ପାକିସ୍ତାନର ପେଶାୱରରେ ଆତଙ୍କୀ ଆକ୍ରମଣ, ୩ ମୃତ
ପାକିସ୍ତାନ : ପାକିସ୍ତାନ ପେଶାୱରରେ ଆକ୍ରମଣ । ପାକିସ୍ତାନର ଅର୍ଦ୍ଧ ସାମରିକ ବାହିନୀ ‘ଫ୍ରଣ୍ଟିଅର କର୍ପସ’ ର ମୁଖ୍ୟାଳୟ ଉପରେ ଆକ୍ରମଣ । ବିସ୍ଫୋରଣ ପରେ ଗୁଳିମାଡ଼ ହୋଇଛି । ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ ପରେ ଜୋରଦାର ଗୁଳିମାଡ଼ ହୋଇଛି । ବିସ୍ଫୋରଣକୁ ଆତ୍ମଘାତୀ ଆକ୍ରମଣ ବୋଲି ଅନୁମାନ କରାଯାଉଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ପ୍ରବେଶ ପଥକୁ ଟାର୍ଗେଟ କରିଥିବାବେଳେ ଅନ୍ୟ ଜଣେ ସୁରକ୍ଷା ଘେର […]
Read More Text.