ପାକିସ୍ତାନ ସହ ସଂଘର୍ଷ ପଛରେ ଭାରତର ଭୂମିକା ନାହିଁ: ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ମୁଲ୍ଲା ୟାକୁବ୍
କାବୁଲ: ପାକିସ୍ତାନ ସହିତ ହୋଇଥିବା ସଂଘର୍ଷ ପଛରେ ଭାରତର କୌଣସି ଭୂମିକା ନାହିଁ ବୋଲି କହିଛନ୍ତି ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ୟାକୁବ ମୁଜାହିଦ ଓରଫ ମୁଲ୍ଲା ୟାକୁବ୍। ମଙ୍ଗଳବାର ମୁଜାହିଦ କହିଛନ୍ତି ଯେ ପାକିସ୍ତାନ ସହିତ ହୋଇଥିବା ସଂଘର୍ଷ ଏକ ସୀମା ବିବାଦ। ଏହି ବିବାଦ ସହିତ ଅନ୍ୟ କୌଣସି ରାଷ୍ଟ୍ରକୁ ସମ୍ପୃକ୍ତ କରିବା ଠିକ୍ ନୁହେଁ। ଅଲ୍ ଜଜିରାକୁ ଦେଇଥିବା ଏକ ସାକ୍ଷାତକାରରେ ମୁଲ୍ଲା ୟାକୁବ୍ କହିଛନ୍ତି ଯେ ଆଫଗାନିସ୍ତାନ ଏହାର ବିଦେଶ ନୀତି […]
Read More Text.