Zubeen garg 1758275993

ଦୁର୍ଘଟଣାରେ ପ୍ରାଣ ହରାଇଲେ ବଲିଉଡ ଗାୟକ ଜୁବିନ ଗର୍ଗ

ମୁମ୍ବଇ: ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଲିଉଡର ଲୋକପ୍ରିୟ ପ୍ରଚ୍ଛଦପଟ ଗାୟକ ଜୁବିନ ଗର୍ଗ ପ୍ରାଣ ହରାଇଥିବା ଜଣାପଡିଛି। ଆସନ୍ତା ୨୦ ଓ ୨୧ରେ ଅନୁଷ୍ଠିତ ହେବାକୁ ଥିବା ‘ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ’ରେ ଅଂଶଗ୍ରହଣ କରିବାକୁ ୫୨ ବର୍ଷୀୟ ଜୁବିନ ସିଙ୍ଗାପୁର ଯାଇଥିଲେ। ଶୁକ୍ରବାର ସମୁଦ୍ରରେ ସ୍କୁବା ଡାଇଭିଂ କରୁଥିବାବେଳେ ଜୁବିନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ସିଙ୍ଗାପୁର ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ […]

Read More Text.
Whatsapp image 2025 09 20 at 12.06.08 pm

ଏଚ୍‍-୧ବି ଭିସା ହେଲା ମହଙ୍ଗା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ନୂଆ ଏଚ୍‍-୧ବି ଭିସା ଆବେଦନ ଉପରେ ୧୦ହଜାର ଡଲାରର ଶୁଳ୍କ ଲାଗୁ କରିବା ପାଇଁ ଏକ ଘୋଷଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଯାହାର ଅର୍ଥ ହେଉଛି ଭାରତୀୟମାନଙ୍କୁ ଏବେ ଭିସା ପାଇଁ ଆବେଦନ କରିବାକୁ ହେଲେ ୮୮ଲକ୍ଷ ଟଙ୍କା ଖୁର୍ଚ୍ଚ କରିବାକୁ ପଡିବ । ଏହି ପଦକ୍ଷେପ ପରେ ଭାରତୀୟ ଶ୍ରମିକମାନଙ୍କୁ ସବୁଠାରୁ ଅଧିକ ପ୍ରଭାବିତ ହେବାକୁ ପଡିପାରେ । ଏବେ କେବଳ ଶୀର୍ଷ ଯୋଗ୍ୟ ବ୍ୟକ୍ତି ଏହି […]

Read More Text.
Piyush goyal 1 1068x601

ଭାରତ-ଆମେରିକା ବାଣିଜ୍ୟିକ ରାଜିନାମା: ଟ୍ରମ୍ପଙ୍କ ସହ ଆଲୋଚନା ପାଇଁ ଆମେରିକା ଯିବେ ପିୟୁଷ ଗୋୟଲ!

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଦ୍ଵିପାକ୍ଷିକ ବାଣିଜ୍ୟିକ ରାଜିନାମାକୁ ନେଇ ଆଶା ବଳବତ୍ତର ରହିଛି। ରାଜିନାମା ଲାଗି ଟ୍ରମ୍ପ ପ୍ରଶାସନ ସହିତ ଆଲୋଚନା ପାଇଁ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ଖୁବଶୀଘ୍ର ଆମେରିକା ଗସ୍ତ କରିବେ ବୋଲି ସୂଚନା ମିଳିଛି। ଏକ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସରକାରୀ ସୂତ୍ରର ତଥ୍ୟ ଅନୁସାରେ, ଭାରତ ଏବଂ ଆମେରିକାର ମୁଖ୍ୟ ଆଲୋଚନାକାରୀଙ୍କ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ କଥାବାର୍ତ୍ତା ପରେ ପୀୟୁଷ ଗୋୟଲଙ୍କ ଯାତ୍ରା ନିର୍ଦ୍ଧାରିତ ହୋଇଛି। ଗତ […]

Read More Text.
Student indian

ଆମେରିକାରେ ଭାରତୀୟ ଇଞ୍ଜିନିୟରଙ୍କୁ ହତ୍ୟା

କାଲିଫର୍ନିଆ: ଆମେରିକାର ଟେକ୍ସାସରେ ଜଣେ ଭାରତୀୟ ଯୁବକଙ୍କ ମୁଣ୍ଡକାଟକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହୋଇନଥିବା ବେଳେ ଆଉ ଏକ ଭାରତୀୟଙ୍କ ହତ୍ୟା ଘଟଣା ସାମ୍ନାକୁ ଆସିଛି । କାଲିଫର୍ନିଆର ସାଣ୍ଟା କ୍ଲାରାରେ ଜଣେ ୩୦ବର୍ଷୀୟ ଭାରତୀୟ ଇଞ୍ଜିନିୟରଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ସେପ୍ଟେମ୍ବର ୩ତାରିଖରେ ପୁଲିସ ଗୁଳିରେ ତାଙ୍କର ମୃତ୍ୟୁ ହୋଇଥିଲା । ପୁଲିସ କହିଛି ଯେ ମହମ୍ମଦ ନିଜାମୁଦ୍ଦିନ ତାଙ୍କ ରୁମମେଟଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ପୁଲିସ ତାଙ୍କୁ ପିଛା […]

Read More Text.
Abvp

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ଏବିଭିପିର ବିପୁଳ ବିଜୟ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ​​ଆରଏସଏସ ସହ ଜଡିତ ଏବିଭିପି ବା ଏବିଭିପି ବିପୁଳ ବିଜୟ ହାସଲ କରିଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ସଭାପତି ପଦ ସମେତ ତିନୋଟି ଆସନ ଦଖଲ କରିଛି। ଆଜି ଘୋଷଣା ହୋଇଥିବା ଫଳାଫଳରେ, କଂଗ୍ରେସର ନ୍ୟାସନାଲ ଷ୍ଟୁଡେଣ୍ଟସ୍ ୟୁନିଅନ୍ ଅଫ୍ ଇଣ୍ଡିଆ (NSUI) କେବଳ ଉପାଧ୍ୟକ୍ଷ ପଦବୀ ହାସଲ କରିଛି। ଏହି ନିର୍ବାଚନରେ, ପୂର୍ବ ନିର୍ବାଚନ ତୁଳନାରେ ଏନଏସୟୁଆଇ ଗୋଟିଏ ଆସନ ହରାଇଛି। ସଂଗଠନ ମଧ୍ୟ […]

Read More Text.
Nepal

ନେପାଳରେ ଶାନ୍ତି ଓ ସ୍ଥିରତା ପାଇଁ  ପୂର୍ଣ୍ଣ ସହଯୋଗ କରିବ ଭାରତ

କାଠମାଣ୍ଡୁ: ନେପାଳର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କୀ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍‌ କଥାବାର୍ତ୍ତା କରିଛନ୍ତି। ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବା‌ପରେ କାର୍କୀ ପ୍ରଥମ ଥର ପାଇଁ କୌଣସି ବିଦେଶ ରାଷ୍ଟ୍ରର ମୁଖ୍ୟ ଭାବେ ମୋଦୀଙ୍କ ସହ କଥା ହୋଇଛନ୍ତି। କଥାବାର୍ତ୍ତା ସମୟରେ ମୋଦୀ କାର୍କୀଙ୍କୁ ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ନିଯୁକ୍ତି ହୋଇଥିବାରୁ ଶୁ‌ଭେଚ୍ଛା ଜଣାଇଛନ୍ତି। ବି‌ଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି ଏହା କୁହାଯାଇଛି। ୨୦୨୬ […]

Read More Text.
Pakistan

ସାଉଦି ଆରବ-ପାକିସ୍ତାନ ‘ପାରସ୍ପରିକ ପ୍ରତିରକ୍ଷା’ ଚୁକ୍ତି, ଭାରତ ସହ ଯୁଦ୍ଧ ହେଲେ ସାଉଦି ପାକିସ୍ତାନକୁ ସାହାଯ୍ୟ କରିବ!

ନୂଆଦିଲ୍ଲୀ: ବୁଧବାର ସାଉଦି ଆରବ ଓ ଆଣବିକ ଅସ୍ତ୍ର ଥିବା ପାକିସ୍ତାନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ‘ରଣନୈତିକ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତି’କୁ ନେଇ କୂଳ୍ପନାଜଳ୍ପନା ସୃଷ୍ଟି ହୋଇଛି। ଭାରତ ସହ ଯୁଦ୍ଧ ହେଲେ ସାଉଦି ଆରବ ସାହାଯ୍ୟ କରିବ ବୋଲି ପାକିସ୍ତାନ ସ୍ବପ୍ନ ଦେଖୁଛି। କାରଣ ଚୁକ୍ତିନାମାରେ କୁହାଯାଇଛି ଯେ, ଉଭୟ ଦେଶ ମଧ୍ୟରୁ ଜଣକ ଉପରେ କୌଣସି ଆକ୍ରମଣ ଉଭୟ ଦେଶ ବିରୋଧରେ ଆକ୍ରମଣ ବୋଲି ବିବେଚନା କରାଯିବ। ନାଟୋ ଷ୍ଟାଇଲ୍ ପ୍ରତିରକ୍ଷା ଚୁକ୍ତିରେ ‘ଜଣଙ୍କ […]

Read More Text.
Cji

ପ୍ରଧାନ ବିଚାରପତିଙ୍କ ବୟାନ ପ୍ରତ୍ୟାହାର ଦାବି କରି ପତ୍ର ଲେଖିଲେ ଓକିଲ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଖଜୁରାହୋରେ ଏକ କ୍ଷତିଗ୍ରସ୍ତ ବିଷ୍ଣୁ ମୂର୍ତ୍ତିର ପୁନରୁଦ୍ଧାର ସହ ଜଡିତ ଏକ ଆବେଦନର ଶୁଣାଣି ସମୟରେ ପ୍ରଧାନ ବିଚାରପତିଙ୍କ ଦ୍ବାରା ଦିଆଯାଇଥିବା ମନ୍ତବ୍ୟକୁ ନେଇ   ବିବାଦ ଉପୁଜିଛି।  ଏନେଇ ସମାଲୋଚନାର ଜବାବରେ ଆଜି ପ୍ରଧାନ ବିଚାରପତି ବିଆର୍ ଗୱାଇ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ମନ୍ତବ୍ୟକୁ ଭୁଲ ଭାବରେ ଉପସ୍ଥାପନ କରାଯାଇଛି ଏବଂ ସେ ସମସ୍ତ ଧର୍ମକୁ ସମ୍ମାନ କରନ୍ତି। ସୋସିଆଲ ମିଡ଼ିଆରେ ଏହି ମନ୍ତବ୍ୟ ଭାଇରାଲ ହେବା ପରେ ଅନେକ ନେଟିଜେନ୍ […]

Read More Text.
Maharastra 1

ପାଲଘରର ରାସାୟନିକ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ : ଦୁର୍ଘଟଣାରେ ଜଣେ ଶ୍ରମିକ ମୃତ, ୪ ଆହତ

ମହାରାଷ୍ଟ୍ର : ମହାରାଷ୍ଟ୍ର ପାଲଘର ଜିଲ୍ଲାର ଏକ ରାସାୟନିକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ  ଅଗ୍ନିଶମ ଏବଂ ବିପର୍ଯ୍ୟୟ ପରିଚାଳନା କର୍ମଚାରୀଙ୍କ ସମେତ ଜରୁରୀକାଳୀନ ଟିମ୍ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଏହା ସହିତ ସେମାନଙ୍କ ଚିକିତ୍ସା ପାଇଁ ତୁରନ୍ତ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଧାତୁ ଏବଂ ଏସିଡ୍ […]

Read More Text.
Chabahar

ଚାବାହାର ବନ୍ଦରରେ ଆମେରିକା କଟକଣା; ଭାରତ ପାଇଁ ଅଡୁଆ ପରିସ୍ଥିତି

ତେହରାନ: ଇରାନର ଚାବାହାର ବନ୍ଦର ଉପରେ ଆମେରିକା ପୁନର୍ବାର କଟକଣା ଲାଗୁ କରିଛି। ଆମେରିକା ଲାଗୁ କରିଥିବା କଟକଣା ସେପ୍ଟେମ୍ବର ୨୯ରୁ କାର୍ଯ୍ୟକାରୀ ହେବାକୁ ଯାଉଥିବାବେଳେ ଏହା ଭାରତ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। କାରଣ ଚାବାହାର ବନ୍ଦର ଦେଇ ଭାରତ କେନ୍ଦ୍ର ଏସିଆ ଓ ଆଫଗାନିସ୍ତାନକୁ ନିଜର ସାମଗ୍ରୀ ପରିବହନ କରୁଛି। ଏହି ବନ୍ଦରର ୧୮ନମ୍ବର ଟର୍ମିନାଲକୁ ଭାରତ ନିୟନ୍ତ୍ରଣ କରୁଛି। ପାକିସ୍ତାନକୁ ବାଦ୍‌ ଦେଇ ଭାରତ ଏହି ବନ୍ଦରରୁ ନିଜର ବାଣିଜ୍ୟ କାରବାର […]

Read More Text.