News visual

Shadow Over Solar: US Exits India-Led International Solar Alliance in Major Diplomatic Shift

**Gurugram/Washington, 8/1 :** In a seismic shift for global climate diplomacy, the United States has officially withdrawn from the International Solar Alliance (ISA), the India-headquartered multilateral body dedicated to promoting solar energy worldwide. The move comes as part of a sweeping executive order signed yesterday by President Donald Trump, which directs the US to exit […]

Read More Text.
Telengana accident

ଗଛରେ ଧକ୍କା ହେଲା କାର୍, ୪ ମୃତ

ତେଲେଙ୍ଗାନା : ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଚାରି ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମିର୍ଜାଗୁଡ଼ାରେ ଏକ SUV ଗଛରେ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ହେବା ମାତ୍ରେ କାର୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ମୃତକଙ୍କ ପରିଚୟ ସ୍ପଷ୍ଟ କରିଛି ପୋଲିସ । ମୃତକ ହେଲେ ୨୦ ବର୍ଷୀୟ ବିବିଏ ଛାତ୍ର […]

Read More Text.
News visual

Tariff Tsunami: India Braces for Impact as Trump Backs ‘Bone-Crushing’ 500% Levy on Russian Oil Buyers

NEW DELHI, 8/1 : India’s economic corridors are buzzing with anxiety today as the specter of a trade war with the United States looms larger than ever. In a move that has sent shockwaves through Dalal Street and South Block alike, US President Donald Trump has officially thrown his weight behind the bipartisan “Sanctioning of […]

Read More Text.
Bomb treat

ଅନେକ କୋର୍ଟକୁ ବୋମା ଧମକ, ଯାଞ୍ଚ ଆରମ୍ଭ

ପାଟନା : ପାଟନା ସହିତ ବିହାରର ଅନେକ ସିଭିଲ କୋର୍ଟକୁ ବୋମା ଧମକ ମିଳିଛି । କିଶନଗଂଜ ସିଭିଲ କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଗୟାଜୀ ସିଭିଲ କୋର୍ଟକୁ ମଧ୍ୟ ଧମକ ମିଳିଛି । ସିଭିଲ କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିବା ପରେ ଭୟଭୀତ ହୋଇଛନ୍ତି ଲୋକ । ତୁରନ୍ତ ଜିଲ୍ଲା ଜଜ କୋର୍ଟ ପରିସରକୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୋମା ଧମକ ମିଳିବା ପରେ କୋର୍ଟ ପରିସର ଖାଲି କରିଦିଆଯାଇଛି […]

Read More Text.
Delhi police

ଏସଆଇଆର ପୂର୍ବରୁ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ, ୨୦ ବାଂଲାଦେଶୀ ଗିରଫ

ନୂଆଦିଲ୍ଲୀ : ଭାରତର ବିଭିନ୍ନ ରାଜ୍ୟରେ ଅବୈଧ ବାଂଲାଦେଶୀଙ୍କୁ ଖୋଜା ଚାଲିଛି । ପୋଲିସ ଦ୍ବାରା ଅନେକ ମାତ୍ରାରେ ଅବୈଧ ଭାବେ ରହୁଥିବା ବାଂଲାଦେଶୀଙ୍କୁ ଗିରଫ କରାଯାଇ ଫେରିଯିବାକୁ କୁହାଯାଉଛି । ଏପରି ସ୍ଥଳେ ଦିଲ୍ଲୀ ପୋଲିସ ବଡ଼ ଆକ୍ସନ ନେଇଛି । ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ଦିଲ୍ଲୀ ଭିତରୁ ୨୦ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି । ଦିଲ୍ଲୀରେ ଏସଆଇଆର ପ୍ରକ୍ରିୟା ପୂର୍ବରୁ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି । ପୋଲିସ ଦ୍ବାରା ୨୦ ବାଂଲାଦେଶୀ […]

Read More Text.
Pravati 738x375 1

ଚଳିତ ସପ୍ତାହରେ ୪ଲକ୍ଷ ୫୭ହଜାର ୬୮୧ଜଣଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ବର: ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ବଡ ସୂଚନା । ନୂଆ ପୁରୁଣା ସମସ୍ତଙ୍କ ଆକାଉଣ୍ଟକୁ ଯିବ ଏହି ଟଙ୍କା । ଏଇ ସପ୍ତାହରେ ମିଳିବ ସଭୁଦ୍ରା ଟଙ୍କା । ଆଜି ସମୀକ୍ଷା ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ସୁଭଦ୍ରାରେ ୪ଲକ୍ଷ ୫୭ହଜାର ୬୮୧ଜଣଙ୍କୁ ଏହି ସପ୍ତାହରେ ଟଙ୍କା ମିଳିବ । ଏସଓପି ଅନୁସାରେ କରାଯିବ । ଏଥିରେ ଯେଉଁମାନେ ନୂଆ ପଞ୍ଜିକୃତ କରିଥିବା ହିତାଧିକାରୀ ୧ଲକ୍ଷ ୭୮ହଜାର ୩୮୯ଜଣ, ଅନ୍ୟ କୌଣସି […]

Read More Text.
Tfgnjhv 1068x561

କ୍ଷମତା ପାଇଁ ଏକାଠି ହେଲେ ବିଜେପି-କଂଗ୍ରେସ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଏକ ପୌର ପରିଷଦରେ କ୍ଷମତା ହାତେଇବା ପାଇଁ ବିଜେପି ଓ କଂଗ୍ରେସ ଏକାଠି ହୋଇଛନ୍ତି । ମହାରାଷ୍ଟ୍ରର ଅମ୍ବରନାଥ ପୌରପାଳିକା ଦଖଲ କରିବା ପାଇଁ ଏହି ଅଜବ ମେଣ୍ଟ ହୋଇଛି । ଯାହା କେବେ ଘଟିବ ନାହିଁ ବୋଲି ଆଶା କରାଯାଉଥିଲା ତାହା ଏବେ ଘଟିଛି । କ୍ଷମତା ହାସଲ କରିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସ ମଧ୍ୟରେ ଏକ ମେଣ୍ଟ ହୋଇଛି । ମହାରାଷ୍ଟ୍ରର ସ୍ଥାନୀୟ ନେତାମାନେ ନିର୍ବାଚନ […]

Read More Text.
Whatsapp image 2026 01 07 at 2.08.49 pm 1068x579

ଟ୍ରମ୍ପଙ୍କ ଉପରେ ଖୁସି ନାହାଁନ୍ତି ମୋଦୀ!

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଆଲୋଚନା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଅଛି, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ରୁଷୀୟ ତୈଳ କ୍ରୟ ପାଇଁ ଭାରତ ଉପରେ ଲାଗୁ ହୋଇଥିବା ଭାରୀ ଶୁଳ୍କ ଉପରେ ଅସନ୍ତୁଷ୍ଟ। ହାଉସ୍ ରିପବ୍ଲିକ୍ ସଦସ୍ୟଙ୍କ ରିଟ୍ରିଟ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ଆଲୋଚନାକୁ ଉଲ୍ଲେଖ କରି ଟ୍ରମ୍ପ କହିଛନ୍ତି ଯେ ଆମେରିକା-ଭାରତ […]

Read More Text.
14 2 e1767802924819 300x126

୨୦୨୬-୨୭ କେନ୍ଦ୍ରୀୟ ବଜେଟ୍ ପାଇଁ ପ୍ରସ୍ତୁତି ଆରମ୍ଭ, ଏଥର ରବିବାର ହେବ କି ବଜେଟ୍‌ ଉପସ୍ଥାପନ ?

ନୂଆଦିଲ୍ଲୀ: ୨୦୨୬-୨୭ କେନ୍ଦ୍ରୀୟ ବଜେଟ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଲୋକମାନେ ସୋସିଆଲ ମିଡିଆରେ ଆଗାମୀ କେନ୍ଦ୍ରୀୟ ବଜେଟ୍ ପାଇଁ ସେମାନଙ୍କର ଆଶା ପ୍ରକାଶ କରିବା ଆରମ୍ଭ କରିଛନ୍ତି। ପ୍ରତିବର୍ଷ ପରି, ଏହା ୧ ଫେବୃଆରୀ, ୨୦୨୬ ରେ ଉପସ୍ଥାପିତ ହେବାର ଆଶା କରାଯାଉଛି। ତଥାପି, ଏହି ବର୍ଷ, ୧ ଫେବୃଆରୀ ରବିବାର ପଡୁଛି ଏବଂ ଏହା ରବିଦାସ ଜୟନ୍ତୀ ସହିତ ମଧ୍ୟ ପଡୁଛି । ଫଳସ୍ୱରୂପ, କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନର ତାରିଖ ପରିବର୍ତ୍ତନ ହୋଇପାରେ ବୋଲି […]

Read More Text.

ଜେଲରେ ପୂର୍ବତନ ଆଇପିଏସ୍ ଅଧିକାରୀ ଅମିତାଭ ଠାକୁର ଅସୁସ୍ଥ, ଛାତିରେ ଯନ୍ତ୍ରଣା ହେବାରୁ ମେଡିକାଲରେ ଭର୍ତ୍ତ

ନୂଆଦିଲ୍ଲୀ : ଦେବରିୟା ଜିଲ୍ଲା ଜେଲରେ ବନ୍ଦୀ ଥିବା ପୂର୍ବତନ ଆଇପିଏସ ଅଧିକାରୀ ଅମିତାଭ ଠାକୁରଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଛି। ତାଙ୍କୁ ଗତକାଲି ବିଳମ୍ବିତ ରାତିରେ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ସେ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ। ଯାହା ଫଳରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଦେଓରିଆ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଗତକାଲି ରାତି ପ୍ରାୟ ୨ଟା ସମୟରେ ଡାକ୍ତରମାନେ ତାଙ୍କୁ ଗୋରଖପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ […]

Read More Text.