Untitled 2 2025 11 14 05 44 21

ଅଲ୍‌-ଫଲାହ ହଷ୍ଟେଲରେ ରଚାଯାଇଥିଲା ଆତଙ୍କୀ ଷଡ୍‌ଯନ୍ତ୍ର !

ନୂଆଦିଲ୍ଲୀ: ହରିୟାଣାର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଏକ ସାଧାରଣ ସନ୍ତସନ୍ତିଆ ହଷ୍ଟେଲ କୋଠରିରେ ଡାକ୍ତରମାନେ ଆତଙ୍କବାଦୀ ଆକ୍ରମଣର ଷଡ୍‌ଯନ୍ତ୍ର କରିଥିବା ଜଣାପଡ଼ିଛି। ପୁରୁଷ ହଷ୍ଟେଲର ୧୭ ନମ୍ବର ବିଲ୍ଡିଂର ରୁମ୍ ନମ୍ବର ୧୩  ହ୍ୱାଇଟ୍ କଲାର ଆତଙ୍କବାଦୀ ମଡ୍ୟୁଲର ଗୁପ୍ତ ବୈଠକ କେନ୍ଦ୍ର ଭାବରେ କାର୍ଯ୍ୟ କରିଥିଲା। ସୋମବାର ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ନିକଟରେ ବିସ୍ଫୋରଣରେ ୧୩ ଜଣଙ୍କର ମୃତ୍ୟୁ ଘଟାଇଥିବା ଡାକ୍ତର ଉମର ନବୀ ସେଠାରେ କାର୍ଯ୍ୟରତ ଥିବା ଖବର ଆସିବା ପରେ ଫରିଦାବାଦର […]

Read More Text.
Capture 15 1068x594

ବିହାରରେ ଧରାଶାୟୀ ଜେଏସପି, ମିଳିଲାନି ଗୋଟିଏ ବି ଆସନ

ବିହାର: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଆସିବା ସହିତ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି(ଜେଏସପି) ପ୍ରାର୍ଥୀ ଧରାଶାୟୀ ହୋଇଛନ୍ତି। ପ୍ରାରମ୍ଭିକ ଫଳାଫଳ ଅନୁସାରେ ଜେଏସପିକୁ ଗୋଟିଏ ମଧ୍ୟ ସିଟ୍ ମିଳିନି ଯଦିଓ ଏକଜିଟ୍ ପୋଲ୍ ଅନୁସାରେ ଦଳକୁ ୦ରୁ ୫ ସିଟ୍ ମିଳିବା ଅନୁମାନ ଲଗାଯାଇଥିଲା। ଖାସ୍ କଥା ହେଉଛି ପ୍ରଶାନ୍ତ କିଶୋରଙ୍କ ସବୁଠାରୁ ମଜଭୁତ ପ୍ରାର୍ଥୀ ମଧ୍ୟ କାହାକୁ ଟକ୍କର ଦେଇପାରିନାହାଁନ୍ତି। ବିଧାନସଭା ଉପନିର୍ବାଚନରେ ୧୦ ପ୍ରତିଶତରୁ ଅଧିକ ଭୋଟ୍ ହାସଲ କରିଥିବା ପ୍ରଶାନ୍ତ […]

Read More Text.
Prime minister

ଭୁଶୁଡ଼ିଗଲା ମହାମେଣ୍ଟ, ବିପୁଳ ଆସନରେ ବିଜୟଲାଭ କଲା ଏନଡିଏ

ବିହାର: ବିହାର ନିର୍ବାଚନରେ ଏନଡିଏକୁ ଐତିହାସିକ ବିଜୟ ମିଳିଛି। ବିପୁଳ ଆସନରେ ଏନଡିଏ ବିଜୟଲାଭ କରି ବିରୋଧୀ ମହାମେଣ୍ଟକୁ କଡ଼ା ଜବାବ ଦେଇଛି। ମହାମେଣ୍ଟ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ସରକାର ଗଢ଼ିବାର ସ୍ଵପ୍ନ ଦେଖୁଥିବା ବିରୋଧୀଙ୍କ ମହାମେଣ୍ଟ ୫୦ଟି ଆସନ ବି ଦଖଲ କରିପାରି ନାହିଁ। ମାତ୍ର ୩୪ ଆସନ ପାଇଛି ମହାମେଣ୍ଟ। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଁ କୌଣସି ଦଳକୁ ୧୨୨ ଆସନରେ ବିଜୟୀ ହେବା ଆବଶ୍ୟକ ଥିଲା। […]

Read More Text.

୧୫୦ ବଞ୍ଚିବ ମଣିଷ, ଚାଇନାରେ ଚାଲିଛି ପରୀକ୍ଷା

ନୂଆଦିଲ୍ଲୀ: ଚୀନର ବୈଜ୍ଞାନିକମାନେ ଏମିତି ଏକ ଔଷଧ ପ୍ରସ୍ତୁତ କରୁଛନ୍ତି ଯାହା ମଣିଷମାନଙ୍କ ବୟସ ୧୫୦ ବର୍ଷ ପର୍ଯ୍ୟନ୍ତ ବଢାଇପାରିବ। ଶେନଝେନର ବାୟୋଟେକ୍ କମ୍ପାନୀ ଲନଭୀ ବାୟୋସାଇଁସେଞ୍ଜ ଏହି ଔଷଧ ଉପରେ କାମ କରୁଛି। କମ୍ପାନୀର ନାଁ ଲନଭି ବାୟୋସାଇଁସେଞ୍ଜ । ଏହା ଏକ ଆଣ୍ଟି-ଏଜିଂ ମେଡିସିନ୍ ପ୍ରସ୍ତୁତ କରୁଛି। ଏହାର ମୁଖ୍ୟ ତତ୍ତ୍ବ ପ୍ରୋସ୍ୟାନିଡିନ୍ ସି୧(ପିସିସି ୧) ଯାହା ଅଙ୍ଗୁରର ମଞ୍ଜିର ଅର୍କରେ ମିଳିଥାଏ। କମ୍ପାନୀ କହିଛି କି ଏହି ଔଷଧ ବୁଢା ଓ ଦୁର୍ବଳ […]

Read More Text.
Up

ବନ୍ଦ ଘରୁ ୫ ମୃତଦେହ ଜବତ

ଉତ୍ତରପ୍ରଦେଶ : ୟୁପିର ଶ୍ରୀବାସ୍ତିରେ ଇକୋନା ଥାନା ଅଞ୍ଚଳରେ ହୃଦୟବିଦାରକ ଘଟଣା । ଗୋଟିଏ ପରିବାରର ୫ ଜଣକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏକ ବନ୍ଦ ଘରୁ ସ୍ବାମୀ, ସ୍ତ୍ରୀଙ୍କ ସହିତ ୩ ପିଲାଙ୍କ ମୃତଦେହ ମିଳିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଖବର ମୁତାବକ, ୟୁପିର ଶ୍ରୀବାସ୍ତିରେ ଇକୋନା ଥାନା ଅଞ୍ଚଳରେ ବନକଟ ଗାଁରେ ପତିପତ୍ନୀ ଏବଂ ତାଙ୍କ ୩ ଛୁଆଙ୍କ ସନ୍ଦିଗ୍ଧ ମୃତ୍ୟୁ ହୋଇଥିଲା । ସମସ୍ତ […]

Read More Text.
Chirag paswan

ବିହାର ଜନାଦେଶ: ୧୯ ଆସନ ଜିତି ରେକର୍ଡ କଲେ ଚିରାଗ ପାସୱାନ

ବିହାର : ବିହାର ବିଧାନସଭା ନିର୍ବାଚନରେ ଟ୍ରେଣ୍ଡ ଅନୁଯାୟୀ NDA ଆଗୁଆ ରହିଛି । ବିହାରରେ ଏନଡିଏ ପୁଣି ଥରେ ସରକାର ଗଢିବ ବୋଲି ସ୍ପଷ୍ଟ ରହିଛି । ମହାଗଠବନ୍ଧନର ସମସ୍ତ ଦଳ ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଛନ୍ତି । ଗତ ବିଧାନସଭା ନିର୍ବାଚନରେ ୧୧୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବିଜେପି ୭୪ ଆସନ ଜିତି ୧୯.୪୬ ପ୍ରତିଶତ ଭୋଟ ପାଇଥିଲା । ହେଲେ ସହଯୋଗୀ ଦଳ ନୀତିଶ କୁମାରଙ୍କ ନେତୃତ୍ୱରେ JDU ତୃତୀୟ ସ୍ଥାନରେ ଥିଲା […]

Read More Text.
Umar house

ଆଇଇଡି ପକାଇ ଆତଙ୍କୀ ଉମରର ଘର ଧ୍ବଂସ କଲା ଯାଞ୍ଚ ଏଜେନ୍ସି

ନୂଆଦିଲ୍ଲୀ : ନଭେମ୍ବର ୧୦ରେ ସନ୍ଧ୍ୟା ପ୍ରାୟ ୭ଟାରେ ରାଜଧାନୀ ଦିଲ୍ଲୀରେ ଘଟିଥିବା ବିସ୍ଫୋରଣ ପୁରା ସହରକୁ ଥରାଇ ଦେଇଥିଲା । ବିସ୍ଫୋରଣରେ ୧୨ ଜଣ ପରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା । ଜମ୍ମୁ ଏବଂ କଶ୍ମୀରର ବାସିନ୍ଦା ଡାକ୍ତର ଉମର ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା । ଏଥିପାଇଁ ଯାଞ୍ଚ ଏଜେନ୍ସୀ କାର୍ଯ୍ୟାନୁଷ୍ଠାନ ନେଇଛି । ଆଉ ଉମର ଘର ଉପରେ ଆଇଇଡି ପକାଇ ପୁରା ଧ୍ବଂସ କରିଦିଆଯାଇଛି । ତଦନ୍ତକାରୀ ଏଜେନ୍ସୀଗୁଡ଼ିକ ଚଢଉ ଏବଂ […]

Read More Text.
Screenshot 2025 11 14 085642 750x430

୨୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର: ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ। ତେବେ ବିଧାନସଭାର ଶୀତ ଅଧିବେଶନରେ ମୋହନ ସରକାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥର ବିଧାନସଭାର ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୭ ତାରିଖରେ ଓଡ଼ିଶା ଆସୁଛନ୍ତି। ପୂର୍ବାହ୍ନ ୧୧ଟା ୫୦ ମିନିଟରେ ରାଷ୍ଟ୍ରପତି ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନରେ ବାହାରିବେ। ଦିନ ୨ଟାରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରି ରାଜଭବନ ଯିବେ। […]

Read More Text.
Screenshot 2025 11 13 204458

ଅଲ-ଫତାହ ବିଶ୍ବବିଦ୍ୟାଳୟର ସଦସ୍ୟତା ରଦ୍ଦ

ନୂଆଦିଲ୍ଲୀ: ଦିଲ୍ଲୀରେ ସୋମବାର ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଘଟଣାରେ ଏ ପର୍ଯ୍ୟନ୍ତ ୧୩ ଜଣ ପ୍ରାଣ ହରାଇସାରିଲେଣି। ଏହି ମାମଲାରେ ଫରିଦାବାଦର ଅଲ-ଫତାହ ବିଶ୍ବବିଦ୍ୟାଳୟ ନାଁ ସାମ୍ନାକୁ ଆସିଛି। ଏହି ଖବର ପରେ ବିଶ୍ବବିଦ୍ୟାଳୟର ସଦସ୍ୟତା ରଦ୍ଦ କରାଯାଇଛି। ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜ୍ ଅଲ୍-ଫତାହ ବିଶ୍ବବିଦ୍ୟାଳୟର ସଦସ୍ୟତା ତୁରନ୍ତ ରଦ୍ଦ କରାଯାଇଛି। ଏଆଇୟୁ ବୟାନ ଜାରି କରି କହିଛି ଯେ ଫରିଦାବାଦର ଅଲ-ଫତାହ ବିଶ୍ବବିଦ୍ୟାଳୟର ସ୍ଥିତି ଠିକ୍ ନାହିଁ। ଏଭଳି କ୍ଷେତ୍ରରେ ଅଲ-ଫତାହ ବିଶ୍ବବିଦ୍ୟାଳୟକୁ […]

Read More Text.
Delhi 4 1068x601

ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି: ଯାତ୍ରା ମାର୍ଗଦର୍ଶିକା ଜାରି କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ପରେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଟ୍ରେନ ଏବଂ ବିମାନ ଯାତ୍ରୀଙ୍କ ଲାଗି ପୁଲିସ ପକ୍ଷରୁ ଯାତ୍ରା ମାର୍ଗଦର୍ଶିକା ଜାରି କରାଯାଇଛି। ଯାତ୍ରୀମାନଙ୍କୁ ସମୟ ପୂର୍ବରୁ ରେଳ ଷ୍ଟେସନ, ମେଟ୍ରୋ ଷ୍ଟେସନ ଏବଂ ବିମାନବନ୍ଦରରେ ପହଞ୍ଚିବା ଲାଗି କୁହାଯାଇଛି। ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ଯୋଗୁ ବିଭିନ୍ନ ସ୍ଥାନରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ତେଣୁ ଷ୍ଟେସନରେ ପହଞ୍ଚିବାରେ ବିଳମ୍ବ ହେବାର ଆଶଙ୍କା ଥିବାରୁ ଆଗୁଆ ପହଞ୍ଚିବା ଲାଗି ପରାମର୍ଶ […]

Read More Text.