ବରିଷ୍ଠ ବିଜେପି ନେତା ବିଜୟ କୁମାର ମଲହୋତ୍ରାଙ୍କ ପରଲୋକ
ଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଏବଂ ଦିଲ୍ଲୀ ବିଜେପିର ଅଧ୍ୟକ୍ଷ ବିଜୟ କୁମାର ମଲହୋତ୍ରାଙ୍କ ପରଲୋକ ଘଟିଛି । ଅସୁସ୍ଥତା ଯୋଗୁଁ ସେ ଦୀର୍ଘ ଦିନରୁ ଦିଲ୍ଲୀ ଏମସରେ ଚିକିତ୍ସିତ ହେଉଥିଲେ । ଏହାରି ମଧ୍ୟରେ ସେ ୯୪ ବର୍ଷ ବୟସରେ ଆଖି ବୁଜିଛନ୍ତି । ରାଜନୈତିକ କ୍ଷେତ୍ରରେ ତାଙ୍କର ଅବଦାନ ଖୁବ୍ ରହିଛି । ତାଙ୍କ ମୃତ୍ୟୁକୁ ଭାରତୀୟ ରାଜନୀତି ଏବଂ ଦିଲ୍ଲୀ ବିଜେପି ପାଇଁ ଏକ ବଡ଼ କ୍ଷତି ବୋଲି କୁହାଯାଉଛି […]
Read More Text.