୩ ନୂଆ ଏୟାରଲାଇନ୍ସକୁ ମିଳିଲା ଅନୁମତି

ନୂଆଦିଲ୍ଲୀ : ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦେଶରେ ଚଳାଚଳ କରିବାକୁ ପ୍ରସ୍ତୁତ ହେଉଥିବା ୩ ଏୟାରଲାଇନ୍ସକୁ ଅନୁମତି ପ୍ରଦାନ କରିଛନ୍ତି। ଶଙ୍ଖ ଏୟାର, ଅଲ ହିନ୍ଦ ଏୟାର ଓ ଫ୍ଲାଇଏକ୍ସପ୍ରେସକୁ ମଞ୍ଜୁରୀ ମିଳିଛି। ଏହା ଦ୍ବାରା ଯାତ୍ରୀଙ୍କ ପାଖରେ ବିକଳ୍ପ ବଢିବା ସହିତ ବିମାନ ସେବାରେ ପ୍ରତିଦ୍ବନ୍ଦ୍ବିତା ମଧ୍ୟ ସୃଷ୍ଟି ହେବ। ଗତ ସପ୍ତାହରେ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଏହି ୩ ଏୟାରଲାଇନ୍ସ ଦଳ ସହ ସାକ୍ଷାତ କରିଥିଲେ। ଶଙ୍ଖ ଏୟାରକୁ […]

Read More Text.

କ୍ୟାଥଡ୍ରାଲ୍ ଚର୍ଚ୍ଚରେ ପହଞ୍ଚି ସମସ୍ତଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସକାଳେ ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥଡ୍ରାଲ୍ ଚର୍ଚ୍ଚ ଅଫ୍ ଦି ରିଡେମ୍ପସନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ପହଞ୍ଚି ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର ପ୍ରାର୍ଥନା ସଭାରେ ଯୋଗ ଦେଇଛନ୍ତି । ଯାହାକୁ ମୋଦି ତାଙ୍କ Xରେ ପୋଷ୍ଟ କରିଛନ୍ତି । ଏହି ପ୍ରାର୍ଥନାରେ ଦିଲ୍ଲୀର ବିଶପ୍ ରେଭ. ଡକ୍ଟର ପଲ ସ୍ୱରୂପ ମୋଦିଙ୍କ ପାଇଁ ବିଶେଷ ପ୍ରାର୍ଥନା କରିଥିଲେ । ଏହି ପ୍ରାର୍ଥନା ସଭା ପ୍ରେମ, ଶନ୍ତି ଏବଂ କରୁଣାର ଶାଶ୍ବତ ସନ୍ଦେଶକୁ […]

Read More Text.
1952961 trump

ଟ୍ରମ୍ପଙ୍କ ମୁଖା ଖୋଲୁଛି ଏପଷ୍ଟେଇନ୍ ଫାଇଲ୍ସ, ମୁଖ୍ୟ ଅଭିଯୁକ୍ତ ସହ ବିମାନ ଯାତ୍ରା କରୁଥିଲେ ଡୋନାଲ୍ଡ ଟ୍ରମ୍ପ୍

ନୂଆଦିଲ୍ଲୀ, ୨୪/୧୨: ଏପଷ୍ଟେଇନ୍ ଫାଇଲକୁ ନେଇ ଆମେରିକାରେ ଝଡ । ୟୁଏସ ରାଜନୀତିର ଅନେକ ଗୁମର ଖୋଲିଛି ବହୁ ଚର୍ଚ୍ଚିତ ଏପଷ୍ଟେଇନ୍ ଫାଇଲ୍ । ଧିରେ ଧିରେ ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଅନେକ କଥା ସାମ୍ନାକୁ ଆସିଲାଣି । ନବେଦଶକରେ ଶିଶୁ ବିରୋଧୀ ହିଂସାରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତ ସହ ଟ୍ରମ୍ପ୍ ଗୋଟିଏ ବିମାନରେ ଯାତ୍ରା କରୁଥିଲେ ବୋଲି ଫାଇଲରେ ଉଲ୍ଲେଖ ରହିଛି । ସାମ୍ନାକୁ ଆସିଥିବା ତଥ୍ୟରେ ଜଣା ପଡିଛି ଯେ, ୧୯୯୦ରେ ଡୋନାଲ୍ଡ […]

Read More Text.

ୟୁନୁସଙ୍କୁ ଆମେରିକାର ଝଟକା, ଆବାମୀ ଲିଗ୍ ଉପରୁ ବ୍ୟାନ ହଟାଇବାକୁ ନିର୍ଦ୍ଦେଶ

ଢାକା ୨୪।୧୨: ବାଂଲାଦେଶରେ ଫେବୃଆରୀରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ପୂର୍ବରୁ ଶେଖ ହସିନାଙ୍କ ଦେଶକୁ ଫେରିବା ରାସ୍ତା ଖୋଲୁଥିବାର ଦେଖାଯାଉଛି। ଏଥି ପାଇଁ ମହମଦ ୟୁନୁସଙ୍କ ଏକଛତ୍ରବାଦୀ ଅନ୍ତରୀଣ ସରକାରଙ୍କ ଉପରେ ଅନ୍ତର୍ଜାତୀୟ ଚାପ ବଢିବାରେ ଲାଗିଛି। ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଭାବଶାଳୀ ସାଂସଦଙ୍କ ଏକ ସମୂହ ସ୍ପଷ୍ଟ ଶବ୍ଦରେ ଚେତାବନୀ ଦେଇ କହିଛନ୍ତି ଯେ ୟୁନୁସଙ୍କୁ ଶେଖ ହସିନାଙ୍କ ପାର୍ଟି ଆବାମୀ ଲିଗ୍ ଉପରୁ ବ୍ୟାନ ହଟାଇବା ଆବଶ୍ୟକ। ସାଂସଦମାନେ କହିଛନ୍ତି କୌଣସି ବଡ଼ ରାଜନୈତିକ ପାର୍ଟିକୁ […]

Read More Text.

ବାଂଲାଦେଶରେ କେମିତି ରହୁଛନ୍ତି ହିନ୍ଦୁ; ଘରୁ ବାହାରିବା ଏବଂ ନାମ କହିବାକୁ ଡରୁଛନ୍ତି

ନୂଆଦିଲ୍ଲୀ : ବାଂଲାଦେଶରେ ହିନ୍ଦୁ ଯୁବକ ଦୀପୁ ଦାସଙ୍କ ନିର୍ମମ ଗଣହତ୍ୟା ଚାଞ୍ଚଲ୍ୟ ଖେଳାଇଛି । ଏହାସହିତ ଗତ ୭-୮ ମାସ ଧରି ହିନ୍ଦୁମାନଙ୍କ ଉପରେ ଆକ୍ରମଣ ବାଂଲାଦେଶୀ ହିନ୍ଦୁମାନଙ୍କୁ ଅତ୍ୟନ୍ତ ଭୟରେ ଜୀବନଯାପନ କରିବାକୁ ବାଧ୍ୟ କରିଛି। ସେମାନେ ମୃତ୍ୟୁର ନିରନ୍ତର ଭୟରେ ବଞ୍ଚୁଛନ୍ତି। ଜଣେ ହିନ୍ଦୁ ଯୁବକ ନିଜର ନାମ କିମ୍ବା ପରିଚୟ ପ୍ରକାଶ କରିବାକୁ ମନା କରି ଭୟ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ଯଦି ତାଙ୍କ ସ୍ୱରକୁ ଚିହ୍ନିତ କରାଯାଏ, […]

Read More Text.

ବିକ୍ରି ହେଲା ପାକିସ୍ତାନର ଏୟାରଲାଇନ୍ସ

ଇସଲାମାବାଦ: ବାରମ୍ବାର ବଦନାମ ହେଉଛି ପାକିସ୍ତାନ । ସବୁବେଳେ ଆତଙ୍କୀ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ପୁଣି ଥରେ ଏବେ ନିଜ କାଙ୍ଗାଳପଣକୁ ନେଇ ଚର୍ଚ୍ଚାରେ ରହିଛି । କୁହାଯାଉଛି ବିଦେଶକୁ ଭିକାରୀ ପଠେଇ ପଠେଇ ନିଜେ ଭିକାରୀ ହେଇଗଲା ଦେଶ । କାରଣ ପାକିସ୍ତାନର ଆର୍ଥିକ ସ୍ଥିତି ଏତେ ସଙ୍କଟରେ ପଡିଛି ଯେ ସିଏ ପିଆଇଏକୁ ବିକିବାକୁ ବାଧ୍ଯ ହୋଇଛି । କାଙ୍ଗାଳ ପାକିସ୍ତାନର ହାଲ୍ ବେହାଲ୍ ହୋଇଛି । ବିକ୍ରି ହେଲା ପାକିସ୍ତାନର […]

Read More Text.

ଗାଁର ଜନସଂଖ୍ୟା ୧,୩୯୪, ତିନି ମାସରେ ଜନ୍ମ ନେଲେ ୨୭,୩୯୭ ପିଲା, ଯାଞ୍ଚ ଲାଗି ଗଠନ ହେଲା SIT

ମୁମ୍ବାଇ ୨୪।୧୨: ମହାରାଷ୍ଟ୍ର ୟବତମାଲ ଜିଲ୍ଲା ସେନ୍ଦୁରସାନୀ ଗାଁ ମିଛ ଜନ୍ମ ପଞ୍ଜିକରଣ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଯାଞ୍ଚ ଦଳ (ଏସଆଇଟି) ଗଠନ କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ସେନ୍ଦୁରସାନୀ ଗାଁର ମୋଟ ଜନସଂଖ୍ୟା ୧,୩୯୪ ହେଲେ ସେପ୍ଟେମ୍ବର-ନଭେମ୍ବର ୨୦୨୫ ମାତ୍ର ୩ ମାସ ମଧ୍ୟରେ ୨୭,୩୯୭ଟି ମିଛ ଜନ୍ମ ପ୍ରମାଣପତ୍ର ପ୍ରସ୍ତୁତ କରାଯାଇଛି। ଏହି ଗୁରୁତର ଅନିୟମିତତା ମାମଲାର ଯାଞ୍ଚ ଦାୟିତ୍ୱ ମହାରାଷ୍ଟ୍ରର ଫଡନବୀସ ସରକାର ଏସଆଇଟିକୁ ପ୍ରଦାନ କରିଛନ୍ତି। ଏହି […]

Read More Text.
G86kiylagaa3zhd

ଭାରତ ମାଟିରୁ ମହାକାଶକୁ ସବୁଠୁ ଓଜନିଆ ସାଟେଲାଇଟ୍ : ବ୍ଲୁବାର୍ଡ ବ୍ଲକ-୨

ନୂଆଦିଲ୍ଲୀ: ଭାରତ ପାଇଁ ଏକ ଐତିହାସିକ ଦିନ । ଯୋଗାଯୋଗ କ୍ଷେତ୍ରରେ ଯୋଡ଼ି ହେଲା ଏକ ନୂଆ ଫର୍ଦ୍ଦ। ଟେଲି କମ୍ୟୁନିକେସନ କ୍ଷେତ୍ରରେ ଇସ୍ରୋ ରଚିଲା ଇତିହାସ । ଭାରତ ମାଟିରୁ ମହାକାଶକୁ ସବୁଠୁ ଓଜନିଆ ସାଟେଲାଇଟ୍ ଯିବା ପରେ ଉଇଁଛି ଆଶା । ମୋବାଇଲ ନେଟୱର୍କ ନେଇ ବିଭିନ୍ନ ସମୟରେ ସମସ୍ୟା ଦେଖା ଦେଉଥିବା ବେଳେ ଏବେ ସେ ଟେନ୍‌ସନ୍‌ ଗଲା । ଆଉ ମୋବାଇଲ୍ ନେଟଓ୍ଵର୍କ ପାଇଁ ଲୋକେ ପାହାଡ ଚଢିବେନି କି ଗଛ […]

Read More Text.

ଠାକରେ ଭ୍ରାତାଙ୍କୁ ଏକାଠି କଲା BMC ନିର୍ବାଚନ, ମେଣ୍ଟ ଘୋଷଣା କଲେ ଶିବସେନା(ୟୁବିଟି) ଓ ଏମଏନଏସ୍

ଶିବତୀର୍ଥ ୨୪।୧୨: ମହାରାଷ୍ଟ୍ରରେ ବାଲାସାହେବ ଠାକରେଙ୍କ ଶିବସେନା ପୁଣି ଥରେ ମଜଭୁତ ହେବାକୁ ଯାଉଛି। ବାଲ ଠାକରେଙ୍କ ଉତ୍ତରାଧିକାରୀ ତାଙ୍କ ପୁଅ ଉଦ୍ଧବ ଠାକରେ ଓ ପୁତୁରା ରାଜ ଠାକରେ ପାଖାପାଖି ୨୦ ବର୍ଷ ପରେ ପୁଣି ଏକାଠି ହୋଇଛନ୍ତି। ୨୦୨୬ ବୃହନ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) ନିର୍ବାଚନ ପୂର୍ବରୁ ଶିବସେନା (ୟୁବିଟି) ଓ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମେଣ୍ଟ ଘୋଷଣା କରିଛନ୍ତି। ଉଭୟ ଦଳର ନେତା ଓ କାର୍ଯ୍ୟକର୍ତ୍ତା ଦୀର୍ଘ ସମୟରୁ ଏହି ଘୋଷଣାକୁ ଅପେକ୍ଷା […]

Read More Text.
Nitin

୪୦% ପ୍ରଦୂଷଣ ଆମ ପାଇଁ ହୋଇଛି : ନୀତିନ ଗଡକରୀ

ନୂଆଦିଲ୍ଲୀ : ଦିଲ୍ଲୀର ଗମ୍ଭୀର ପ୍ରଦୂଷଣ ଉପରେ ଚିନ୍ତା ପ୍ରକାଶ କରି, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ସ୍ୱୀକାର କରିଛନ୍ତି ଯେ ଯାନବାହାନରୁ ନିର୍ଗତ ଧୂଆଁ ପାଇଁ ୪୦% ପ୍ରଦୂଷଣ ହୋଇଛି । ଏହାସହ ପ୍ରତିବର୍ଷ ଜୀବାଶ୍ମ ଇନ୍ଧନ ଆମଦାନୀ ଉପରେ ୨୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାର ଯୁକ୍ତି ଉପରେ ପ୍ରଶ୍ନ ଉଠାଇ ବିକଳ୍ପ ଏବଂ ଜୈବ ଇନ୍ଧନରେ ଅଧିକ ଆତ୍ମନିର୍ଭରଶୀଳତା ପାଇଁ ଆହ୍ୱାନ ଦେଇଛନ୍ତି । ଏକ […]

Read More Text.