ଏପ୍ରିଲ୍-ମେ’ରେ ହୋଇପାରେ ପଞ୍ଚାୟତ ନିର୍ବାଚନ, ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ
ଭୁବନେଶ୍ୱର : ବଦଳିଲା ପଞ୍ଚାୟତ ନିର୍ବାଚନ ସମୟ । ଏଥର ସାମାନ୍ୟ ବିଳମ୍ବ ହେବ ନିର୍ବାଚନ । ଏସଆଇଆର କାମ ମାର୍ଚ୍ଚ ପ୍ରଥମ ସପ୍ତାହ ଯାଏଁ ହେବ । ୨୦୨୭ ଏପ୍ରିଲ୍-ମେ’ ମାସରେ ହୋଇପାରେ ଭୋଟ୍। ସ୍ପଷ୍ଟ କଲେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସନ୍ତୋଷ କୁମାର ଦାସ । ଓଡ଼ିଶା ପଞ୍ଚାୟତ ନିର୍ବାଚନକୁ ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସାମ୍ନାକୁ ଆସିଛି । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୭ ମସିହା ଏପ୍ରିଲ୍ କିମ୍ବା ମେ’ […]
Read More Text.