ଦିନିକିଆ କ୍ରିକେଟରୁ ଅବସର ଘୋଷଣା କଲେ ଗ୍ଲେନ୍ ମାକ୍ସୱେଲ
ନୂଆଦିଲ୍ଲୀ: ଦିନିକିଆ କ୍ରିକେଟରୁ ଅବସର ନେଲେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍। ହଠାତ୍ ଏହି ଷ୍ଟାର କ୍ରିକେଟର ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଦିନିକିଆରୁ ଅବସର ନେଇଥିଲେ ବି ମ୍ୟାକ୍ସୱେଲ୍ ଟି-୨୦ କ୍ରିକେଟ୍ ଖେଳିବା ଜାରି ରଖିବେ। ୨୦୧୨ରେ ଆଫଗାନିସ୍ତାନ ବିପକ୍ଷ ଦିନିକିଆରେ ଡେବ୍ୟୁ ପରେ, ମ୍ୟାକ୍ସୱେଲ୍ ଅଷ୍ଟ୍ରେଲିଆ ପାଇଁ ୧୪୯ଓଡିଆଇ ଖେଳିଥିଲେ, ଯେଉଁଥିରେ ସେ ୩୩.୮୧ ହାରରେ ଏବଂ ୧୨୬.୭୦ଷ୍ଟ୍ରାଇକ୍ ରେଟ୍ ସହିତ ୩,୯୯୦ ରନ୍ କରିଥିଲେ। ମ୍ୟାକ୍ସୱେଲ୍ ତାଙ୍କର ଉତ୍କୃଷ୍ଟ […]
Read More Text.