Images

ମିଜୋରାମକୁ ମୋଦିଙ୍କ ଭେଟି: ଉଦଘାଟନ କଲେ ପ୍ରଥମ ରେଳ ଲାଇନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି ଠାରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ୫ ଟି ରାଜ୍ୟ ଗସ୍ତରେ ଅଛନ୍ତି । ଆଜି ପ୍ରଥମ ଦିନରେ ସେ ପ୍ରଥମେ ମିଜୋରାମରେ ପହଞ୍ଚିଛନ୍ତି । ସେ ୧୩ ରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ମଣିପୁର, ମିଜୋରାମ, ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ। ସେ ପାଞ୍ଚଟି ରାଜ୍ୟରେ ୭୧୮୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ମଧ୍ୟ କରିବେ। ଆଜି ଗସ୍ତର ପ୍ରଥମ ଦିନରେ […]

Read More Text.
Uttarpradesh 1

ଚରିତ୍ର ଉପରେ ସନ୍ଦେହ କରି ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ କଲା ସ୍ବାମୀ

ଉତ୍ତରପ୍ରଦେଶ : ବିଜନୌର ଜିଲ୍ଲାର ନଗିନା ଦେହାତ ପୋଲିସ ଷ୍ଟେସନ ଅଞ୍ଚଳରେଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି । ଅବୈଧ ସମ୍ପର୍କ ସନ୍ଦେହରେ  ନିଜ ପତ୍ନୀଙ୍କୁ ପିଟିଥିଲେ ସ୍ବାମୀ । କଥା କେବେଳ ଏତିକିରେ ଅଟକି ନଥିଲା ସ୍ବାମୀ ଏବଂ  ନିଜ ପତ୍ନୀଙ୍କୁ ଲଣ୍ଡା କରିଦେଇଛନ୍ତି । ପୋଲିସ ଶୁକ୍ରବାର ଏହି ସୂଚନା ଦେଇଛି। ପୀଡିତ ମହିଳାଙ୍କ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି କିନ୍ତୁ ପରେ ପତ୍ନୀ ତାଙ୍କୁ ଉଦ୍ଧାର କରିବାକୁ ଆସିଥିଲେ […]

Read More Text.
Fake passport

ନକଲି ପାସପୋର୍ଟ ସହ ମୁମ୍ବାଇ ବିମାନବନ୍ଦରରୁ ଗିରଫ ହେଲେ ନେପାଳୀ ଏବଂ ବାଂଲାଦେଶୀ ନାଗରିକ

ମୁମ୍ବାଇ: ମୁମ୍ବାଇ ସହର ପୋଲିସ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ୨ ସନ୍ଦିଗ୍ଧ ବିଦେଶୀ ନାଗରିକଙ୍କୁ ଗିରଫ କରିଛି । ନକଲି ଭାରତୀୟ ପାସପୋର୍ଟ ବ୍ୟବହାର କରି ବିଦେଶ ଯାତ୍ରା କରିବାର ପ୍ରୟାସକୁ ପଣ୍ଡ କରିବାରେ ଏହି ଗିରଫଦାରୀ ସଫଳ ହୋଇଛି । ପୋଲିସ ବିଶ୍ୱାସ କରୁଛି ଯେ ଏହି ମାମଲା କେବଳ ଅବୈଧ ଯାତ୍ରା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଏକ ବଡ଼ ନକଲି ଡକ୍ୟୁମେଣ୍ଟ ରାକେଟ ଆଡ଼କୁ ମଧ୍ୟ ଇଙ୍ଗିତ […]

Read More Text.

ଋଷରୁ ତେଲ କିଣିବା ନେଇ ଆମେରିକାର ବାଣିଜ୍ୟ ସଚିବଙ୍କ ଭାରତକୁ ଖୋଲା ଧମକ..

ନୂଆଦିଲ୍ଲୀ: ଋଷ ତେଲ କିଣିବା ବନ୍ଦ କରୁ ଭାରତ, ଏମିତି ପୁଣି କହିଛନ୍ତି ଆମେରିକାର ବାଣିଜ୍ୟ ସଚିବ ହାୱର୍ଡ ଲୁଟନିକ୍ । ସେ କହିଛନ୍ତି ଭାରତକୁ ରୁଷୀୟ ତେଲ କିଣିବା ବନ୍ଦ କରିବାକୁ ପଡିବ, ତେବେ ହିଁ ଉଚ୍ଚ ଶୁଳ୍କ ଏବଂ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ହୋଇପାରିବ । ଲୁଟନିକ୍ କହିଛନ୍ତି ଯେ, ସେ ବର୍ତ୍ତମାନ ଭାରତ ସହିତ ବାଣିଜ୍ୟ ଚୁକ୍ତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ […]

Read More Text.
Screenshot 2025 09 12 114641 750x430

ଉପରାଷ୍ଟ୍ରପତିଙ୍କ ଶପଥ ସମାରୋହରେ ଯୋଗଦେଲେ ଧନଖଡ଼

ନୂଆଦିଲ୍ଲୀ: ଦେଶର ୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ସି.ପି. ରାଧାକ୍ରିଷ୍ଣନ୍। ନବନିର୍ବାଚିତ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ରାଷ୍ଟ୍ରପତି ଭବନରେ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଥିଲେ। ଏହାସହ ଏହି ଶପଥ ସମାରୋହରେ ନଜର ଆସିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼। ଦୀର୍ଘ ୫୩ ଦିନ ପରେ ନିଜ ପଦ ଛାଡିବା ପରେ ଧନଖଡ଼ […]

Read More Text.
Modi maa ai 750x430

ମୋଦିଙ୍କ ମାଆଙ୍କୁ ନେଇ ବିବାଦ ଥମୁନି: ଏଆଇ ଭିଡିଓ ପୋଷ୍ଟ କଲା ବିହାର କଂଗ୍ରେସ

ପାଟନା: ବିହାର ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମାଆ ହୀରାବେନଙ୍କୁ ନେଇ ରାଜନୈତିକ ବିବାଦ ଥମିବାର ନାଁ ନେଉନାହିଁ। ପୂର୍ବରୁ କଂଗ୍ରେସର ଭୋଟର ଅଧିକାର ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମାଆଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରିବା ଘଟଣା ଶିରୋନାମାରେ ଥିଲା, ଏବେ ଏକ ନୂତନ ଏଆଇ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ବିହାର କଂଗ୍ରେସ ସୋସିଆଲ ମିଡିଆରେ ପୋଷ୍ଟ କରିଛି। ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି […]

Read More Text.
Bombay high court 131016 1 1 1

ଦିଲ୍ଲୀ ପରେ ବମ୍ବେ ହାଇକୋର୍ଟକୁ ବୋମା ଧମକ, ଖାଲି କରାଗଲା କୋର୍ଟ ପରିସର

ବମ୍ବେ: ଦିଲ୍ଲୀ ହାଇକୋର୍ଟ ପରେ ବମ୍ବେ ହାଇକୋର୍ଟକୁ ବୋମା ଧମକ ମିଳିଛି । ଯାହା ଉଭୟ ହାଇକୋର୍ଟରେ ହଇଚଇ ସୃଷ୍ଟି କରିଛି । ଧମକପୂର୍ଣ୍ଣ ମେଲ୍ ପାଇବା ପରେ ପୋଲିସକୁ ହାଇକୋର୍ଟ ପରିସର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋର୍ଟ ପରିସରକୁ ଖାଲି କରାଯାଇ ସର୍ଚ୍ଚ ଅପରେସନ କରାଯାଉଛି । କିନ୍ତୁ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କୁ ଏଯାଏଁ କୌଣସି ସନ୍ଦିଗ୍ଧ ଜିନିଷ ମିଳିନାହିଁ । ଦିଲ୍ଲୀ ହାଇକୋର୍ଟକୁ ଏକ ଧମକପୂର୍ଣ୍ଣ ମେଲ୍ ମିଳିଥିଲା ଯେଉଁଥିରେ କୁହାଯାଇଥିଲା ଯେ, […]

Read More Text.
Brazil

ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କୁ ୨୭ ବର୍ଷ କାରାଦଣ୍ଡ

ବ୍ରାଜିଲ୍: ପୂର୍ବତନ ରାଷ୍ଟ୍ରପତି କାଟିବେ ସଜ୍ଜା । ୨୭ ବର୍ଷ କଟିବ ଜେଲରେ । ଏବେ ଜେଲ ହେଲା ତାଙ୍କ ଠିକଣା । ଦେଶର ପ୍ରଥମ ନାଗରିକ ଯିଏ ଶାସନ ଗାଦିରେ ବସି ଦେଶ କଥା ବୁଝିଥିଲେ । ଅପରାଧ କେସରେ ଜେଲରେ ୨୭ ବର୍ଷ କାଟିବେ ସଜ୍ଜା । ଗୁରୁବାର ଦିନ ବ୍ରାଜିଲର ସୁପ୍ରିମକୋର୍ଟ ପୂର୍ବତନ ରାଷ୍ଟ୍ରପତି ଜେୟର ବୋଲସୋନାରୋଙ୍କୁ ଏହି ଦଣ୍ଡ ଶୁଣାଇଛି । ୨୦୨୨ ନିର୍ବାଚନରେ ଶାସନ କ୍ଷମତା ହାତରୁ ଯିବା ପରେ ପୁଣି […]

Read More Text.
Cp

ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସିପି ରାଧାକ୍ରିଷ୍ଣନ

ନୂଆଦିଲ୍ଲୀ : ସିପି ରାଧାକ୍ରିଷ୍ଣନ ଦେଶର ୧୫ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ଭବନରେ ଗଣତନ୍ତ୍ର ମଣ୍ଡପରେ ଶପଥ ଗ୍ରହଣ କରିଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ରାଷ୍ଟ୍ରପତି ଭବନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗ୍ହମନ୍ତ୍ରୀ ଅମିତ ଶାହା, ରକ୍ଷାମନ୍ତ୍ରୀ ରାଜନାଥ ସିଂ ସମେତ ଅନ୍ୟ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ରହିଥିଲେ । ଗତକାଲି […]

Read More Text.