ଚମ୍ପିଆନ୍ସ ଟ୍ରଫି: ଖେଳାଳିଙ୍କ ସହ ଯିବେନାହିଁ ପରିବାର ସଦସ୍ୟ
ନୂଆଦିଲ୍ଲୀ: ୧୫ରେ ଭାରତୀୟ କ୍ରିକେଟ୍ ଦଳ ଚମ୍ପିଆନ୍ସ ଟ୍ରଫି ଖେଳିବାକୁ ଦୁବାଇ ଯାତ୍ରାକରିବ। ଏହି ଟୁର୍ଣ୍ଣାମେଣ୍ଟରୁ ବିସିସିଆଇର ନୂତନ ଯାତ୍ରା ନୀତି ଲାଗୁହେବ। ଏହା ଅନୁସାରେ, ଭାରତୀୟ ଖେଳାଳିଙ୍କ ସହ ତାଙ୍କର କୌଣସି ପରିବାର ସଦସ୍ୟ ଯାଇପାରିବେ ନାହିଁ। ଭାରତ ତା’ର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ। ଚଳିତମାସ ୨୦ରେ ବାଂଲାଦେଶ ବିପକ୍ଷରେ ଖେଳି ଭାରତ ଅଭିଯାନ ଆରମ୍ଭ କରିବ। ୨୩ରେ ପାକିସ୍ତାନ ଓ ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଲିଗ୍ ମ୍ୟାଚ୍ ଖେଳିବ। ବିସିସିଆଇର […]
Read More Text.