Bla attack pakistan 2 2025031418470 1068x561

ମୁନୀର ସେନାକୁ ମାଟିରେ ମିଶାଇଲା BLA, ୧୫ ରୁ ଅଧିକ ପାକ୍ ସେନାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବଲୁଚିସ୍ତାନ ଲିବରେସନ ଆର୍ମି (BLA) ଭୟଙ୍କର ଆକ୍ରମଣ । ୧୫ ଜଣ ପାକିସ୍ତାନ ସୈନିକଙ୍କୁ ହତ୍ୟା କରିଥିବା ଦାବି କରିଛି BLA ।  ଶନିବାର BLA ଦ୍ୱାରା ଜାରି ଏକ ବିବୃତ୍ତିରେ ଏହା କୁହାଯାଇଛି ଯେ ଖୁଜଦାର ଜିଲ୍ଲାର ଜେହରି ଅଞ୍ଚଳରେ ଏକ ସଂଘର୍ଷରେ BLA ଲଢ଼ୁଆମାନେ ୧୫ ରୁ ଅଧିକ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଛନ୍ତି। ବଲୁଚିସ୍ତାନର ଜେହରି ଅଞ୍ଚଳ ଅଗଷ୍ଟ ମାସରୁ ସ୍ୱାଧୀନତା ସମର୍ଥକ ସଶସ୍ତ୍ର ଗୋଷ୍ଠୀଙ୍କ ନିୟନ୍ତ୍ରଣରେ ରହିଥିବା ଜଣାପଡ଼ିଛି। ପାକିସ୍ତାନୀ […]

Read More Text.
Vijay1

ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ଥାଲପତି ବିଜୟ

ତାମିଲନାଡୁ : ତାମିଲନାଡୁର କରୁର ଅଭିନେତା ତଥା ଟିଭିକେ ଦଳର ମୁଖ୍ୟ ବିଜୟଙ୍କ ରାଲିରେ ଘଟିଥିବା ଭୟଙ୍କର ଦଳାଚକଟା ଦେଶକୁ ଦୋହଲାଇ ଦେଇଛି । ଘଟଣାରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ବିଜୟ । ଏହାସହିତ ଆହତଙ୍କୁ ୨-୨ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି । ଟିଭିକେର ଦୁଇ ନେତାଙ୍କ ବିରୋଧରେ ଏଫଆଇଆର ଦାୟର ହୋଇଛି । ବିଜୟ ସେସିଆଲ ମିଡିଆରେ ବିଜୟ ଲେଖିଛନ୍ତି, ମୋ ହୃଦୟ ରେ ଥିବା ସମସ୍ତ ଲୋକଙ୍କୁ […]

Read More Text.
Delhi baba

ଆଗ୍ରାରୁ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଗିରଫ

ନୂଆଦିଲ୍ଲୀ : ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ ସାରଥୀ ଗିରଫ। ବିଳମ୍ୱିତ ରାତିରେ ତାଙ୍କୁ ଆଗ୍ରାର ଏକ ହୋଟେଲରୁ ଦିଲ୍ଲୀ ପୋଲିସ ଗିରଫ କରିଛି । ତାଙ୍କ ବିରୁଦ୍ଧରେ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଏବଂ ଜାଲିଆତି ଅଭିଯୋଗ ରହିଥିବା ସୂଚନା ମିଳିଛି । EWS ସ୍କଲାରସିପରେ PGDM କରାଇବାକୁ କହି ଛାତ୍ରୀଙ୍କୁ ଶୋଷଣ କରୁଥିଲା । ଏହି ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରି ଆଗ୍ରାରୁ ଦିଲ୍ଲୀରେ ପହଞ୍ଚିଛି । ଆଜି ତାଙ୍କୁ କୋର୍ଟରେ ହାଜର କରିବ […]

Read More Text.
Maharastra 2

ମହାରାଷ୍ଟ୍ରରେ ପ୍ରବଳ ବର୍ଷା: ୭୨ ଘଣ୍ଟାର ହାଇଆଲର୍ଟ ଜାରି କଲା IMD

ମହାରାଷ୍ଟ୍ର : ମୁମ୍ବାଇ ସମେତ ଆଖପାଖ ଜିଲ୍ଲାରେ ଅତ୍ୟଧିକ ବର୍ଷା ନେଇ ଆଜି IMD ରେଡ୍ ଆଲର୍ଟ ଜାରି କରିଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ହାଇ ଆଲର୍ଟ ଜାରି କରାଯାଇଛି । ସୂଚନାନୁଯାୟୀ, ମୁମ୍ବାଇ ସମେତ ଥାଣେ, ପାଲଘର, ରାୟଗଡ଼ ଏବଂ ରତ୍ନଗିରି ଜିଲ୍ଲାକୁ  ରେଡ୍ ଆଲର୍ଟ ଜାରି କରାଯାଇଛି । IMD ଏହି ଅଞ୍ଚଳଗୁଡ଼ିକରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି । ଏହା ବ୍ୟତୀତ ସିନ୍ଧୁଦୁର୍ଗ […]

Read More Text.
Karur

କରୁର ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୪୦କୁ ବୃଦ୍ଧି, ବିଜୟ ହାଇକୋର୍ଟଙ୍କ ଦ୍ୱାରସ୍ଥ, DMK ଉପରେ ଲଗାଇଲେ ଅଭିଯୋଗ

ତାମିଲନାଡୁ : ତାମିଲନାଡୁର କରୁରରେ ରାଲିରେ ଦଳାଚକଟା ଘଟି ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦୦ ଜଣ ଆହତ ହୋଇଛନ୍ତି ।  ଏହି ଘଟଣାରେ ଅଭିନେତା ଏବଂ ରାଜନୈତିକ ନେତା ବିଜୟଙ୍କ ଦଳ, ଟିଭିକେ, ରାଜ୍ୟ ସରକାରଙ୍କୁ ଅଭିଯୋଗ କରିଛି ଏବଂ ଦାବି କରିଛି ଯେ ଏହା ଡିଏମକେ ଷଡ଼ଯନ୍ତ୍ରର ଅଂଶ ହୋଇପାରେ ବୋଲି ଅନୁମାନ କରାଯାଉଛି । ଓକିଲ ଆରିଭାଜାଗନ୍ ଏକ ଗଣମାଧ୍ୟମକୁ କହିଛନ୍ତି ଦଳ ମାଡ୍ରାସ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି […]

Read More Text.
Terrorist attack.

ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଜମ୍ମୁ-କାଶ୍ମୀରର କୁପୱାଡ଼ାରେ ୨ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର କୁପୱାଡାରେ ୨ ଆତଙ୍କୀ ଏନକାଉଣ୍ଟର ।  ସୁରକ୍ଷା ବାହିନୀ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି ।  ଏହି ଅପରେସନରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଜି ସକାଳେ ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର କେରାନ ସେକ୍ଟରର ହାଇଦର ପୋଷ୍ଟରେ ଅନୁପ୍ରବେଶ ବିରୋଧୀ ଅଭିଯାନ ସମୟରେ ସୁରକ୍ଷା ବାହିନୀ ଦୁଇ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ । ଅନୁପ୍ରବେଶକାରୀ ଆତଙ୍କବାଦୀମାନେ ସୁରକ୍ଷା ବାହିନୀର ଏକ ଦଳକୁ ଚ୍ୟାଲେଞ୍ଜ କରିଥିଲେ । ଆତଙ୍କବାଦୀମାନଙ୍କୁ ରୋକିବା […]

Read More Text.
Deccanherald 2024 10 27 7ptgfdqv actor vijay

ବିଜୟଙ୍କ ନିର୍ବାଚନୀ ରାଲିରେ ଦଳାଚକଟା : ୩୧ ମୃତ, ୪୭ ଆହତ

ତାମିଲ ଅଭିନେତା ବିଜୟ ଥାଲାପତିଙ୍କ ନିର୍ବାଚନୀ ଶୋଭାଯାତ୍ରାରେ ଶନିବାର ରାତିରେ ବଡ଼ ଅଘଟଣ ଘଟିଛି। ଶୋଭାଯାତ୍ରା ସମୟରେ ଦଳାଚକଟା ଘଟିବାରୁ ଅଣନିଶ୍ଵାସୀ ହୋଇ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୪୭ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ କରୁର ଜିଲାପାଳଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବାକୁ ନିର୍ଦେଶ ଦେଇଛନ୍ତି। ଶନିବାର କରୁର ଜିଲାରେ ବିଜୟଙ୍କ ନିର୍ବାଚନୀ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ହଜାର ହଜାର ଲୋକଙ୍କ […]

Read More Text.
1758728289sonam wangchuk clarifies gen z protest remark on ladakh agitation 1

ପାକିସ୍ତାନୀଙ୍କ ସହ ଓ୍ବାଙ୍ଗଚୁକଙ୍କ ଲିଙ୍କ୍‌ ରହିଛି: ଡିଜିପି

ଲଦାଖ: ଲଦାଖ ହିଂସାରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଲୋକଙ୍କୁ ଉସୁକାଇବା ଅଭିଯୋଗରେ ଗିରଫ ହୋଇଥିବା ସାମାଜିକ କର୍ମୀ ସୋନମ ଓ୍ବାଙ୍ଗଚୁକଙ୍କର ଜଣେ ପାକିସ୍ତାନୀ ପିଆଇଓଙ୍କ ସହିତ ଲିଙ୍କ୍‌ ରହିଥିବା କହିଛନ୍ତି ଲଦାଖ ଡିଜିପି ଡ. ଏସ.ଡି. ସିଂହ ଜାମଓ୍ବାଲ। ଗତ ଶୁକ୍ରବାର ଓ୍ବାଙ୍ଗଚୁକଙ୍କୁ ଗିରଫ କରାଯିବା ପରେ ଜୋଧପୁର ଜେଲକୁ ପଠାଇ ଦିଆଯାଇଛି। ଲଦାଖକୁ ରାଜ୍ୟ ମାନ୍ୟତା ଦାବିରେ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ଓ୍ବାଙ୍ଗଚୁକ ଉସୁକାଇଥିବା ନେଇ ଅଭିଯୋଗ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଏହି […]

Read More Text.
Taqeer 1068x601

ବରେଲୀ ହିଂସା: ଗିରଫ ହେଲେ ମୌଲାନା ତକୀର ରାଜା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ବରେଲୀରେ ‘ଆଇ ଲଭ୍‌ ମହମ୍ମଦ’ ପୋଷ୍ଟରକୁ ନେଇ ଘଟିଥିବା ହିଂସାର ମାଷ୍ଟର ମାଇଣ୍ଡ ମୌଲାନା ତକୀର ରାଜାଙ୍କୁ ଗିରଫ କରିଛି ପୁଲିସ। ତକୀରଙ୍କ ସମେତ ଅନ୍ୟ ୭ ଜଣଙ୍କୁ ବି ଗିରଫ କରାଯାଇଛି। ଗିରଫ ପରେ ତକୀରଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣାରେ ପୁଲିସ ୪୦ରୁ ଅଧିକ ଲୋକଙ୍କୁ ଗିରଫ କରିସାରିଛି। ଏହାବ୍ୟତୀତ ୨୦୦୦ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବରେଲୀର ବିଭିନ୍ନ […]

Read More Text.
Gurugram accident 1

ଡିଭାଇଡରରେ ପିଟି ହେଲା ଥାର୍, ୫ ମୃତ ଓ ଜଣେ ଆହତ

ଗୁରୁଗ୍ରାମ : ହରିୟାଣାର ଗୁରୁଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଘଟଣା ନ୍ୟାସନାଲ ହାଇୱେରୁ ବାହାରୁଥିବା ସମୟରେ ଥାରଟି ଡିଭାଇଡର ସହିତ ଧକ୍କା ହୋଇଥିବା ଜଣାପଡିଛି । ଫଳରେ ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନାନୁଯାୟୀ, ନ୍ୟାସନାଲ ହାଇୱେରୁ ଥାରଟି ବାହାରୁଥିବା ସମୟରେ ଡିଭାଇଡର ସହିତ ଧକ୍କା ହୋଇଥିଲା । ଫଳରେ ଆଜି ଭୋର ପ୍ରାୟ ୪ଟାରେ ଏହି ଦୁର୍ଘଟଣା ଘଟିଥିଲା । ସେଥିରେ ୬ ଜଣ ଲୋକ ଥିବା ଜଣାପଡିଛି । […]

Read More Text.