ଭାରତ ହେବ ବିଶ୍ବ ସାମୁଦ୍ରିକ ଶକ୍ତି: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା
ମୁମ୍ବଇ: ଗତ ଦଶନ୍ଧିରେ ସାମୁଦ୍ରିକ ଅର୍ଥନୀତିରେ କରାଯାଇଥିବା ସଂସ୍କାର ଯୋଗୁଁ ଭାରତ ବିଶ୍ୱ ସାମୁଦ୍ରିକ ମାନଚିତ୍ରରେ ଏକ ଉଦୀୟମାନ ଶକ୍ତି ଭାବରେ ଉଭା ହୋଇଛି। ଭାରତର ସାମୁଦ୍ରିକ ସ୍ଥିତି, ଗଣତାନ୍ତ୍ରିକ ସ୍ଥିରତା ଏବଂ ନୌସେନା କ୍ଷମତା ଭାରତ-ପ୍ରଶାନ୍ତ ମହାସାଗର ଏବଂ ବିଶ୍ୱ ଦକ୍ଷିଣ କ୍ଷେତ୍ରରେ ବିକାଶ, ସୁରକ୍ଷା ଏବଂ ପରିବେଶକୁ ପ୍ରୋତ୍ସାହିତ କରୁଛି ବୋଲି କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହା କହିଛନ୍ତି। ଭାରତ ସାମୁଦ୍ରିକ ସପ୍ତାହ (ଇଣ୍ଡିଆ ମାରିଟାଇମ୍ ୱିକ) ୨୦୨୫ ସୋମବାର […]
Read More Text.