ଜାତୀୟ କନିଷ୍ଠ ରଗବୀ ରୌପ୍ୟ ବିଜେତା ଦଳରେ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀର ୨ ଖେଳାଳୀ
ବାରିପଦା – ଚଳିତ ମାସ ୮ ରୁ ୯ ତାରିଖ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ଡେରାଡୁନ ଠାରେ ଶେଷ ହୋଇଥିବା ୭ମ ଜାତୀୟ କନିଷ୍ଠ ରଗବୀ ପ୍ରତିଯୋଗିତା-୨୦୨୫ ରେ ଓଡ଼ିଶା ଦଳ ରୌପ୍ୟ ପଦକ ହାସଲ କରିଥିବା ବେଳେ, ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀର ୨ ଜଣ ବାଳିକା ଓଡ଼ିଶା ଦଳରେ ସ୍ଥାନ ପାଇ ବିଜୟ ହେବାର ବିଶେଷ ଭୂମିକା ଗ୍ରହଣ କରିଥିଲେ ସେମାନେ ହେଲେ; ସୁମିତ୍ରା ମୁର୍ମୁ ଓ ନମିତା ହେମ୍ବ୍ରମ I ତାଙ୍କର ଏହି ସଫଳତାର […]
Read More Text.