ଇମ୍ରାନ ଖାନ୍ଙ୍କୁ ହସ୍ପିଟାଲ ସ୍ଥାନାନ୍ତର କଲେ ପାକିସ୍ତାନ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପୂର୍ବ କ୍ରିକେଟର ଇମ୍ରାନ୍ ଖାନ୍ଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ଆଶ୍ୱସ୍ତି ମିଳିଛି । ରାୱଲପିଣ୍ଡିର ଆଦିଆଲା କାରାଗାରରୁ ଇମ୍ରାନଙ୍କୁ ସିଫା ଇଂଟରନ୍ୟାସନାଲ ହସ୍ପିଟାଲକୁ ୨ ଦିନ ମଧ୍ୟରେ ସ୍ଥାନାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ଖାନଙ୍କ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଦେଖା କରିପାରିବେ । ବିଦେଶରେ ରହୁଥିବା ନିଜ ପୁଅ ମଧ୍ୟ ଖାନ୍ଙ୍କ ସହ କଥା ହେବାକୁ କୋର୍ଟ ଅନୁମତି ଦେଇଛନ୍ତି । ସୂଚନାଯୋଗ୍ୟ ଯେ, […]
Read More Text.