ଖୁବ୍ ଶୀଘ୍ର ବଦଳିବ ୟୁପିଆଇ ନିୟମ !
ନୂଆଦିଲ୍ଲୀ : ଫୋନ୍ ପେ ଏବଂ ଗୁଗଲ୍ ପେ ବ୍ୟବହାରକାରୀଙ୍କ ପାଇଁ ବଡ ଖବର ଆସିଛି। ୟୁପିଆଇ କାରବାରକୁ ନେଇ ଏନପିସିଆଇ ବଡ ପରିବର୍ତ୍ତନ କରିବାକୁ ଯାଉଛି। ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ ଆଜି ୧୫ ସେପ୍ଟେମ୍ବରରୁ ଯୁପିଆଇ ଜରିଆରେ ମର୍ଚାଣ୍ଟ (ଦୋକାନ, କମ୍ପାନୀ କିମ୍ବା ସଂସ୍ଥା)ଙ୍କୁ କରାଯାଉଥିବା ପେମେଣ୍ଟର ସୀମା ବୃଦ୍ଧି କରିଛି । ଏବେ ଗ୍ରାହକମାନେ ଦିନକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ । ଏପର୍ଯ୍ୟନ୍ତ ଏହି ସୀମା ୨ […]
Read More Text.