Lashkar e toiba

ସୁଧୁରିବନି ପାକିସ୍ତାନ, ବନ୍ୟା ସହାୟତା ନାଁରେ ଲସ୍କର-ଇ-ତଇବାକୁ ଯୋଗାଉଛି ପାଣ୍ଠି

ସୁଧୁରିବନି ପାକିସ୍ତାନ । ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତଇବାକୁ ଯୋଗାଉଛି ପାଣ୍ଠି । ଅପରେସନ ସିନ୍ଦୂର ବେଳେ ମୁରିଡକେ ସ୍ଥିତ ଲସ୍କର ହେଡକ୍ବାର୍ଟରକୁ ସଂପୂର୍ଣ୍ଣ ଧ୍ବଂସ କରି ଦେଇଥିଲା ଭାରତ । ମେ ୭ ତାରିଖରେ ଏୟାର ଷ୍ଟ୍ରାଇକ କରି ହେଡକ୍ବାର୍ଟର ବିଲ୍ଡିଂ କୁ ମାଟିରେ ମିଶାଇ ଦେଇଥିଲା । ହେଡକ୍ବାର୍ଟର ଅସ୍ତ୍ରାଗାର ମଧ୍ୟ ଧ୍ବଂସ ହୋଇ ଯାଇଥିଲା । ସୂଚନାନୁଯାୟୀ, ବର୍ତ୍ତମାନ ସେହି ହେଡ୍ କ୍ବାର୍ଟର ପୁନଃନିର୍ମାଣ ପାଇଁ ୪ କୋଟି ଟଙ୍କା ଅନୁମୋଦନ କରିଛି ପାକିସ୍ତାନ […]

Read More Text.
Earthquake 1

ଆସାମରେ ଭୂମିକମ୍ପ, ତୀବ୍ରତା ୫.୮

ଆସାମ: ଆସାମରେ ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଛି । ଆଜି ଅପରାହ୍ନରେ ଭୂମିକମ୍ପର ଝଟକା ଲୋକଙ୍କୁ ଭୟଭୀତ କରିଦେଇଥିଲା । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଆସାମର ଅନ୍ୟ ଏକ ଜିଲ୍ଲା ଉଦଲଗୁରିରେ ଭୂପୃଷ୍ଠରୁ ପାଞ୍ଚ କିଲୋମିଟର ଗଭୀରତାରେ ରେକର୍ଡ କରାଯାଇଛି । ଲୋକମାନେ ଘର ଏବଂ ଦୋକାନ ଛାଡି ରାସ୍ତା ଏବଂ ଅନ୍ୟାନ୍ୟ ଖାଲି ସ୍ଥାନକୁ ଦୌଡ଼ି ପଳାଇଥିଲେ । ସୂଚନା ଅନୁଯାୟୀ, ଭୂମିକମ୍ପର ତୀବ୍ରତା ୫.୮ ଥିଲା। ଆସାମର ଉଦଲଗୁରି ଜିଲ୍ଲାରେ ଭୂମିକମ୍ପର ଝଟକା ଅନୁଭୂତ […]

Read More Text.
Delhi police logos discovery engine

ନାବାଳିକାଙ୍କୁ ଶାରୀରିକ ନିର୍ଯାତନା: ସ୍ପିଚ୍ ଥେରାପିଷ୍ଟ ଗିରଫ

ଦିଲ୍ଲୀ: ଦିଲ୍ଲୀର ରୋହିଣୀର ଏକ ଘରୋଇ ସ୍ପିଚ୍ ଥେରାପି ସେଣ୍ଟରରେ ଜଣେ ୬ ବର୍ଷୀୟ ଝିଅକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜଣେ ୩୨ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।  ପୀଡିତାଙ୍କ ମାଆଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ମାମଲାର ତଦନ୍ତ କରୁଛି । ସୂଚନା ଅନୁସାରେ ଝିଅର ମା ସମୟପୁର ବଦଲି ଥାନାରେ ଦାୟର କରିଥିବା ଏଫଆଇଆରରେ କହିଛନ୍ତି ଯେ ତାଙ୍କ ଝିଅକୁ କଥା […]

Read More Text.
Delhi taj

ହାଇକୋର୍ଟ ପରେ ତାଜ ପ୍ୟାଲେସ ହୋଟେଲକୁ ବୋମା ଧମକ, ଯାଞ୍ଚ କରୁଛି ପୋଲିସ

ନୂଆଦିଲ୍ଲୀ : ଦିଲ୍ଲୀ ଏବଂ ବମ୍ବେ ହାଇକୋର୍ଟକୁ ବୋମା ଧମକ ମିଳିବ ପରେ ଏବେ ଦିଲ୍ଲୀର ତାଜ ପ୍ୟାଲେସ ହୋଟେଲକୁ ବୋମାରେ ଉଡାଇବାକୁ ଧମକ ମିଳିଛି । ଖବର ମିଳିବା ପରେ ସଂପୂର୍ଣ୍ଣ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏହାକୁ ନେଇ ଗୁଇନ୍ଦା ସଂସ୍ଥାଗୁଡ଼ିକ ସତର୍କ ହୋଇଯାଇଛନ୍ତି । ତାଜ ପ୍ୟାଲେସକୁ ଧମକଭରା ଇମେଲ ମିଳିଛି । ଯେଉଁଥିରେ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । […]

Read More Text.
Screenshot 2025 09 13 111404 750x430

ନେପାଳ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ନେପାଳରେ ହିଂସା ପରେ, ସୁଶୀଳା କାର୍କି ଏବେ ଅନ୍ତରୀଣ ସରକାର ଭାବରେ ଦେଶର ଦାୟିତ୍ୱ ଗ୍ରହଣ କରିଛନ୍ତି। ଭାରତ ସୁଶୀଳା କାର୍କିଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବା ପାଇଁ ଅଭିନନ୍ଦନ ଜଣାଇଛି। ଏହାସହ ଭାରତ ଦୁଇ ଦେଶ ମଧ୍ୟରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଆଶା ପ୍ରକାଶ କରିଛି। ଭାରତ କହିଛି ଯେ ସେମାନେ ଉଭୟ ଦେଶର ଲୋକଙ୍କ କଲ୍ୟାଣ ପାଇଁ ଏକାଠି କାମ କରିବେ। ପ୍ରକୃତରେ, ଯୁବକମାନେ ପ୍ରତିବାଦ କରିବା ପରେ, ନେପାଳର […]

Read More Text.
Boat picture2

କଙ୍ଗୋରେ ଡଙ୍ଗା ବୁଡ଼ି ୮୬ ମୃତ

କଙ୍ଗୋ: କଙ୍ଗୋରେ ଭୟଙ୍କର ବୋଟ ଟ୍ରାଜେଡି । ଯେଉଁଥିରେ ଅତି କମରେ ୮୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ବସନକୁସୁ ଅଞ୍ଚଳରେ ଘଟିଛି । ଅନ୍ୟ ୧୪୬ ଜଣଙ୍କ ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ଅଭିଯାନ ଚାଲିଛି । ନର୍ଥୱେଷ୍ଟର୍ଣ୍ଣ ଇକ୍ୟୁଏଟର ପ୍ରୋଭିନସରେ ଏହି ଭୟଙ୍କର ବୋଟ ଦୁର୍ଘଟଣା ଘଟିଛି । ମାଲେଞ୍ଜି ଗାଁ ନିକଟ କଙ୍ଗୋ ନଦୀରେ ଡଙ୍ଗାରେ ୫ଶହରୁ ଅଧିକ ଯାତ୍ରୀ ଯାଉଥିବା ବେଳେ ହଠାତ ନିଆଁ ଲାଗିଯାଇଥିଲା । […]

Read More Text.
Hot air ballon

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ହଟ୍ ଏୟାର ବେଲୁନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ମୋହନ ଯାଦବ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ହଟ୍ ଏୟାର ବେଲୁନରେ ଲାଗିଲା ନିଆଁ । ବଡ଼ ବିପଦରୁ ବର୍ତ୍ତିଗଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ । ମନ୍ଦସୋର ଜିଲ୍ଲାର ଗାନ୍ଧି ସାଗରରେ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଗାନ୍ଧିସାଗର ଫରେଷ୍ଟ ରିଟ୍ରିଟ୍ ର ଶୁଭାରମ୍ଭ ପାଇଁ ଯାଇଥିବା ବେଳେ ଅଘଟଣ । ସୂଚନା ଅନୁଯାୟୀ, ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମନ୍ଦସୋରକୁ ଯାଇଥିଲେ । ଯେଉଁଠାରେ ମୁଖ୍ୟମନ୍ତ୍ରୀ ଗାନ୍ଧିସାଗର ଫରେଷ୍ଟ ରିଟ୍ରିଟରେ ହଟ୍ ଏୟାର ବେଲୁନରେ ଉଡ଼ିଥାନ୍ତେ […]

Read More Text.
Nepal curfew

ନେପାଳରୁ ହଟିଲା କର୍ଫ୍ୟୁ: ଖୋଲିଲା ଦୋକାନ ଓ ମଲ୍

କାଠମାଣ୍ଡୁ : ନେପାଳରେ ଧିରେ ଧିରେ ଶାନ୍ତି ଫେରୁଛି । ଆଜି ରାଜଧାନୀ କାଠମାଣ୍ଡୁରେ ଲାଗୁ ହୋଇଥିବା କର୍ଫ୍ୟୁକୁ ହଟାଇ ଦିଆଯାଇଛି । ଅନ୍ତରୀଣ ସରକାର ଗଠନ ହେବା ପରେ, ସୁରକ୍ଷା ବାହିନୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି । କର୍ଫ୍ୟୁ ହଟାଯିବା ପରେ ଜେନ-ଜି ଦେଶରେ ସଫେଇ ଅଭିଯାନ ଆରମ୍ଭ କରିଛନ୍ତି । ରାସ୍ତା ଏବଂ ଡିଭାଇଡରକୁ ରଙ୍ଗ ଲଗେଇବା କାମ ଆରମ୍ଭ କରିଛନ୍ତି । ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କି ଅନ୍ତରୀଣ […]

Read More Text.
Modiiiiiii

ମଣିପୁର ସାହସ ଓ ବୀରତ୍ୱର ଭୂମି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ୨୦୨୩ ମସିହା ମଣିପୁର ହିଂସାକାଣ୍ଡ ପରେ ପ୍ରଥମ କରି ଆଜି ମଣିପୁର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମଣିପୁର ସାମ୍ପ୍ରଦାୟିକ ହିଂସାରେ ସର୍ବାଧିକ କ୍ଷତିଗ୍ରସ୍ତ ଚୁଡାଚନ୍ଦ୍ରପୁର ଜିଲାରେ ୭ହଜାର ୩ଶହ କୋଟିର ଟଙ୍କାର ପ୍ରକଳ୍ପ ଉଦଘାଟନ କରିଛନ୍ତି ମୋଦୀ । ଏହି ଅବସରରେ ମୋଦୀ ଏକ ଜନସଭାକୁ ସମ୍ବୋଧନ କରି କହିଛନ୍ତି ଯେ ମଣିପୁର ସାହସ ଓ ବୀରତ୍ୱର ଭୂମି । ମୁଁ ମଣିପୁରର ଲୋକମାନଙ୍କର ଉତ୍ସାହକୁ ସଲାମ କରୁଛି […]

Read More Text.
Images

ମିଜୋରାମକୁ ମୋଦିଙ୍କ ଭେଟି: ଉଦଘାଟନ କଲେ ପ୍ରଥମ ରେଳ ଲାଇନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି ଠାରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ୫ ଟି ରାଜ୍ୟ ଗସ୍ତରେ ଅଛନ୍ତି । ଆଜି ପ୍ରଥମ ଦିନରେ ସେ ପ୍ରଥମେ ମିଜୋରାମରେ ପହଞ୍ଚିଛନ୍ତି । ସେ ୧୩ ରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ମଣିପୁର, ମିଜୋରାମ, ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ। ସେ ପାଞ୍ଚଟି ରାଜ୍ୟରେ ୭୧୮୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ମଧ୍ୟ କରିବେ। ଆଜି ଗସ୍ତର ପ୍ରଥମ ଦିନରେ […]

Read More Text.