ପୁଣେରେ ଭୟଙ୍କର ସଡ଼କ ଦୁର୍ଘଟଣା, ୮ ମୃତ
ପୁଣେ : ପୁଣେରେ ଘଟିଯାଇଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଏଥିରେ ୮ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଓ ଦମକଳ ବାହିନୀ ଦୁର୍ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିବା ସହ ଗୁରୁତରଙ୍କୁ ହସ୍ପିଟାଲ ନେଇଛନ୍ତି । ସୂଚନା ଅନୁଯାୟୀ, ଏକ ମାଲ ବୋଝେଇ ଟ୍ରକ ଦ୍ରୁତ ଗତିରେ ଆସି ୬ ରୁ ଉର୍ଦ୍ଧ୍ଵ ଗାଡିକୁ ଧକ୍କା ଦେଇଥିଲା । ଦୁଘଟଣା ଏତେ ଭୟଙ୍କର ଥିଲା […]
Read More Text.