ପଣବନ୍ଦୀ ଥିବା ୧୭ ଶିଶୁ ଉଦ୍ଧାର, ପୁଲିସ ଗୁଳିରେ ୟୁଟ୍ୟୁବର ନିହତ
ମୁମ୍ବଇର ରା’ ଷ୍ଟୁଡିଓରେ ପଣବନ୍ଦୀ ଡ୍ରାମା ଶେଷ ହୋଇଛି। ୩ ଘଣ୍ଟାର ହାଇଡ୍ରାମା ପରେ ପୁଲିସ ଗୁଳିରେ ପିଲାଙ୍କୁ ପଣବନ୍ଦୀ ରଖି ଆତଙ୍କ ସୃଷ୍ଟି କରିଥିବା ଜଣେ ୟୁଟ୍ୟୁବର ରୋହିତ ଆର୍ଯ୍ୟା ନିହତ ହୋଇଛି। ଏହା ସହିତ ସେ ପଣବନ୍ଦୀ ରଖିଥିବା ୧୭ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଗୁରୁବାର ଉକ୍ତ ଷ୍ଟୁଡିଓକୁ ପାଖାପାଖି ୧୦୦ ଶିଶୁ ଅଡିସନ ଦେବାକୁ ଆସିଥିଲେ। ହେଲେ ଏହି ସମୟ ମଧ୍ୟରେ ଜଣେ ବ୍ୟକ୍ତି ସେଠାକୁ ଆସି ୧୭ ଶିଶୁଙ୍କୁ ପଣବନ୍ଦୀ କରି […]
Read More Text.