Images (2)

ସେନା ଓ ପୁଲିସର ମିଶନ ଏକ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ: ଅକ୍ଟୋବର ୨୧ରେ ସାରା ଦେଶରେ ‘ପୁଲିସ୍ ସ୍ମାରକୀ ଦିବସ’ ପାଳନ କରାଯାଏ। ଆଜି ଦେଶର ବିଭିନ୍ନ କୋଣରେ ଏହି ଦିନକୁ ପାଳନ କରାଯାଉଥିବା ବେଳେ ଦେଶ ପାଇଁ ବଳିଦାନ ଦେଇଥିବା ପୁଲିସମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନୂଆଦିଲ୍ଲୀର ଚାଣକ୍ୟପୁରୀସ୍ଥିତ ଜାତୀୟ ପୁଲିସ ସ୍ମାରକୀରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସାହସୀ ପୁଲିସମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ […]

Read More Text.
Images (1)

ହମାସକୁ ଟ୍ରମ୍ପଙ୍କ ଧମକ: କଥା ନମାନିଲେ ମୂଳପୋଛ କରିଦେବି

ନୂଆଦିଲ୍ଲୀ: କଥା ନମାନିଲେ ହମାସକୁ ମୂଳପୋଛ କରିଦେବି। ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହମାସକୁ ଏଭଳି ଚେତାବନୀ ଦେଇଛନ୍ତି। ଇସ୍ରାଏଲ ଓ ହମାସ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଥିବା ବେଳେ ଅସ୍ତ୍ରବିରତି ପାଇଁ ଦୁଇ ଦେଶ ରାଜି ‌ହୋଇଛନ୍ତି। ଏହା ସତ୍ତ୍ବେ ବି ହମାସ ଯୁଦ୍ଧବିରତି ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗ କରୁଛି ଇସ୍ରାଏଲ। ଏହି ଅଭିଯୋଗ ପରେ ଏବେ ଟ୍ରମ୍ପ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ହମାସକୁ ଅତୀତରେ କରିଥିବା ହିଂସା ପାଇଁ ଆକ୍ଷେପ […]

Read More Text.
Capture 9 1068x598

ରୁଷଠୁ ଏସ-୪୦୦ ମିସାଇଲ କିଣିବ ଭାରତ

ନୂଆଦିଲ୍ଲୀ: ଭାରତ ରୁଷଠୁ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ପାଇଁ ବଡ ସଂଖ୍ୟାରେ ମିସାଇଲ୍ କ୍ରୟ କରିବାକୁ ପ୍ରସ୍ତୁତ ହେଉଛି। ପ୍ରାୟ ୧୦ ହଜାର କୋଟି ଟଙ୍କାରେ ଏହି ଚୁକ୍ତି ହେବ ବୋଲି ସୂଚନା ରହିଛି। ଏସ-୪୦୦ ସିଷ୍ଟମକୁ ପାକିସ୍ତାନ ବିରୁଦ୍ଧରେ ବ୍ୟବହାର କରିସାରିଛି ଭାରତ। ଏସ-୪୦୦କୁ ଗେମ୍ ଚେଞ୍ଜର ଭାବେ ସାବ୍ୟସ୍ତ ହୋଇସାରିଛି। ବାୟୁସେନା ନିଜ ଏୟାର ଡିଫେନ୍ସ କ୍ଷମତାକୁ ଅଧିକ ମଜଭୁତ କରିବା ପାଇଁ ମିସାଇଲ୍ କ୍ରୟ କରିବାକୁ ଚାହୁଁଛି। ଏହି ଚୁକ୍ତି ନେଇ […]

Read More Text.

ପଞ୍ଚମ ଶ୍ରେଣୀ ଛାତ୍ରକୁ ପାଇପରେ ପିଟିଲେ ଅଧ୍ୟକ୍ଷ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ଘରୋଇ କଲେଜର ଅଧ୍ୟକ୍ଷ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରକୁ ପ୍ଲାଷ୍ଟିକ୍ ପାଇପରେ ପିଟିବା ଘଟଣା ସାମ୍ନାକୁ ଆସିଛି। ଛାତ୍ରଙ୍କ ମା’ ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ହୋୟସଲାନଗରରେ ରହୁଥିବା ଦିବ୍ୟା ଶଙ୍କର ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅ ନୟନ ଗୌଡା ସେଣ୍ଟ ମେରୀ ସ୍କୁଲରେ ପଢନ୍ତି। ୧୪ ଅକ୍ଟୋବରରେ ବିଦ୍ୟାଳୟ ପରିସରରେ ଅପରାହ୍ନରେ ତାଙ୍କ ପୁଅକୁ ପ୍ରିନ୍ସପାଲ ରାକେଶ କୁମାର ଏକ ପ୍ଲାଷ୍ଟିକ୍ ପାଇପରେ ମାଡ ମାରିଥିଲେ। ଏଥିରେ ସେ […]

Read More Text.
Whatsapp image 2025 10 21 at 11.51.47 am

ସାନାଏ ତାକାଇଚି ହେଲେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

ଜାପାନ ସଂସଦରେ ପ୍ରଧାନମନ୍ତ୍ରୀ ଭାବେ ସାନାଏ ତାକାଇଚି ନିର୍ବାଚିତ ହୋଇଛନ୍ତି । ଫଳରେ ଜାପାନର ପ୍ରଥମ ମହିଳା ପ୍ରାଧାନମନ୍ତ୍ରୀ ହୋଇଛନ୍ତି ସାନାଏ । ଲିବେରାଲ୍‌ ଡେମୋକ୍ରାଟିକ୍‌ ପାର୍ଟିର ନେତ୍ରୀ ସାନାଏ । ପ୍ରଥମ ପର୍ଯ୍ୟାୟ ଭୋଟରେ ବିଜୟୀ ହେବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରାଯାଇଛି । ୪୬୫ ସଦସୀୟ ସଦନରେ ୨୩୭ ଭୋଟ ହାସଲ କରିଛନ୍ତି । ଏହି ସମୟରେ ବିଦାୟୀ ଜାପାନୀ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ତାଙ୍କ କ୍ୟାବିନେଟ ସହିତ ଇସ୍ତଫା ଦେଇଛନ୍ତି […]

Read More Text.
Mumbai

ମୁମ୍ବାଇରେ ଭୟଙ୍କର ଅଗ୍ନିକାଣ୍ଡ, ୪ ମୃତ, ୧୦ ଗୁରୁତର

ମୁମ୍ବାଇ : ଦୀପାବଳି ରାତିରେ ମୁମ୍ବାଇ ୱଶୀରେ ଥିବା ରହେଜା କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି । ନିଆଁ ବିଲିଡିଂର ୧୦ମ ମହଲାରେ ଲାଗିଥିଲା । ଘଟଣା ବିଷୟରେ ଖବର ପାଇଁ ନଭି ମୁମ୍ବାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ୫ଟି ଗାଡ଼ି ପଠାଇଛି । ୫ ଘଣ୍ଟା ଚେଷ୍ଟା କରିବା ପରେ ନିଆଁକୁ ଆୟତ୍ତ କରାଯାଇଛି । ସକାଳ ୬ଟାରେ […]

Read More Text.
Pakistan 2

୫ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କଲେ ତାଲିବାନୀ

ପାକିସ୍ତାନ : ପାକିସ୍ତାନର ଖୈବର ପଖତୁନଖ୍ୱା ପ୍ରାନ୍ତରେ ପୁଣିଥରେ ଆକ୍ରମଣ । ତାଲିବାନ ଆତଙ୍କବାଦୀମାନେ ଏକ ରାଷ୍ଟ୍ରାୟତ୍ତ ଗ୍ୟାସ୍ କମ୍ପାନୀ ଟିମକୁ ସୁରକ୍ଷା ଦେଉଥିବା ଅର୍ଦ୍ଧସାମରିକ ବାହିନୀ ଉପରେ ଆକ୍ରମଣ । ଫଳରେ ଅତି କମରେ ପାଞ୍ଚ ଜଣ ଅର୍ଦ୍ଧସାମରିକ ସୈନିକ ନିହତ ହୋଇଛନ୍ତି ଏବଂ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି । ଖୈବର ପଖତୁନଖ୍ୱା ପ୍ରଦେଶର ଡେରା ଇସମାଇଲ ଖାନ ଜିଲ୍ଲାର କୋଟ ଲାଲୁ ନିକଟରେ ଏହି ଘଟଣା ଘଟିଛି । ଯେଉଁଠାରେ ସୈନିକମାନେ ସୁଇ […]

Read More Text.
Delhi 1

ଦୀପାବଳିରେ ଗ୍ୟାସ୍ ଚାମ୍ବର ପାଲଟିଲା ରାଜଧାନୀ ଦିଲ୍ଲୀ

ଦିଲ୍ଲୀ: ଦୀପାବଳିରେ ଗ୍ୟାସ୍ ଚାମ୍ବର ବନିଲା ରାଜଧାନୀ ଦିଲ୍ଲୀ ।  ପ୍ରବଳ ବାଣ ଫୁଟାଇବା ଯୋଗୁଁ ସାରା ଦିଲ୍ଲୀ ଧୂଆଁ ଧୂଆଁ ହୋଇଯାଇଛି ।  ଦିଲ୍ଲୀ-NCRରେ ଅତି ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି ।  ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ ୫୩୧କୁ ଖସି ଥିବା ବେଳେ, ଗାଜିଆବାଦ- ନରେଲା ଅଞ୍ଚଳରେ ଏକ୍ୟୁଆଇ ୫୫୧ରେ ପହଞ୍ଚିଛି ।  ସ୍ଥିତି ଏମିତି ହୋଇଛି କି ରାସ୍ତାକୁ ବାହାରିଲେ ଅଖି ପୋଡୁଛି । ଏପରକି ନିଶ୍ବାସ-ପ୍ରଶ୍ବାସ ନେବାରେ ବି  ଲୋକଙ୍କ ସମସ୍ୟା ହେଉଛି […]

Read More Text.
Museaum 1068x601

ମୋନାଲିସା ଚିତ୍ର ଥିବା ବିଶ୍ଵର ପ୍ରସିଦ୍ଧ ମ୍ୟୁଜିଅମରେ ଚୋରି

ପ୍ୟାରିସ: ବିଶ୍ଵର ପ୍ରସିଦ୍ଧ ମ୍ୟୁଜିଅମ, ଯେଉଁଠି ମୋନାଲିସା ଚିତ୍ର ରହିଛି, ସେଠାରୁ ଚୋରି ହୋଇଛି। ରବିବାର ସକାଳେ ଘଟିଥିବା ଏହି ଘଟଣା ସମଗ୍ର ବିଶ୍ଵକୁ ସ୍ତବ୍ଧ କରିଦେଇଛି। ଫ୍ରାନ୍ସର ପ୍ୟାରିସରେ ଥିବା ‘ଲଭରେ’ ମ୍ୟୁଜିଅମରେ ଏଭଳି ଘଟଣା ଘଟିଛି। ଫଳରେ ଏହାକୁ ରବିବାର ବନ୍ଦ କରିଦିଆଯାଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି। ଦୁର୍ବୃତ୍ତମାନେ ମ୍ୟୁଜିଅମରୁ ବହୁ ଦୁର୍ମୂଲ୍ୟ ଅଳଙ୍କାର ଚୋରି କରିନେଇଥିବା ସୂଚନା ମିଳିଛି। ପୁଲିସ ସୂଚନା ଅନୁସାରେ, ଚୋରମାନେ ଏକ ସ୍କୁଟରରେ ଆସିଥିଲେ। ସାମଗ୍ରୀ ଉଠାଯାଉଥିବା […]

Read More Text.
Brahmos missile

ବ୍ରହ୍ମୋସକୁ ବିଶ୍ୱର ସର୍ବୋତ୍ତମ କ୍ଷେପଣାସ୍ତ୍ର ଭାବେ କରାଯାଉଛି ବିବେଚନା, ରେଞ୍ଜରେ ରହିଛି ପୁରା ପାକିସ୍ତାନ

ନୂଆଦିଲ୍ଲୀ: ବ୍ରହ୍ମୋସ ରେଞ୍ଜରେ ରହିଛି ପୁରା ପାକିସ୍ତାନ । ଲକ୍ଷ୍ନୌରୁ ପାକିସ୍ତାନକୁ ଏଭଳି ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅପରେସନ ସିନ୍ଦୁର ବେଳେ ଯାହା ହୋଇଥିଲା ତାହା କେବଳ ଟ୍ରେଲର ଥିଲା । ଯଦି ପାକିସ୍ତାନ ପୁଣି କୌଣସି ପଦକ୍ଷେପ ନିଏ ତାହେଲେ ବଡ ଫଳ ଭୋଗିବ ।  ଲକ୍ଷ୍ନୌ ଠାରେ ବ୍ରହ୍ମୋସ ଏରୋସ୍ପେସ୍ ୟୁନିଟରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ପ୍ରଥମ ବ୍ୟାଚର ଶୁଭାରମ୍ଭ ଅବସରରେ ଏହା କହିଛନ୍ତି ରାଜନାଥ ସିଂ । ଏବେ ସମ୍ପୂର୍ଣ୍ଣ […]

Read More Text.