ସନାତନ ଧର୍ମର ସୁରକ୍ଷା ଓ ବିଶ୍ୱ କଲ୍ୟାଣ ନିମନ୍ତେ ଯଜ୍ଞ ଏକ ମହାନ ସଂକଳ୍ପ: ଲିଙ୍ଗରାଜ କ୍ଷେତ୍ରରେ ମହାରୁଦ୍ରାଭିଷେକ ଅନୁଷ୍ଠିତ
ଭୁବନେଶ୍ୱର : ପବିତ୍ର ପୁରୁଷୋତ୍ତମ ମାସର ପୁଣ୍ୟ ଅବସରରେ ସନାତନ ଧର୍ମର ସୁରକ୍ଷା ଏବଂ ବିଶ୍ୱ ଶାନ୍ତି ତଥା ଜନକଲ୍ୟାଣର ମହାନ ଉଦ୍ଦେଶ୍ୟ ନେଇ ଓଡ଼ିଶା ବ୍ରାହ୍ମଣ ମହାସଂଘ, ଭୁବନେଶ୍ୱର ଶାଖା ପକ୍ଷରୁ ଏକ ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଐତିହାସିକ ପ୍ରଭୁ ଲିଙ୍ଗରାଜ ମନ୍ଦିର ନିକଟସ୍ଥ ଡାକରା ବିଭୀଷଣ ମନ୍ଦିର ପରିସରରେ ଆୟୋଜିତ ଏହି ମହୋତ୍ସବରେ ମନ୍ତ୍ରପୂତ ରୁଦ୍ରାଭିଷେକ ଏବଂ ହୋମ ଯାଗଯଜ୍ଞ ଆଦି ଶାସ୍ତ୍ରୀୟ ବିଧି ବିଧାନ ପଣ୍ଡିତ ସୁନୀଲ କୁମାର ନନ୍ଦଙ୍କ […]
Read More Text.