Trump 5

ମୋଦିଙ୍କୁ ଭଲ ବନ୍ଧୁ କହିବା ସହ ଭାରତକୁ ପ୍ରଂଶସା କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଭାରତକୁ ପ୍ରଂଶସା କଲେ ଟ୍ରମ୍ପ । ମୋଦିଙ୍କୁ ଭଲ ବନ୍ଧୁ କହିବା ସହ ଭାରତ ଏକ ମହାନ ଦେଶ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇଜିପ୍ଟରେ ଅନୁଷ୍ଠିତ ଶର୍ମ-ଏଲ ଶେଖ ସମ୍ମିଳନୀରେ ସମ୍ବୋଧନ କରି ଏହା କହିଛନ୍ତି ଟ୍ରମ୍ପ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭବିଷ୍ୟତରେ ପାକିସ୍ତାନ ଓ ଭାରତ ଭଲ ବନ୍ଧୁ ହୋଇ ରହିବେ । ଦୁଇ ପରମାଣୁ ସମ୍ପର୍ଣ୍ଣ ଦେଶର ଭଲ ସଂପର୍କ ନେଇ ସେ ଆଶାବାଦୀ […]

Read More Text.
Benugopal

୬୦ ସହଯୋଗୀଙ୍କ ସହ ଆତ୍ମସମର୍ପଣ କଲା ମୋଷ୍ଟ ୱାଣ୍ଟେଡ୍ ମାଓନେତା ମାଲୋଜୁଲା ବେଣୁଗୋପାଳ ରାଓ

ନୂଆଦିଲ୍ଲୀ : ଭୁଶୁଡୁଛି ଲାଲଗଡ଼ । ମୋଷ୍ଟ ୱାଣ୍ଟେଡ୍ ଟପ୍ ମାଓନେତା ମାଲୋଜୁଲା ବେଣୁଗୋପାଳ ରାଓ ଓରଫ ସୋନୁର ଆତ୍ମସମର୍ପଣ। ମହାରାଷ୍ଟ୍ର ଗଡ଼ଚିରୋଲି ପୋଲିସ ନିକଟରେ ୬୦ ସହଯୋଗୀଙ୍କ ସହ ଆତ୍ମସମର୍ପଣ କରିଛି CPI ମାଓବାଦୀର ବରିଷ୍ଠ ପଲିଟବ୍ୟୁରୋ ସଦସ୍ୟ ସୋନୁ । ଗତ ସେପ୍ଟେମ୍ବରରେ ସୋନୁ ଅସ୍ତ୍ରତ୍ୟାଗ କରିବାକୁ ସେ ଏକ ପ୍ରେସ୍ ବିବୃତିରେ ଜଣାଇଥିଲା । ସୋନୁ ଛତିଶଗଡ଼ ପୋଲିସ ସମେତ ଅନ୍ୟ ରାଜ୍ୟର ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିଲା । ତେଲେଙ୍ଗାନା ପେଡ୍ଡାପଲ୍ଲୀର […]

Read More Text.

ନିର୍ବାଚନ ପୂର୍ବରୁ ଲାଲୁଙ୍କୁ ଶକ୍ତ ଝଟ୍‍କା: ଚାର୍ଜଫ୍ରେମ୍‍ ନେଇ କୋର୍ଟଙ୍କ ରାୟ

ବିହାର : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଶକ୍ତ ଝଟ୍‍କା ଲାଗିଛି । ଲାଲୁଙ୍କ ସ୍ତ୍ରୀ ରାବ୍ରୀ ଦେବୀ ଓ ପୁଅ ତେଜସ୍ୱୀ ଯାଦବଙ୍କ ପାଇଁ ଅଡୁଆ ବଢିଛି । ଦିଲ୍ଲୀର ରାଉଜ୍‍ ଆଭେନ୍ୟୁ କୋର୍ଟ ଆଇଆରସିଟିସି ଦୁର୍ନୀତି ଏବଂ ଚାକିରି ପାଇଁ ଜମି ମାମଲାରେ ଲାଲୁ ପ୍ରସାଦ, ରାବ୍ରୀ ଦେବୀ ଓ ତେଜସ୍ୱୀ ଯାଦବଙ୍କ ବିରୋଧରେ ଚାର୍ଜଫ୍ରେମ୍‍ କରିବା ନେଇ […]

Read More Text.
Eco nobel 1068x601

ଅର୍ଥନୀତିରେ ଜୋଏଲ ମୋକିର, ଫିଲିପ ଆଘିଅନ ଓ ପିଟର ହାଓ୍ବିଟ।ଙ୍କୁ ନୋବେଲ

ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ ପୁରସ୍କାର ମିଳିଛି। ସେମାନେ ହେଲେ ଜୋଏଲ ମୋକିର, ଫିଲିପ ଆଘିଅନ ଏବଂ ପିଟର ହାଓ୍ବିଟ। ‘ଅଭିନବୀକରଣ ଆଧାରିତ ଅର୍ଥନୈତିକ ଅଭିବୃଦ୍ଧି’ ଉପରେ ବିଶ୍ଳେଷଣ ପାଇଁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବିଜେତାମାନଙ୍କୁ ୧୧ ନିୟୁତ ସ୍ଵେଡିଶ କ୍ରନର ପ୍ରଦାନ କରାଯିବ। ସେଥିରୁ ଜୋଏଲ ମୋକିରଙ୍କୁ ଅଧା ଏବଂ ଅନ୍ୟ ୨ ଜଣଙ୍କୁ ଅଧା ଅର୍ଥ ପୁରସ୍କାର ବାବଦରେ ପ୍ରଦାନ କରାଯିବ। ଜୋଏଲ ମୋକିର ନେଦରଲାଣ୍ଡର ଲିଡେନଠାରେ ୧୯୪୬ରେ ଜନ୍ମଗ୍ରହଣ […]

Read More Text.
5

୨୦୨୭ ଅଗଷ୍ଟରେ ଗଡ଼ିବ ବୁଲେଟ୍ ଟ୍ରେନ୍

ନୂଆଦିଲ୍ଲୀ: ଦେଶରେ ପ୍ରଥମ ବୁଲେଟ ଟ୍ରେନ୍ ଅଗଷ୍ଟ ୨୦୨୭ରେ ଚାଲିବ। ଗୁଜରାଟର ମେହସାଣାରେ ଆୟୋଜିତ ଭାଇବ୍ରେଣ୍ଟ ଗୁଜରାଟ ରିଜିଓନାଲ କନଫରେନ୍ସରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି। ଗୁଜରାଟରେ ରେଳ ଚଳାଚଳର ଐତିହାସିକ ପରିବର୍ତ୍ତନ ଉପରେ ଚର୍ଚ୍ଚା କରିବା ସମୟରେ ସେ କହିଛନ୍ତି କି ଗୁଜରାଟ ରେଳ କ୍ଷେତ୍ରରେ ସମୁଦାୟ ୧,୪୬,୦୦୦ କୋଟି ଟଙ୍କାର ନିବେଶ କରାଯାଉଛି। ଗତ ୧୧ ବର୍ଷରେ ରାଜ୍ୟରେ ୨,୭୬୪ କିଲୋମିଟର ନୂଆ ଟ୍ରେନ୍‌ ଲାଇନ୍ ବିଛାଯାଇଛି ଯାହା […]

Read More Text.

ଇସ୍ରାଏଲ ସଂସଦରେ ଟ୍ରମ୍ପଙ୍କୁ ବିରୋଧ

ତେଲ ଅବିବ : ଇସ୍ରାଏଲରେ ବିରୋଧର ସମ୍ମୁଖୀନ ହୋଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଇସ୍ରାଏଲୀ ସଂସଦରେ ଭାଷଣ ଦେବା ସମୟରେ ଦୁଇ ଜଣ ସାଂସଦ, ଏମାନ ଓଡେ ଏବଂ ଓଫର କାସିଫ, ହଙ୍ଗାମା ସୃଷ୍ଟି କରିଥିଲେ ଓ ତାଙ୍କୁ ବିରୋଧ କରିଥିଲେ । ସେମାନେ ଟ୍ରମ୍ପଙ୍କୁ ଉପରେ ନରସଂହାର ସଙ୍କେତ ଦେଖାଇ ତାଙ୍କ ପାଖକୁ ଯିବାକୁ ଉଦ୍ୟମ କରିଥିଲେ । ତେବେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଅଟକାଇବା ସହ କକ୍ଷରୁ ବାହାର କରିଦେଇଥିଲେ । […]

Read More Text.
Accused

ଦୁର୍ଗାପୁର ଗଣଦୁଷ୍କର୍ମ ମାମଲା: ୫ମ ଅଭିଯୁକ୍ତ ଗିରଫ, ଉନ୍ନତ ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ଓଡ଼ିଶା ଆଣିବାକୁ ଦାବି କଲା ପରିବାର

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ଗଣଦୁଷ୍କର୍ମ ମାମଲାରେ ପଞ୍ଚମ ଅଭିଯୁକ୍ତ ଗିରଫ ।  ଗ୍ୟାଙ୍ଗ ରେପ ଘଟଣାରେ ଚାଲିଛି ତନାଘନା ତଦନ୍ତ । ପଞ୍ଚମ ଅଭିଯୁକ୍ତକୁ ଗିରଫ ପରେ କୋର୍ଟରେ ହାଜର କରିଛି ପୋଲିସ । ଗତକାଲି ଗିରଫ ଚାରି ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ପାଇଁ ୧୦ଦିନିଆ ରିମାଣ୍ଡରେ ନେଇଛି ପୋଲିସ ।  ଘଟଣାସ୍ଥଳରୁ ପୀଡ଼ିତାଙ୍କୁ ଛାଡ଼ି ଚାଲିଯାଇଥିବା ପୁରୁଷ ବନ୍ଧୁକୁ ଘଟଣା ସମ୍ପର୍କରେ ମାରାଥନ୍ ଜେରା ଚାଲିଛି । ଅନ୍ୟପଟେ ପଶ୍ଚିମବଙ୍ଗ କର୍ତ୍ତୃପକ୍ଷଙ୍କଠାରୁ ପ୍ରାରମ୍ଭିକ ସହାୟତା ନ […]

Read More Text.
Tajmahal

ତାଜମହଲରେ ଲାଗିଲା ନିଆଁ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଆଗ୍ରାରେ ଥିବା ବିଶ୍ବ ପ୍ରସିଦ୍ଧ ତାଜମହଲର ଦକ୍ଷିଣ ଦ୍ବାରରେ ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟ୍ କାରଣରୁ ଏପରି ଅଘଟଣ ଘଟିଥିବା ଜଣାପଡିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏପରି ଘଟଣା ଗତକାଲି ସକାଳେ ଦେଖିବାକୁ ମିଳିଛି ।  ଘଟଣାସ୍ଥଳରେ ଥିବା କର୍ମଚାରୀମାନେ ତୁରନ୍ତ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ଅଧିକାରୀ ଏବଂ ଟୋରେଣ୍ଟ ପାୱାରକୁ ସୂଚନା ଦେଇଥିଲେ । ସୂଚନା ପାଇବା ମାତ୍ରେ ଟୋରେଣ୍ଟ ପାୱାରର […]

Read More Text.
Israel hamas

ଇସ୍ରାଏଲୀ ବନ୍ଦୀଙ୍କୁ ଛାଡୁଛି ହମାସ

ହମାସ : ବନ୍ଦୀଙ୍କୁ ଛାଡୁଛି ହମାସ । ସାତ ଜଣ ଇସ୍ରାଏଲୀ ବନ୍ଦୀଙ୍କୁ ମୁକ୍ତ କରିଛି । ୭ ଜଣଙ୍କୁ ରେଡକ୍ରସକୁ ହସ୍ତାନ୍ତର କରିଥିଲା ହମାସ । ରେଡକ୍ରସ ବନ୍ଧକମାନଙ୍କୁ ଇସ୍ରାଏଲୀ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛି । ମୋଟ ୨୦ ଜଣ ଜୀବିତ ବନ୍ଧକଙ୍କ ମୁକ୍ତ କରିବ ହମାସ । ଆଜି ସକାଳେ ମୁକ୍ତି ପାଇଁ ଧାର୍ଯ୍ୟ ସମସ୍ତ ୨୦ ବନ୍ଧକଙ୍କ ନାଁ ପ୍ରକାଶ କରିଛି । ଅଧିକାଂଶ ମୁକ୍ତ ବନ୍ଧକ ହେଉଛନ୍ତି ସାଧାରଣ ନାଗରିକ । ମୁକ୍ତ […]

Read More Text.

ପୁଟିନଙ୍କୁ ଟ୍ରମ୍ପଙ୍କ ଧମକ, ଯୁଦ୍ଧ ବନ୍ଦ ନ କଲେ ୟୁକ୍ରେନକୁ ଦେବେ ଟୋମାହକ୍ ମିସାଇଲ

ଆମେରିକା : ରୁଷକୁ ପୁଣିଥରେ ଚେତାବନୀ ଦେଲେ ଟ୍ରମ୍ପ ।  ଯଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନରେ ଯୁଦ୍ଧ ବନ୍ଦ ନ କରନ୍ତି, ତେବେ ସେ ୟୁକ୍ରେନକୁ ଦୂରଗାମୀ ଟୋମାହକ୍ କ୍ଷେପଣାସ୍ତ୍ର ଦେଇପାରିବେ ବୋଲି ଟ୍ରମ୍ପ କହିଛନ୍ତି । ଟ୍ରମ୍ପ ଇସ୍ରାଏଲ ଯାଉଥିବା ସମୟରେ ଏହି ମନ୍ତବ୍ୟ ଦେଇଥିବା କୌଣସି ଏକ ସୂତ୍ରରୁ ଜଣାପଡିଛି । ସୂଚନାନୁଯାୟୀ, ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଟୋମାହକ୍ କ୍ଷେପଣାସ୍ତ୍ର ସମେତ ଅସ୍ତ୍ରଶସ୍ତ୍ର ଦାବି ସମ୍ପର୍କରେ କଥା ହୋଇଛନ୍ତି ବୋଲି ଟ୍ରମ୍ପ କହିଛନ୍ତି […]

Read More Text.