ବ୍ୟାରିକେଡ୍ ଡେଇଁ ବିଧାନସଭା ପାଖରେ ପହଞ୍ଚିଲେ ଛାତ୍ର, ପାଣିମାଡ଼ ସହ ପୋଲିସ କଲା ଲାଠିଚାର୍ଜ
ଝାଡ଼ଖଣ୍ଡ : ତୀବ୍ର ହେଉଛି ଝାଡ଼ଖଣ୍ଡରେ ଛାତ୍ର ଆନ୍ଦୋଳନ । ପୋଲିସ – ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ରାସ୍ତାରେ ହଜାର ହଜାର ଛାତ୍ର ପୋଲିସ ବ୍ୟାରିକେଡ୍ ଡେଇଁ ବିଧାନସଭା ପାଖରେ ପହଞ୍ଚିଗଲେ । ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଘଉଡ଼ାଇବାକୁ ପ୍ରଥମେ ପାଣିମାଡ଼ କରିଥିଲା ପୋଲିସ । ଏହା ପରେ ଲାଠିଚାର୍ଜ କରିଥିଲା । ପାଣିମାଡ଼ ବେଳେ ଆନ୍ଦୋଳନକାରୀ ଛାତ୍ର ରେନ୍ ଡ୍ୟାନ୍ସ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ପୋଲସକୁ ଖାତିର କରିନଥିଲେ । ଖଣ୍ଡଯୁଦ୍ଧ ସ୍ଥିତି ଉପୁଜିଥିଲା […]
Read More Text.