Ed summon

ବେଟିଂ ଆପ୍ ମାମଲା: ଯୁବରାଜ ସିଂ, ରବିନ ଉଥପ୍ପା ଓ ସୋନୁ ସୁଦଙ୍କୁ ଇଡି ସମନ

ନୂଆଦିଲ୍ଲୀ : ବେଆଇନ ବେଟିଂ ଆପ୍ ସହିତ ଜଡିତ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ । ଏହି ମାମଲାରେ ଅନେକ ନାମୀଦାମୀ ପରିଚିତ ଲୋକଙ୍କୁ ପଚରାଉଚରା କରୁଛି ଇଡି । ଇଡି ସ୍କାନରେ ଏବେ ଯୁବରାଜ ସିଂ, ରବିନ ଉଥପ୍ପା ଏବଂ ଅଭିନେତା ସୋନୁ ସୁଦ । ଅନଲାଇନ ଆପ ପ୍ରଚାର ଓ ମନିଲଣ୍ଡିଂ ମାମଲାରେ ପୂର୍ବତନ କ୍ରିକ୍ରେଟର ଯୁବରାଜ ସିଂ । ସେପେମ୍ବର ୨୩ ତାରିଖରେ ହାଜର ପାଇଁ ଇଡି ସମନ ଜାରି କରିଛି । ସେହପରି […]

Read More Text.
Milk 1

ଶସ୍ତାରେ ପାଇବେ କ୍ଷୀର, ଲିଟର ପିଛା ୨ ଟଙ୍କା ହ୍ରାସ

ନୂଆଦିଲ୍ଲୀ: ସରକାରଙ୍କ ଦ୍ବାରା GST ସଂସ୍କାର ଘୋଷଣା ପରେ ଏହାର ବଡ଼ ପ୍ରଭାବ ଦେଖିବାକୁ ମିଳିଛି । ମଦର ଡେରୀ କ୍ଷୀରର ମୂଲ୍ୟ ହ୍ରାସ ହୋଇଛି । ଯାହା ଗ୍ରାହକମାନଙ୍କୁ ବଡ଼ ଆଶ୍ବସ୍ତି ଦେଇଛି । ୨୨ ସ‌ପ୍ଟେମ୍ବରରୁ ନୂତନ GST ହାର ଲାଗୁ ହେବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ମଧ୍ୟ କମ୍ପାନୀ ଏହାର ପ୍ୟାକେଜ୍ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ହ୍ରାସ କରିଛି । ମଦର ଡେରୀ ୧ ଲିଟର […]

Read More Text.
Nashik school

ନାସିକର ଏକ ଘରୋଇ ବିଦ୍ୟାଳୟକୁ ବୋମା ଧମକ

ନାସିକ : ମହାରାଷ୍ଟ୍ର ନାସିକର ଏକ ପ୍ରାଇଭେଟ ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଧମକ ମିଳିବା ପରେ ସ୍କୁଲରେ ଆତଙ୍କ ଖେଳିଯାଇଥିଲା । ପୋଲିସ ମାମଲାର ଯାଞ୍ଚ କରୁଛି । କିନ୍ତୁ କୌଣସି ସନ୍ଦିଗ୍ଧ ବସ୍ତୁ କିଛି ମିଳିନାହିଁ । ପୋଲିସ କହିବା ମୁତାବକ, ଇନ୍ଦିରାନଗର ପୋଲିସ ଷ୍ଟେସନକୁ ସକାଳ ୨.୪୫ରେ ଏକ ଅଜଣା ଇମେଲରୁ ଧମକ ଆସିଥିଲା । ଯେଉଁଥିରେ କୁହାଯାଇଥିଲା କି, ବଡ଼ ପଥରି ରୋଡ ସ୍ଥିତ ନାସିକ କେମ୍ବ୍ରିଜ ହାଇସ୍କୁଲ ବାଥରୁମକୁ […]

Read More Text.
Supreme court 1068x601 (1)

ଏସଆଇଆରକୁ ନେଇ ସୁପ୍ରିମକୋର୍ଟଙ୍କ ତାଗିଦ; ଗଡ଼ବଡ଼ ହେଲେ ରଦ୍ଦ କରାଯିବ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ: ବିହାରରେ ନିର୍ବାଚନ ଆୟୋଗଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଉଥିବା ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର)କୁ ନେଇ ସୁପ୍ରିମକୋର୍ଟ ସୋମବାର କଡ଼ା ତାଗିଦ କରିଛନ୍ତି। ଏସଆଇଆର କାର୍ଯ୍ୟ ପ୍ରଣାଳୀରେ ଯଦି କୌଣସି ବେଆଇନ କାର୍ଯ୍ୟ କିମ୍ବା ଗଡ଼ବଡ଼ ଦେଖିବାକୁ ମିଳେ, ତେବେ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ରଦ୍ଦ କରାଯିବ ବା ଅସିଦ୍ଧ ଘୋଷଣା କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ଏହି ମାମଲାର ଚୂଡ଼ାନ୍ତ ରାୟ ଆସନ୍ତା ଅକ୍ଟୋବର ୭ ତାରିଖରେ ପ୍ରକାଶ ପାଇବ ବୋଲି ମଧ୍ୟ କୋର୍ଟ କହିଛନ୍ତି। […]

Read More Text.
Maoist

ହଜାରିବାଗ ଜଙ୍ଗଲରେ ଏନକାଉଣ୍ଟର, ଦୁଇ ନକ୍ସଲ ନିହତ

ରାଞ୍ଚି : ହଜାରୀବାଗର ଗିରହୋର ଥାନା ଅଞ୍ଚଳରେ ହୋଇଛି ଏନକାଉଣ୍ଟର ।  ଆଜି ସକାଳେ ସୁରକ୍ଷା ବାହିନୀ ସହିତପାନାତିତ୍ରୀ ଜଙ୍ଗଲରେ ଏକ ଏନକାଉଣ୍ଟରରେ ୧ କୋଟି ଟଙ୍କାର ପୁରସ୍କାର ରାଶି ବହନ କରିଥିବା ମାଓବାଦୀ ସହଦେବ ସୋରେନ ଏବଂ ଅନ୍ୟ ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି । ଏହି ଘଟଣାରେ ଗୃହମନ୍ତ୍ରୀ ଅମିତ ଶାହ ପ୍ରତିକ୍ରିୟା ଦେଇଛନ୍ତି । କୋବ୍ରା ଏବଂ ଗିରିଡିହ ଏବଂ ହଜାରିବାଗ ପୋଲିସର ଏକ ମିଳିତ ଦଳ ଏକ ଅପରେସନ ସମୟରେ ଜଙ୍ଗଲରେ […]

Read More Text.
Nepal pm 2

ପୁଣି ବଦଳିଲା ଜେନ-ଜିଙ୍କ ସ୍ବର, ସୁଶୀଳା କାର୍କିଙ୍କ ବିରୋଧରେ ଆରମ୍ଭ ହେଲାଣି ଅସନ୍ତୋଷ

କାଠମାଣ୍ଡୁ : ନେପାଳରେ ଜେନ-ଜିଙ୍କ ବିକ୍ଷୋଭ ପରେ ଧୀରେ ଧୀରେ ଶାନ୍ତି ଫେରୁଛି । ସୁଶୀଳା କାର୍କି ଅନ୍ତରୀମ ପ୍ରଧାନମନ୍ତ୍ରୀ ହେବା ପରେ କିଛି ସ୍ଥାନରୁ କର୍ଫ୍ୟୁ ହଟାଇ ଦିଆଯାଇଛି । କିନ୍ତୁ ସୁଶୀଳା କାର୍କି ଶପଥ ଗ୍ରହଣ କରିବାର ୩ ଦିନ ଭିତରେ ପୁଣି ଜେନ-ଜି ବିରୋଧ କରୁଛନ୍ତି । ନୂଆ ଅନ୍ତରୀଣ ସରକାର ଗଠନ ହେବା ମାତ୍ରେ ଅସନ୍ତୋଷ ଓ ବିଦ୍ରୋହର ସ୍ୱର ଶୁଣାଯାଉଛି । ସରକାରରେ ଯୋଗ ଦେଉଥିବା ନୂତନ ମନ୍ତ୍ରୀମାନଙ୍କୁ ନେଇ ଯୁବପିଢ଼ିଙ୍କ […]

Read More Text.
Supreme court 1068x601

ୱାକଫ୍‍ ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରାୟ: ୨ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ରଖିଲେ ସର୍ବୋଚ୍ଚ ଅଦାଲତ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ୱାକଫ୍‍ ସଂଶୋଧନ ଆଇନ ୨୦୨୫ର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ତାଙ୍କର ରାୟ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତା ୱାକଫ୍‍ ସଂଶୋଧନ ଆଇନ ୨୦୨୫ର ବୈଧତା ଉପରେ କୌଣସି ରାୟ ଦେଇନାହାଁନ୍ତି ଏବଂ ଆଇନକୁ ସ୍ଥଗିତ ରଖିବାକୁ ମନା କରିଛନ୍ତି । କିନ୍ତୁ ଏହାର ଧାରା ଗୁଡିକୁ ସ୍ଥଗିତ ରଖିବା ସମୟରେ କିଛି ସର୍ତ୍ତ ରଖିଛନ୍ତି । ସର୍ବୋଚ୍ଚ ଅଦାଲତ ଆଇନର ୨ଟି ଧାରା ଉପରେ ସ୍ଥଗିତ ରଖିଛନ୍ତି । ଏହାସହିତ […]

Read More Text.
Delhi accident

କାର୍ ଦୁର୍ଘଟଣାରେ ଅର୍ଥ ବିଭାଗର ଉପସଚିବଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କାର୍ ଦୁର୍ଘଟଣାରେ ଅର୍ଥ ବିଭାଗର ଉପସଚିବଙ୍କ ମୃତ୍ୟୁ ହୋଇଛି । ଘଟଣାରେ ତାଙ୍କ ପତ୍ନୀ ଗୁରୁତର ରହିଛନ୍ତି । ଏମାନେ ବାଇକ୍ ଯୋଗୁଁ ବଙ୍ଗଲା ସାହିବ ଗୁରୁଦ୍ବାରାରୁ ଘରକୁ ଫେରୁଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି । ସୂଚନା ମୁତାବକ, ଦିଲ୍ଲୀ କ୍ୟାଣ୍ଟ ମେଟ୍ରୋ ଷ୍ଟେସନ ନିକଟ ରିଙ୍ଗ ରୋଡରେ ଏହି ଦୁର୍ଘଟଣା ଘଟିଛି । ଅର୍ଥ ବିଭାଗର ଉପସଚିବ ଏବଂ ତାଙ୍କ ପତ୍ନୀ ବାଇକ୍ ଯୋଗୁଁ ବଙ୍ଗଲା […]

Read More Text.
Jaunpur accident

ଟ୍ରଲର ସହିତ ଧକ୍କା ହେଲା ବସ୍, ୪ ମୃତ, ଅନେକ ଆହତ

ଜୋନପୁର : ୟୁପି ଜୋନପୁରରେ ବଡ଼ ଦୁର୍ଘଟଣା ଘଟିଛି । ଘଟଣାରେ ଅଯୋଧ୍ୟାରୁ ବାରଣାସୀ ଯାଉଥିବା ଏକ ବିଳାସପୂର୍ଣ୍ଣ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାରେ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ଜୋନପୁର ଲାଇନବଜାର ଥାନା ଅଞ୍ଚଳରେ ସିହିପୁର କ୍ରସିଂ ନିକଟରେ ହୋଇଛି । ଖବର ମୁତାବକ, ଅଯୋଧ୍ୟାରୁ ବାରଣାସୀ ଯାଉଥିବା ଏକ ବିଳାସପୂର୍ଣ୍ଣ ବସ୍ ନମ୍ବର CG 07 CT 4781 ଏକ ଟ୍ରଲର ଓଭରଟେକ କରିବାକୁ ଚେଷ୍ଟା […]

Read More Text.
Manorail

ଅଧାରାସ୍ତାରେ ଝୁଲିଲା ମନୋରେଲ୍

ମୁମ୍ବାଇ : ମହାରାଷ୍ଟ୍ରରେ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି । ରବିବାର ରାତିରେ ପ୍ରବଳ ବର୍ଷା ହୋଇ ମୁମ୍ବାଇର ବିଭିନ୍ନ ସ୍ଥାନରେ ପାଣି ଜମିଛି । ଏହାରି ମଧ୍ୟରେ ମୁମ୍ବାଇର ୱଡାଲା ଅଞ୍ଚଳରେ ଏକ ମନୋରେଲ ଠପ୍ ହୋଇଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମନୋରେଲ ଅଧାରାସ୍ତାରେ ଠପ୍ ହୋଇଯାଇଛି । ଏହି ଘଟଣା ପରେ ଯାତ୍ରୀ ଭୟଭୀତ ହୋଇପଡିଛନ୍ତି । ଘଟଣା ପରେ ଦମକଳ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର ଜାରି ରଖିଛି । […]

Read More Text.