ସହଦେବ ନାୟକ ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ନାୟକ ଗିରଫ

ଭୁବନେଶ୍ୱର : ବହୁଚର୍ଚ୍ଚିତ ଭୁବନେଶ୍ବର ସହଦେବ ନାୟକ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ସୁଶାନ୍ତ ନାୟକକୁ ଗିରଫ କରିଛି କମିସନରେଟ ପୋଲିସ । କଟକ ଜିଲ୍ଲା କାନପୁର ଥାନା ଚମ୍ପେଶ୍ୱର୍ ଅଞ୍ଚଳରୁ ଗିରଫ କରିଛି ।  ସୁଶାନ୍ତ ହତ୍ୟାକାଣ୍ଡ ପରେ ନିଜ ବାଇକ୍‌ ଛାଡି ପଳାଇଥିଲା ।  ଏହାକୁ ମିଶାଇ ଏହି ଘଟଣାରେ ୮ ଜଣ ଗିରଫ ହୋଇଛନ୍ତି । ସୂଚନା ଅନୁସାରେ ଫେବୃୟାରୀ ୧୬ରେ ରମା ନାଏକ ନାମକ ଜଣେ ମହିଳାକୁ ଗିରଫ କରିଥିଲା ମଞ୍ଚେଶ୍ୱର […]

Read More Text.

ବାମନଘାଟୀ ଉପଜିଲ୍ଲାପାଳଙ୍କ ଆଶାୟୀ ଶିକ୍ଷିତ ଯୁବଵର୍ଗଙ୍କୁ ଚାକିରୀ ପାଇଁ ନୂତନ ଦିସା ପ୍ରୟାସ

ଏସପାଇଆର ରାଇରଙ୍ଗପୁର” ମାଧ୍ୟମରେ ଫ୍ରି କୋଚିଂ ବାରିପଦା : ବାମନଘାଟୀ ଉପଖଣ୍ଡ ର ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ଭବିଷ୍ୟତ ଲକ୍ଷ୍ୟ ପୂରଣ ନେଇ ମୟୁରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନଙ୍କ ତତ୍ୱାବଧାନରେ ଉପଖଣ୍ଡ ପ୍ରଶାସନ ତରଫରୁ “ଏସପାଇଆର ରାଇରଙ୍ଗପୁର “(Aspire Rairangpur ) ଏକ ଅଭିନଵ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ କେବଳ ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ଅନ୍ତର୍ଗତ ୭ ଗୋଟି ବ୍ଲକ ଓ ରାଇରଙ୍ଗପୁର ପୌରପାଳିକା ଅଂଚଳର […]

Read More Text.

ନୂତନ ସରକାରୀ ନିର୍ବାହୀଯନ୍ତ୍ରୀ ଙ୍କୁ ସ୍ୱାଗତ ସମ୍ବରଧନା

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ରେ କୁମାରୀ ବିମଳା ମାର୍ଣ୍ଡି ନୂତନ ସରକାରୀନିର୍ବାହୀ ଯନ୍ତ୍ରୀ ଭାବେ ଯୋଗଦାନ କରିଛନ୍ତି l ସେ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ରେ କାର୍ଯାରତ ଥିଲେ l ଏଠାରେ ଥିବା ମୋନାଲିସା ନାଏକ ମୟୁରଭଞ୍ଜ ଜିଲ୍ଲା ପରିଷଦ କୁ ବଦଳି ହୋଇ ଯାଇଛନ୍ତି lବିଜାତଳା ବ୍ଲକ ରେ ନିର୍ବାହୀ ଯନ୍ତ୍ରୀ ପଦବୀ ଖାଲି ପଡିରହିଥିଲା l ନୂତନ ଭାବେ ଯୋଗଦାନ କରିଥିବାନିର୍ବାହୀ ଯନ୍ତ୍ରୀ ଙ୍କୁ ଆଜି ବିଜାତଳା ପଂଚାୟତ ସମିତି ଉପାଧ୍ୟକ୍ଷା ଶ୍ରୀମତୀ […]

Read More Text.

ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ବାରିପଦା : ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ଦିବସ, ୨୦୨୫ ପାଳନ ଉପଲକ୍ଷେ ବାରିପଦାସହର ଅନ୍ତର୍ଗତ ତକତପୁରସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଏବଂ ପ୍ଲାନେଟେରିୟମ ଠାରେ ଓଡିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ, ଭୂବନେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ମିଳିତ ଆନୁକୂଲ୍ୟରେ ଏକ ବିଜ୍ଞାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି l ଏହି ଅବସରରେ ବୈଜ୍ଞାନିକ ସି.ଭି. ରମଣଙ୍କ “ରମଣ ପ୍ରଭାବ” ତତ୍ତ୍ୱ ଉପସ୍ଥାପନର ସ୍ମୃତି ଚାରଣ କରାଯାଇଥିଲା […]

Read More Text.

ସି ପି ଆଇ ତରଫରୁ ଗହ୍ମାପୁର ଶାଖା ସମ୍ମିଳନୀ ଅନୁଷ୍ଠିତ

ବାରିପଦା : ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସମ୍ବିଧାନମତେ ଆଜି ବାଙ୍ଗିରିପୋଷି ଜୋନ୍ ର ଗହ୍ମାପୁର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ମହିଳା ସାଥୀ ଚିତ୍ରମଣି ସିଂ ପତାକା ଉତ୍ତୋଳନ କରିଥିଲେ।ସାଥୀ ଶମ୍ଭୁ ସିଂଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ମିଳନୀକୁ ଉଦଘାଟନ କରି ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର କହିଲେ ସର୍ବ ନିମ୍ନ ମଜୁରୀ ଆଇନ୍ କାର୍ଯକାରୀ ନ ହେବା ଯୋଗୁ ଶ୍ରମିକ ଶୋଷିତ ହେଉଛି, ମନରେଗା ଯୋଜନାରେ କାମ ନାହିଁ, ସାମାଜିକ ସୁରକ୍ଷା ବିପର୍ଯ୍ୟସ୍ତ, ବାହୁବଳୀ […]

Read More Text.

ରାସ୍ତା ଅବରୋଧ ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ୁନି, ବିଭାଗୀୟ ଅଧିକାରୀଙ୍କ ଅଣଦେଖାକୁ ନେଇ ଅଭିଯୋଗ

ଆଗରପଡ଼ା :ଜନୈକ ବ୍ୟକ୍ତିଙ୍କ ବାସଗୃହ ବାହାରକୁ ବାହାରିବା ରାସ୍ତାକୁ ଅବରୋଧ କରୁଥିବା ବ୍ୟକ୍ତିଙ୍କୁ ତହସିଲ ପକ୍ଷରୁ ଉଚ୍ଛେଦ କରାଯିବା ପରେ ମଧ୍ୟ ଉକ୍ତ ବ୍ୟକ୍ତି ପୁନର୍ବାର ସଂପୃକ୍ତ ରାସ୍ତାକୁ ଅବରୋଧ କରୁଥିବା ନେଇ ଭଦ୍ରକ ଜିଲ୍ଲା ବନ୍ତ ତହସିଲଦାରଙ୍କ ଠାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ବନ୍ତ ବ୍ଲକ ଅଣିଜୋ ପଂଚାୟତ ଅନ୍ତର୍ଗତ ରାଜନଗର ମଙ୍ଗଳପୁର ଗ୍ରାମର ଘନଶ୍ୟାମ ଯେନାଙ୍କ ଅଭିଯୋଗ ଅନୁଯାୟୀ ଅଣିଜୋ ଆରଆଇସର୍କଲ ଅନ୍ତର୍ଗତ ମଙ୍ଗଳପୁର ମୌଜା ସ୍ଥିତ ଖାତା ନଂ ୫୩୪,ପ୍ଲଟନଂ.୬୨୦ର ଏ.୦.୦୫ଡ଼ି.ରୁ […]

Read More Text.

ଭାତୃ ପୂଜନ ଓ ପ୍ରତିଭା ସମ୍ମାନ

ଆଗରପଡ଼ା :ବନ୍ତ ବ୍ଲକ ରାମପୁର ପଂଚାୟତ କୌଶଲ୍ୟା ସରକାରୀ ଉପ୍ରା ବିଦ୍ୟାଳୟର ଭାତୃ ପୂଜନ ଓ ଧୀରେନ୍ଦ୍ର ମହାନ୍ତି ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଶୋକ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ବିଶ୍ୱନାଥ ଦୀକ୍ଷିତ, ମୁଖ୍ୟ ବକ୍ତା ପ୍ରାକ୍ତନ ଅତିରିକ୍ତ ଶିକ୍ଷାଅଧିକାରୀ ନିଗମାନନ୍ଦ ମିଶ୍ର, ସମ୍ମାନିତ ଅତିଥି ଶିକ୍ଷାବିତ୍ ସୋମନାଥ ସୂତାର, ପ୍ରଧାନଶିକ୍ଷକ ଶରତ ନାୟକ, ଆଚଂଳିକ ସାଧନକେନ୍ଦ୍ର ସଂଯୋଜକ ସନ୍ତୋଷ ମଲ୍ଲିକ, ପ୍ରାକ୍ତନ ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ […]

Read More Text.

ସରମରା-ଅଘିରାଗଡ଼ିଆ କେନାଲ ରାସ୍ତା ମରାମତି ଦାବି

ଆଗରପଡ଼ା :ବନ୍ତ ବ୍ଲକ ସରମରା-ଅଘିରାଗଡ଼ଆ ମାଇନର କେନାଲ ରାସ୍ତା ଦୀର୍ଘ ଦିନ ଧରି ଶୋଚନୀୟ ହୋଇପଡ଼ିଛି । କେନାଲଟି ସୋସୋ ମାଇନର କେନାଲ ଜଗନ୍ନାଥପୁର ଗ୍ରାମ ନିକଟରୁ ବାହାରି ଅଘିରାଗଡ଼ିଆ, ବାଙ୍କତୀରା, ଭଗାରାମ, ଆପତୀରା, ତୁମ୍ବାପଦୀ ଦେଇ ସରମରା ନିକଟରେ ସରୁସାଗର ନଦୀ ସହ ସଂଯୋଗ ହୋଇଛି । ଉକ୍ତ କେନାଲ ବନ୍ଧକୁ ସ୍ଥାନୀୟ ଲୋକମାନେ ରାସ୍ତା ଭାବେ ବ୍ୟବହାର କରିଥାନ୍ତି । ଉପରୋକ୍ତ ଗ୍ରାମଗୁଡ଼ିକ ସହ ଗୋହିରା, ତୋଟାସାହି, ଦେବତାଗଡ଼ିଆ, ଟିଲୋ, ଏରଝାଟିଆ, ପାରାବନ୍ଧ ଆଦି […]

Read More Text.

କୁଣ୍ଡୁଳା ବିଦ୍ୟାଳୟ ବାର୍ଷିକ ଉତ୍ସବ

ଆଗରପଡ଼ା :ବନ୍ତ ବ୍ଲକ ରାମପୁର ପଂଚାୟତ କୁଣ୍ଡୁଳା ସ୍ଥିତ ଶଶିଭୂଷଣ ନବକିଶୋର ସରକାରୀ ଉପ୍ରା ବିଦ୍ୟାଳୟ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ ଶରତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପ୍ରାକ୍ତନ ବ୍ଲକ ଅତିରିକ୍ତ ଶିକ୍ଷାଅଧିକାରୀ ନିଗମାନନ୍ଦ ମିଶ୍ର, ମୁଖ୍ୟବକ୍ତା ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ସୁଧୀର ରାଉତ, ସମ୍ମାନୀତ ଅତିଥି ବିଦ୍ୟାଳୟ ପ୍ରତିଷ୍ଠାତା ପିତାମ୍ବର ବେହୁରିଆ, ଶ୍ରୀଧର ପୃଷ୍ଟି, ଚାରିତିରା କାଜିପୋଖରୀ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ତପସ୍ୱିନୀ […]

Read More Text.

ପୋଲାଭରମ ପ୍ରକଳ୍ପ ବିରୋଧରେ ଗଣଗର୍ଜନ, ଭର୍ଚୁଆଲରେ ସମାବେଶକୁ ସମ୍ବୋଧନ କଲେ ନବୀନ

ମାଲକାନଗିରି : ପୋଲାଭରମ ପ୍ରକଳ୍ପ ବିରୋଧରେ ରଣହୁଙ୍କାର ।  ଆଜି ମାଲକାନଗିରିର ମୋଟୁରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଶାଳ ଜନ ସମାବେଶ ।  ଏଥିରେ ଓଡ଼ିଶା ସମେତ ଆନ୍ଧ୍ର, ତେଲଙ୍ଗାନା ଓ ଛତିଶଗଡ଼ର ପ୍ରାୟ ପାଞ୍ଚ ହଜାର ଆଦିବାସୀ ସାମିଲ ହୋଇଥିଲେ ।  ଆନ୍ଦୋଳନକୁ ବିଜୁ ଜନତା ଦଳ ସମର୍ଥନ ଜଣାଇଥିବା ବେଳେ ଦଳର ବହୁ ନେତା ଯୋଗଦେଇଥିଲେ ।  ସେହିପରି ଆଦିବାସୀ ସଂଘ ମଧ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲା । ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ […]

Read More Text.