ଦିଲ୍ଲୀ ବିସ୍ଫୋରଣ ମାମଲା : ମାଷ୍ଟରମାଇଣ୍ଡ ବିଲାଲ ଗିରଫ
ନୂଆଦିଲ୍ଲୀ : NIA ଟିମକୁ ମିଳିଲା ବଡ଼ ସଫଳତା । NIA ଗତମାସରେ ଦିଲ୍ଲୀ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଦିଲ୍ଲୀ ବିସ୍ଫୋରଣ ମାମଲାରେ ବାରମୁଲ୍ଲାର ଡାକ୍ତର ବିଲାଲ ନାସିର ମଲ୍ଲାଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ନାସିର ମଲ୍ଲା ଅଷ୍ଟମ ଅଭିଯୁକ୍ତ । ତାଙ୍କୁ ଗିରଫ କରାଯିବା ପରେ ଦିଲ୍ଳୀର ପଟିଆଲା ହାଉସରେ ହାଜର କରାଯାଇଥିଲା । ଶୁଣାଣି ପରେ କୋର୍ଟ ତାଙ୍କୁ ୭ ଦିନିଆ ରିମାଣ୍ଡରେ ପଠାଇଛନ୍ତି । ସୂଚନାନୁଯାୟୀ, […]
Read More Text.