Delhi 1

ଦିଲ୍ଲୀ ବିମାନବନ୍ଦରରେ ବଳମ୍ବ ହେଲା ୧୦୦ଟି ବିମାନ ଉଡ଼ାଣ, ATC ସିଷ୍ଟମରେ ଯାନ୍ତ୍ରିକ ତ୍ରୁଟି

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦର ଅନୁଯାୟୀ, ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ସିଷ୍ଟମରେ ଏକ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଶୁକ୍ରବାର ସକାଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (IGIA)ରେ ଅତି କମରେ ୧୦୦ ଟି ବିମାନ ଉଡ଼ାଣ ବିଳମ୍ବିତ ହୋଇଥିଲା । ବିମାନ ସମ୍ପର୍କିତ ସର୍ବଶେଷ ସୂଚନା ପାଇଁ ଯାତ୍ରୀମାନଙ୍କୁ ସେମାନଙ୍କ ବିମାନ କମ୍ପାନୀ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । X ରେ ଏକ ପୋଷ୍ଟରେ, ଦିଲ୍ଲୀ ବିମାନବନ୍ଦର ସେୟାର କରିଛି, “ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ […]

Read More Text.
Modi

ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ ୧୫୦ ବର୍ଷ ପୂର୍ତ୍ତି ସମାରୋହ, ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ ୧୫୦ ବର୍ଷ ପୂର୍ତ୍ତି ସମାରୋହ । ରାଷ୍ଟ୍ର ଚେତନାକୁ ଜାଗ୍ରତ କରୁଥିବା ଭାବପୂର୍ଣ୍ଣ ବନ୍ଦନା ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ ୧୫୦ତମ ପୂର୍ତ୍ତି ସମାରୋହ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରବ୍ୟାପୀ ସ୍ମରଣୋତ୍ସବର ଶୁଭାରମ୍ଭ କରିଛନ୍ତି । ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇନଡୋର୍ ଷ୍ଟାଡିୟମରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ ଡାକ ଟିକଟ ଏବଂ ସ୍ମାରକ କଏନ୍ ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ । ବଙ୍କିମଚନ୍ଦ୍ର ଚାଟାର୍ଜୀ ଜାତୀୟ ଗୀତ […]

Read More Text.
Encounter

ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ ଏବଂ ବ୍ଲାକମେଲିଂ, ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ ଆହତ

କୌଶାମ୍ବୀ: ଉତ୍ତର ପ୍ରଦେଶର କୌଶାମ୍ବୀ ଜିଲ୍ଲାରେ ଜଣେ ସ୍କୁଲ ଛାତ୍ରୀଙ୍କୁ ପ୍ରେମ ସମ୍ପର୍କରେ ଫସାଇବା, ଦୁଷ୍କର୍ମ କରିବା ଏବଂ ବ୍ଲାକମେଲ୍ କରିବା ଅଭିଯୋଗରେ ଅଭିଯୁକ୍ତ ଜଣେ ବ୍ୟକ୍ତି ପୋଲିସ ଏନକାଉଣ୍ଟରରେ ଆହତ ହୋଇଛନ୍ତି, ଶୁକ୍ରବାର ଦିନ ଅଧିକାରୀମାନେ କହିଛନ୍ତି । ପୋଲିସ ଅନୁଯାୟୀ, ମଲାକ ପିଞ୍ଜରୀ ଗ୍ରାମର ଶାହନୁର ଆଲମ ନାମକ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କୁ ଗିରଫ କରିବାକୁ ଚେଷ୍ଟା କରିବା ସମୟରେ ତାଙ୍କ ଉପରେ ଗୁଳି ଚଳାଇଥିଲା । ପାଲଟା ଗୁଳିଚାଳନା ସମୟରେ ଆଲମଙ୍କ ଗୋଡରେ ଗୁଳି […]

Read More Text.
Pak nuclear programme 2025 11 07 20 09 27

ପାକିସ୍ତାନର ଇତିହାସ ବେଆଇନ ଏବଂ ଗୁପ୍ତ ପରମାଣୁ କାର୍ଯ୍ୟକଳାପରେ ପରିପୂର୍ଣ୍ଣ: ଭାରତ

ନୂଆଦିଲ୍ଲୀ : ପାକିସ୍ତାନର ଗୁପ୍ତ ପରମାଣୁ ପରୀକ୍ଷଣ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାଞ୍ଚଲ୍ୟକର ଦାବି ସଂପର୍କରେ ପ୍ରଥମ ପ୍ରତିକ୍ରିୟା ରଖିଛି ଭାରତ । ଭାରତ ବୈଦେଶିକ ମନ୍ତ୍ରଣାଳୟ (MEA) କହିଛି ଯେ ଭାରତ ଟ୍ରମ୍ପଙ୍କ ବିବୃତ୍ତିକୁ ଗୁରୁତ୍ବ ଦେଇଛି। ପାକିସ୍ତାନର ଇତିହାସ ବେଆଇନ ଏବଂ ଗୁପ୍ତ ପରମାଣୁ କାର୍ଯ୍ୟକଳାପରେ ପରିପୂର୍ଣ୍ଣ, ଏବଂ ଭାରତ ଏହି ପ୍ରସଙ୍ଗଗୁଡ଼ିକ ବିଷୟରେ ବିଶ୍ୱକୁ ନିରନ୍ତର ଚେତାବନୀ ଦେଇଆସିଛି। MEA ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ପାକିସ୍ତାନର ଦଶନ୍ଧି […]

Read More Text.
Images (1)

ପୃଥିବୀକୁ ୧୫୦ ଥର ଧ୍ବଂସ କରିପାରିବ ଆମେରିକା: ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବୟାନକୁ ନେଇ ସାରା ବିଶ୍ବରେ ହଇଚଇ ସୃଷ୍ଟି ହୋଇଛି । ସେ କହିଛନ୍ତି ଯେ ଆମେରିକା ପାଖରେ ଏତେ ପରମାଣୁ ଅସ୍ତ୍ର ଅଛି ଯେ ତାହା ବିଶ୍ବକୁ ୧୫୦ ଥର ଧ୍ବଂସ କରିଦେବ । କିନ୍ତୁ ଏପରି କିଛି କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ତାଙ୍କ ସାକ୍ଷାତକୁ “ଉତ୍ତମ” ବୋଲି ବର୍ଣ୍ଣନା କରି ଟ୍ରମ୍ପ କହିଛନ୍ତି ଯେ […]

Read More Text.
Jakarta blast 2025 11 07 16 11 41

ଇଣ୍ଡୋନେସିଆରେ ସ୍କୁଲରେ ବିସ୍ଫୋରଣ, ୫୪ ଆହତ

ଜାକର୍ତ୍ତା: ଶୁକ୍ରବାର ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାର ଏକ ସ୍କୁଲ ଭିତରେ ଏକ ବିସ୍ଫୋରଣ ଘଟିଛି। ଏକ ମସଜିଦ କ୍ୟାମ୍ପସ ମଧ୍ୟରେ ଥିବା ଏକ ସ୍କୁଲରେ ଶୁକ୍ରବାର ପ୍ରାର୍ଥନା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ଆହତଙ୍କ ସଂଖ୍ୟା ୫୪ ବୋଲି ସୂଚନା ମିଳିଛି ଏବଂ ଏହି ସଂଖ୍ୟା ଆହୁରି ବଢ଼ିପାରେ  ବୋଲି ଆଶଙ୍କା କରାଯଉଛି । ପୁଲିସ କହିଛି ଯେ ଆହତମାନଙ୍କ ମଧ୍ୟରୁ କିଛି ଗୁରୁତର ଅବସ୍ଥାରେ ଅଛନ୍ତି ଏବଂ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। […]

Read More Text.
2

କମ୍ବଳ-ବେଡ଼ସିଟ ମାଗିବାରୁ ଯବାନଙ୍କୁ ହତ୍ୟା କଲେ ରେଳ କର୍ମଚାରୀ

ନୂଆଦିଲ୍ଲୀ: ଚଳନ୍ତା ଟ୍ରେନରେ ଜଣେ ସୈନିକଙ୍କ ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି ଜାତୀୟ ମାନବାଧିକାର କମିଶନ। ଅଭିଯୁକ୍ତ ରେଳ କର୍ମଚାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ସୈନିକଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ମାନବାଧିକାର କମିଶନ ପ୍ରତିଶ୍ରୁତି ଦେଇଛନ୍ତି। ରେଳବାଇ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, କମ୍ବଳ ଏବଂ ଚାଦରକୁ ନେଇ ବିବାଦ ପରେ ଜମ୍ମୁ ତାୱି-ସାବରମତୀ ଏକ୍ସପ୍ରେସରେ ଜଣେ ସୈନିକଙ୍କୁ ଜଣେ କୋଚ୍ ଆଟେଣ୍ଡାଣ୍ଟ ହତ୍ୟା କରିଥିଲେ। ଭାରତୀୟ […]

Read More Text.
Images

ବିହାରରେ ଜନସାଧାରଣ ପରିବର୍ତ୍ତନ ଚାହୁଁଛନ୍ତି : ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟଗ୍ରହଣ ଶେଷ ହୋଇଛି। ୧୮ ଟି ଜିଲ୍ଲାର ୧୨୧ ଟି ଆସନରେ ମତଦାନ ହୋଇଛି। ବଡ଼ କଥା ହେଉଛି ଏଥର ଗତ ୭୩ ବର୍ଷରେ ସର୍ବାଧିକ ୬୪.୪୬% ମତଦାନ ହୋଇଛି । ଗତ ଥର, ଏହି ୧୨୧ ଟି ଆସନରେ ୫୫.୮୧ ପ୍ରତିଶତ ମତଦାନ ହୋଇଥିବା ବେଳେ ଏଥର ସନ୍ଧ୍ୟା ୫ଟା ସୁଦ୍ଧା ଏହି ସଂଖ୍ୟା ୬୦.୧୩ ପ୍ରତିଶତରେ ପହଞ୍ଚିଥିଲା। କୁହାଯାଉଛି ଯେ ଚୂଡ଼ାନ୍ତ ଭୋଟହାର ଆହୁରି […]

Read More Text.
Murmu3 1762424084

ରାଷ୍ଟ୍ରପତିଙ୍କୁ ଭେଟିଲେ ଭାରତର ସୁନାଝିଅ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଭାରତର ସୁନାଝିଅ । ଦେଶ ପାଇଁ ଗର୍ବ ଆଣିଥିବା ବିଶ୍ବବିଜୟିନୀଙ୍କୁ ନିମନ୍ତ୍ରଣ କରି ସେମାନଙ୍କୁ ଶୁଭେଚ୍ଛା ସହ ସାବାସୀ ଦେଲେ ରାଷ୍ଟ୍ରପତି । ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରତି ଖେଳାଳିଙ୍କୁ ପ୍ରଶଂସା କରିବା ସହ ବିଶ୍ବକପ ଧରି ଫଟୋ ଉଠାଇଲେ ରାଷ୍ଟ୍ରପତି । ରାଷ୍ଟ୍ରପତି ଦଳକୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ସେମାନେ ଇତିହାସ ସୃଷ୍ଟି କରିଛନ୍ତି ଏବଂ ଯୁବ ପିଢ଼ିଙ୍କ ପାଇଁ ଆଦର୍ଶ […]

Read More Text.
Jnu 1068x601

JNU ଛାତ୍ର ସଂସଦ ନିର୍ବାଚନ: ୪ ପ୍ରମୁଖ ପଦବୀରେ ବାଜି ମାରିଲା ବାମପନ୍ଥୀ ମେଣ୍ଟ, ଆଦିତି ମିଶ୍ର ସଭାପତି

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ(JNU) ଛାତ୍ର ସଂସଦ ନିର୍ବାଚନରେ ବାଜି ମାରିଛି ବାମପନ୍ଥୀ ମେଣ୍ଟ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)କୁ ନିର୍ବାଚନରେ ପରାଜୟବରଣ କରିବାକୁ ପଡ଼ିଛି। ୪ ପ୍ରମୁଖ ପଦବୀ ଯଥା- ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ ଏବଂ ଯୁଗ୍ମ ସମ୍ପାଦକ ପଦବୀରେ ବାମପନ୍ଥୀ ମେଣ୍ଟ ପ୍ରାର୍ଥୀମାନେ ବିଜୟଲାଭ କରିଛନ୍ତି। ଛାତ୍ର ସଂସଦ ସ ଭାପତି ଭାବେ ବାମପନ୍ଥୀର ଆଦିତି ମିଶ୍ର(୧୮୬୧ ଭୋଟ) ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ତଥା ଏବିଭିପି ପ୍ରାର୍ଥୀ ବିକାଶ […]

Read More Text.