ପାକିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ
ଦୁବାଇ : ମିନି ବିଶ୍ୱକପ୍ କୁହାଯାଉଥିବା ଚାମ୍ପିଅନ୍ସ ଟ୍ରଫିର ସବୁଠୁ ବଡ଼ ତଥା ହାଇଭୋଲଟେଜ ମ୍ୟାଚ୍ରେ ଦମ୍ଦାର ବିଜୟ ହାସଲ କରିଛି ଭାରତ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଚାମ୍ପିଅନ୍ସ ଟ୍ରଫିର ସବୁଠୁ ବଡ଼ ତଥା ହାଇଭୋଲଟେଜ ଭାରତ ଓ ପାକିସ୍ତାନ ମ୍ୟାଚରେ ଭାରତ ବିଜୟୀ ହୋଇଛି। ପାକିସ୍ତାନ ପକ୍ଷରୁ ଦିଆଯାଇଥିବା ୨୪୨ ରନ୍ର ଟାର୍ଗେଟକୁ ଭାରତ ୪୨.୩ ଓଭରରେ ମାତ୍ର ୪ ୱିକେଟ ହରାଇ ହାସଲ କରିନେଇଛି। ଭାରତର ନିର୍ଭର ଯୋଗ୍ୟ ବ୍ୟାଟର ବିରାଟ […]
Read More Text.