ ହୋଇଥିଲା। ସୂଚନା ଅନୁଯାୟୀ, ଜଣେ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏକ SLR ରାଇଫଲ୍ ମଧ୍ୟ ଉଦ୍ଧାର କରାଯାଇଛି। ଆଇଜି ଅପରେସନ୍ସ ଡକ୍ଟର ମାଇକେଲ ରାଜ କହିଛନ୍ତି ଯେ ଚାଇବାସାର ଗୋଇଲକେରାରେ ଏକ ଏନକାଉଣ୍ଟର ଚାଲିଛି। ଏଥିରେ ନକ୍ସଲମାନଙ୍କୁ କ୍ଷତି ପହଞ୍ଚିଛି । […]

Read More Text.
Accident 1

ପିକ୍ଅପ୍ ଭ୍ୟାନକୁ ଧକ୍କା ଦେଲା କଣ୍ଟେନର, ୧୦ ମୃତ

ରାଜସ୍ଥାନର ଦୌସାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯେଉଁଠାରେ ଏକ ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ସେହି ସମୟରେ ୨୦ ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି । ରାଜସ୍ଥାନର ସାଲାସର ବାଲାଜୀ ମନ୍ଦିରରୁ ଫେରୁଥିବା ସମୟରେ ଏକ ପିକ୍ ଅପ୍ ଭ୍ୟାନ୍ ଏକ କଣ୍ଟେନର ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ପିକ୍ ଅପ୍ ଭ୍ୟାନରେ ୨୦ ରୁ ଅଧିକ ଭକ୍ତ ବସିଥିଲେ […]

Read More Text.
Pakistan 2

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ୯ ସୈନିକ ମୃତ

ପାକିସ୍ତାନର ବେଲୁଚିସ୍ତାନରେ ପୁଣି ଥରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୯ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମଙ୍ଗଳବାର ଦିନ ଅଧିକାରୀମାନେ ଏହି ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି । ୱାଶୁକ ଜିଲ୍ଲାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଡଜନ ଡଜନ ଆତଙ୍କବାଦୀ ଏକ ପୋଲିସ ଷ୍ଟେସନ ଏବଂ ଏକ ସୀମା ବଳ କମ୍ପ୍ଲେକ୍ସ ଉପରେ ଆକ୍ରମଣ କରିଥିଲେ । ମିଡିଆ ରିପୋର୍ଟ ଅନୁସାରେ, ଅଧିକାରୀ […]

Read More Text.
Water

ଭାରତକୁ ପାକିସ୍ତାନର ଧମକ, ସିନ୍ଧୁ ନଦୀ ପାଣି ବନ୍ଦ କଲେ ପରିଣାମ ଭୟଙ୍କର ହେବ

ନୂଆଦିଲ୍ଲୀ: ପାଣି ପାଇଁ ବିଳିବିଳି ହେଉଛି ପାକିସ୍ତାନ । ଭାରତକୁ ପୁଣି ପାକିସ୍ତାନର ଧମକ । ସିନ୍ଧୁ ନଦୀ ପାଣି ବନ୍ଦ କଲେ ଭୟଙ୍କର ହେବ ପରିଣାମ । ଏଭଳି ଧମକ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ । ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସିମ୍ ମୁନୀରଙ୍କ ଧମକ ପରେ ସରିଫଙ୍କ ବୟାନ ସାମ୍ନାକୁ ଆସିଛି । ସରିଫ୍ କହିଛନ୍ତି, ପାକିସ୍ତାନ ଅଂଶର ବୁନ୍ଦାଏ ବି ପାଣି ଛାଡ଼ିବୁନି । ଲକ୍ଷ ଲକ୍ଷ ଜୀବନକୁ ସଙ୍କଟରେ […]

Read More Text.
Jaunpur 1

ଜୌନପୁରରେ ଦୁର୍ଘଟଣା, ବସ୍-ଟ୍ରକ୍ ଧକ୍କାରେ ଚାଲିଗଲା ୫ ଜୀବନ

ଜୌନପୁର : ଜୌନପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁଘର୍ଟଣାରେ ୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭ ଜଣ ଆହତ ହୋଇଛନ୍ତି । ବସ୍ ଏବଂ ଟ୍ରକ୍ ଧକ୍କାରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସୂଚନା ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ସୂଚନାନୁଯାୟୀ, […]

Read More Text.
America 2

ଟେକ୍ସାସରେ ଭୟଙ୍କର ରେଳ ଦୁର୍ଘଟଣା, ୩୫ ବଗି ଲାଇନଚ୍ୟୁତ

ଆମେରିକା ଟେକ୍ସାସରେ ଭୟଙ୍କର ରେଳ ଦୁର୍ଘଟଣା । ୟୁନିଅନ ପ୍ୟାସିଫିକ ଟ୍ରେନର ୩୫ ବଗି ଲାଇନଚ୍ୟୁତ ହେବ । ଦୁର୍ଘଟଣା ଗାର୍ଡନ କସ୍ତବ ପୂର୍ବରେ ହୋଇଛି । ଏହି ଘଟଣାରେ କେହି ହତାହତ ହୋଇନାହାନ୍ତି । ଦୁର୍ଘଟଣା ପରେ ଭୟଙ୍କର ଫଟୋ ସାମ୍ନାକୁ ଆସିଛି । ଡ୍ରେନ ବଗିଗୁଡିକ ପରସ୍ପର ଉପରେ ଚଢିଯାଇଛି । ଦୁର୍ଘଟଣାକୁ ନେଇ ପେଲୋ ପିଣ୍ଟୋ କାଉଣ୍ଟି ଏମରଜେନ୍ସୀ ସର୍ଭିସେଜ ଡିଷ୍ଟ୍ରିକ୍ଟ ବିପଦପୂର୍ଣ୍ଣ ବୋଲି କହିଛି । ତେବେ ଏହି ଡ୍ରେନ ବଗିରେ […]

Read More Text.
Hydrogen train

ଖୁବଶୀଘ୍ର ଭାରତରେ ଗଡ଼ିବ ପ୍ରଥମ ହାଇଡ୍ରୋଜେନ ଟ୍ରେନ, ଭିଡିଓ ସେୟାର କଲା ରେଳ ମନ୍ତ୍ରଣାଳୟ

ନୂଆଦୀଲ୍ଲୀ: ଖୁବଶୀଘ୍ର ଭାରତରେ ଗଡ଼ିବ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ । ହାଇଡ୍ରୋଜେନ୍ ଟ୍ରେନ୍ ପ୍ରଥମ ଥର ପାଇଁ ଭାରତର ହରିୟାଣାରେ ଚାଲିବ । ଜିନ୍ଦରୁ ସୋନିପତ ଯାଏଁ ଗଡ଼ିବ ଟ୍ରେନ । ଏହି ଟ୍ରେନକୁ ଇନ୍ଧନ ଯୋଗାଇବା ପାଇଁ ଜିନ୍ଦରେ ଏକ ହାଇଡ୍ରୋଜେନ୍ ପ୍ଲାଣ୍ଟ ନିର୍ମାଣାଧୀନ ରହିଛି । ଭାରତ ବିଶ୍ୱର ପଞ୍ଚମ ଦେଶ ହେବ ଯେଉଁଠାରେ ଏହି ହାଇଡ୍ରୋଜେନ୍ ଟ୍ରେନ୍ ଚାଲିବ । ଏହି ଟ୍ରେନ୍ ପୂର୍ବରୁ ଜର୍ମାନୀ, ଫ୍ରାନ୍ସ, ସ୍ୱିଡେନ ଏବଂ ଚୀନରେ ଚାଲୁଛି […]

Read More Text.
Trump 1 750x430

ପାକିସ୍ତାନ ଟ୍ରମ୍ପ୍‌ଙ୍କୁ ଦେଖାଉଛି ନୋବେଲ ପୁରସ୍କାର ସ୍ୱପ୍ନ

ଇସଲାମାବାଦ/ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ନୋବେଲ ପୁରସ୍କାର ଦେବାକୁ ପାକିସ୍ତାନ ସମର୍ଥନ କରୁଛି। ପୂର୍ବତନ ଆମେରିକୀୟ ପ୍ରତିରକ୍ଷା ଅଧିକାରୀ ମାଇକେଲ ରୁବିନଙ୍କ ଦୃଷ୍ଟିରେ ଏହି ସମ୍ପୂର୍ଣ୍ଣ ମାମଲା ଠିକ୍ ନୁହେଁ। ସେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ ଆଧୁନିକ ଓସାମା ବିନ୍ ଲାଡେନ ବୋଲି ବର୍ଣ୍ଣନା କରିଛନ୍ତି। ଜେନେରାଲ ଅସୀମଙ୍କ ପରମାଣୁ ଆକ୍ରମଣର ସମ୍ପ୍ରତିକ ସଙ୍କେତକୁ ଅଣଦେଖା କରିବା ତାଙ୍କ ଦୃଷ୍ଟିରେ ଏକ ବଡ଼ ମୂର୍ଖତା ହେବ। ଏହା ଭବିଷ୍ୟତରେ ବିପଦପୂର୍ଣ୍ଣ ପ୍ରମାଣିତ […]

Read More Text.