ଆତ୍ମସର୍ମପଣ କଲେ ଜେଜେଏମ୍ପି ସଂଗଠନର ଦୁଇ ହାର୍ଡକୋର୍ ମାଓବାଦୀ
ରାଞ୍ଚି:ଲାତେହାର ପୁଲିସ୍ ନିକଟରେ ଜେଜେଏମ୍ପି ସଂଗଠନର ଦୁଇ ହାର୍ଡକୋର ମାଓବାଦୀ ଆତ୍ମସର୍ମପଣ କରିଛନ୍ତି। ଦୁଇ ହାର୍ଡକୋର ମାଓବାଦୀ ହେଲେ ଅବଧେଶ ଲୋହାର ଓ ବ୍ରଜେଶ ଯାଦବ । ଦୁଇ ମାଓବାଦୀଙ୍କ ମୁଣ୍ଡରେ ଥିଲା ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି । ଆତ୍ମସମର୍ପଣ କରିଥିବା ନକ୍ସଲବାଦୀ ବ୍ରଜେଶ ଯାଦବଙ୍କ ବିରୋଧରେ ମୋଟ ୧୦ଟି ନକ୍ସଲ ମାମଲା ରୁଜୁ ହୋଇଥିବା ବେଳେ ଅବଧେଶଙ୍କ ବିରୋଧରେ ୫ଟି ମାମଲା ରୁଜୁ ହୋଇଛି। ଏ ନେଇ ପାଲାମୁର ଆଇଜି ଶୈଳେନ୍ଦ୍ର […]
Read More Text.