ବ୍ରିଟେନରୁ ଫେରୁଥିବା ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହେଲିକପ୍ଟରର ଏମରଜେନ୍ସି ଲ୍ୟାଣ୍ଡିଂ
ଆମେରିକା : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହେଲିକପ୍ଟରର ଏମରଜେନ୍ସି ଲ୍ୟାଣ୍ଡିଂ କରିଛି । ଏହି ଘଟଣା ଲଣ୍ଡନ ନିକଟରେ ଥିବା ଲୁଟନ୍ ଏୟାରଫିଲ୍ଡ ପାଖରେ ଘଟିଥିଲା । ଏହି ସମୟରେ ଟ୍ରମ୍ପଙ୍କ ସହିତ ପ୍ରଥମ ମହିଳା ମେଲାନିଆ ମଧ୍ୟ ଥିଲେ । ଟ୍ରମ୍ପ ଚେକର୍ସରୁ ଲଣ୍ଡନର ଷ୍ଟାନଷ୍ଟେଡ୍ ବିମାନବନ୍ଦରକୁ ଉଡ଼ାଣ କରିବା ସମୟରେ ଲୁଟନ୍ ବିମାନବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା । ସୂଚନାନୁଯାୟୀ, ଟ୍ରମ୍ପଙ୍କୁ ଷ୍ଟାନଷ୍ଟେଡ୍ ବିମାନବନ୍ଦରକୁ ଯାଉଥିବା ସମୟରେ ହେଲିକପ୍ଟରରେ ସାମାନ୍ୟ ହାଇଡ୍ରୋଲିକ୍ ସମସ୍ୟା ଦେଖାଦେଇଥିଲା […]
Read More Text.