ପବରେ ଭୟଙ୍କର ଅଗ୍ନିକାଣ୍ଡ, ୨୭ ମୃତ
ନୂଆଦିଲ୍ଲୀ: ଥାଇଲାଣ୍ଡ ବ୍ୟାଙ୍କକରେ ଥିବା ଚାଟୁଚାକ ଜିଲ୍ଲାର ପ୍ରସିଦ୍ଧ ପବ୍ ‘ରଙ୍ଗ ବିୟର ନା ଲାଟ୍ ପ୍ରାଓ’ରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୩ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ପବ୍ ର ମୁଖ୍ୟ ପ୍ରବେଶ ଦ୍ଵାରରୁ ପ୍ରବଳ ନିଆଁ ବାହାରୁଛି। ଜୀବନ ବିକଳରେ ଲୋକେ ବାହାରକୁ ଦୌଡ଼ୁଛନ୍ତି ଏବଂ ଚାରିଆଡ଼େ […]
Read More Text.