ଛାତ୍ରୀ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ

ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ କନ୍ତିଆ ସ୍ଥିତ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ମହାବିଦ୍ୟାଳୟର ଆୟୋଜିତ ୭ ଦିନ ବ୍ୟାପି କାର୍ଯ୍ୟକ୍ରମରେ ଯୁକ୍ତ ୩ ଶାସ୍ତ୍ରୀର ୫୦ ଜଣ ଛାତ୍ରୀ ଆତ୍ମରକ୍ଷା କୌଶଳ ଉପରେ ତାଲିମ ନେଇଥିଲେ । ମହାବିଦ୍ୟାଳୟର ଅଧକ୍ଷ ଶଙ୍କର୍ଷଣ ଦାଶ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଶିକ୍ଷିକା ହରପ୍ରିୟା ମହାକୁଡ଼ ଓ ହିମାସ୍ମି ସ୍ୱାଇଁ ଛାତ୍ରୀଙ୍କୁ […]

Read More Text.

ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ଆଗରପଡ଼ା :ବନ୍ତ ବ୍ଲକ ଛୟାଳସିଂହ ପଂଚାୟତ ପଳସା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ରାଜଶ୍ରୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏହି ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ଶକ୍ତିଧର ଜେନା, ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ଗିରିଜା ଶଙ୍କର ଲେଙ୍କା, ପ୍ରାକ୍ତନ ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ଭରତ ଚନ୍ଦ୍ର ଓଝା, ପରିଚାଳନା କମିଟି ସଭାପତି ଉମାକାନ୍ତ ସାହୁ, ମଞ୍ଜୁଲତା ବାରିକ, ଅଙ୍ଗନୱାଡି କର୍ମୀ ସ୍ନେହ […]

Read More Text.

କାମରେ ଆସୁନି ଶବ ଦାହ ଗୃହ, ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି ପରିସର

ଆଗରପଡ଼ା :ସଙ୍କୁଚିତ ସ୍ଥାନ ଓ ସୁସ୍ଥ ପରିବେଶ ପାଇଁ ଜନସଂଖ୍ୟାର ଘନତାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ପଂଚାୟତରେ ଏକଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ଗୋଟିଏ କିମ୍ବା ଦୁଇଟି ଶବ ଦାହ କେନ୍ଦ୍ର ନିର୍ମାଣ କରାଯାଇଛି । ମୃତ ବ୍ୟକ୍ତିର ଶବ ଦାହ ପାଇଁ ମୃତକଙ୍କ ପରିବାରକୁ ହରିଶ୍ଛନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ପ୍ରଦାନ କରାଯାଉଛି । ଉକ୍ତ ଶବ ଦାହ ଗୃହର ପରିବେଶକୁ ସୁନ୍ଦର ପାଇଁ ଫୁଲ ଗଛ ଲଗାଯିବାର ବ୍ୟବସ୍ଥା ହୋଇଛି […]

Read More Text.

ସ୍ୱାଧିନତାର ୭୭ ବର୍ଷ ପରେ ବି ସ୍ଥାୟୀ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ

ନିର୍ବାଚନ ସମୟରେ ନେତାଙ୍କ ମନେପଡ଼େ ଜୟସିଙ୍ଗପୁର ଗାଁ ଆଗରପଡ଼ା :ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଗାଁର ବିକାଶ କରିବାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟି ଓ ଜନନେତାଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ସ୍ୱାଧିନତାର ୭୭ ବର୍ଷ ପରେବି ଜିଲ୍ଲାର ଅନେକ ଗାଁରେ ବିକାଶତ ଦୂରର କଥା ମୌଳିକ ସୁବିଧା ମଧ୍ୟ ଅପହଞ୍ଚ ରହିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟାଁ ପଞ୍ଚାୟତ ଅନ୍ତର୍ଗତ […]

Read More Text.

୩ ଦିନ ପରେ ଅସମ୍ଭାଳ ତାତି, ୫ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ଚେତାବନୀ

ଭୁବନେଶ୍ବର: ରାଜ୍ୟରେ ଟାଇଁଟାଇଁ ଖରା ସହ ବୃଦ୍ଧି ପାଉଛି ପାରଦର ସ୍ତର। ଆଗାମୀ ତିନି ଦିନ ମଧ୍ୟରେ ୨ ରୁ ୪ ଡିଗ୍ରି ତାପମାତ୍ରା ବୃଦ୍ଧି ପାଇବା ସହ ପୁଣି ରାଜ୍ୟରେ ଅସମ୍ଭାଳ ତାତି ଅନୁଭବ ହେବ। ୩ ଦିନ ପରେ ତାପମାତ୍ରାରେ ବିଶେଷ ପରିବର୍ତନ ହେବାର ସମ୍ଭାବନା ନଥିବା ବେଳେ ୨୯ ତାରିଖରେ ପୁଣି ଫେରିବ ଗ୍ରୀଷ୍ମ ପ୍ରବାହ। ଗ୍ରୀଷ୍ମ ପ୍ରବାହ ପାଇଁ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ସେପଟେ ଆଗାମୀ ୫ ଦିନ […]

Read More Text.

କମାଣ୍ଡରଙ୍କୁ ନକ୍ସଲଙ୍କ ଚିଠି: ‘କୌଣସି ଠିକଣା ସୁରକ୍ଷିତ ନାହିଁ’

ମାଲକାନଗିରି: ନକ୍ସଲ ସଂଗଠନରେ କିପରି ଆତଙ୍କ ଓ ଭୟ ଖେଳିଯାଇଛି ଏହାର ଏକ ପ୍ରମାଣ ଗତ ବିଜାପୁର ଏନକାଉଣ୍ଟରରେ ଘଟଣାସ୍ଥଳରୁ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ବେଳେ ନକ୍ସଲଙ୍କ ଏକ ଚିଠିରୁ ଜଣାପଡିଛି। ଯବାନ ନକ୍ସଲଙ୍କର ଦୁଇ ଫରଦର ଏକ ଚିଠିକୁ ଜବତ କରିଛନ୍ତି। ଏହି ଚିଠି ସ୍ଥାନୀୟ ଗଣ୍ଡି ଭାଷାରେ ଲେଖାଯାଇଛି। ନକ୍ସଲ କମାଣ୍ଡର ସଂଗଠନର ଶୀର୍ଷ ନେତାଙ୍କୁ ଲେଖିଥିବା ଚିଠିରେ କିପରି ସଂଗଠନ ଦୁର୍ବଳ ହେବା ସହ ସଂଗଠନରେ ଭୟ ଆତଙ୍କ ଖେଳିଯାଇଛି ତାକୁ ନେଇ […]

Read More Text.

କେନ୍ଦୁପତ୍ର ହିତାଧିକାରୀଙ୍କ କଲ୍ୟାଣ ପାଇଁ ‘ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳି ଯୋଜନା’

ଭୁବନେଶ୍ବର: କେନ୍ଦୁପତ୍ର ହିତାଧିକାରୀମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର, ୨୦୨୪ କେନ୍ଦୁପତ୍ର ଶସ୍ୟ ବର୍ଷ ପାଇଁ ୮,୫୯,୪୪୯ ଜଣ କେନ୍ଦୁପତ୍ର ତୋଳାଳିମାନଙ୍କ ପାଇଁ ଶତକଡା ୨୫ ହାରରେ ୫୨.୬୩ କୋଟି ଟଙ୍କ। ଲାଭାଂଶ ପ୍ରଦାନ କରିବାପାଇଁ ଘୋଷଣା କରିଛନ୍ତି। ୮,୫୯,୪୪୯ ଜଣ ତୋଳାଳୀଙ୍କ ମଧ୍ୟରୁ ୮୩.୯୨% ମହିଳା ଅଟନ୍ତି | ୨୦,୫୦୨ ଜଣ କେନ୍ଦୁପତ୍ର ବନ୍ଧେଇ ଶ୍ରମିକମାନଙ୍କୁ ଶତକଡା ୫ ହାରରେ ୧.୯୪ କୋଟି ଟଙ୍କା ପ୍ରୋତ୍ସାହନ ରାଶି ଏବଂ ୧୬,୭୫୪ ଜଣ କେନ୍ଦୁପତ୍ର ସାମୟିକ କର୍ମଚାରୀମାନଙ୍କୁ […]

Read More Text.

ପ୍ରତିବାଦର ଆଉ ଏକ ନୂଆ ଉପାୟ ଆପଣାଇଲେ କଂଗ୍ରେସ ବିଧାୟକ, ଚା’ ପିଇ କଲେ ପ୍ରତିବାଦ

ଭୁବନେଶ୍ବର : ଦିନ ତମାମ ଆନ୍ଦୋଳନ ଧସ୍ତାଧସ୍ତି ପରେ ବି ସଂଧ୍ୟାରେ ଆଉ ଏକ ଅଭିନବ ପନ୍ଥା ଆପଣାଇଛନ୍ତି କଂଗ୍ରେସ ବିଧାୟକ । ସମାନ ରଙ୍ଗର ଟି ସାର୍ଟ ପିନ୍ଧି ହୋଟେଲ ମେ ଫେୟାରରେ ଏକତ୍ର ଚା ପିଇଛନ୍ତି । ସାମ୍ନା ପଟେ ଲେଖାଯାଇଥିଲା କ୍ରାଇମ କୋଶ୍ଚିନ । ଏବଂ କୋଶ୍ଚିନ ଅନ୍ ଓମେନ ସେପ୍ଟି । ପଛପଟେ କେତେ ମାସରେ କେତେ ଗଣଦୁଷ୍କର୍ମ ହୋଇଛି ଏବଂ ୫ ବର୍ଷରେ କେତେ ମହିଳା ଏବଂ ଶିଶୁ ନିଖୋଜ […]

Read More Text.

ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଗିରଫ

ଭୁବନେଶ୍ଵର: ଖୋର୍ଦ୍ଧା ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଗିରଫ ହୋଇଛନ୍ତି। ବୁଧବାର ସୂର୍ଯ୍ୟମଣିଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ନିଜସ୍ବ ବାସଭବନ ଓ ସମ୍ପର୍କୀୟ ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ। ରେଡ୍‌ ବେଳେ ଖଟ ତଳୁ ମିଳିଥିଲା ନଗଦ ୧୭ ଲକ୍ଷ ଟଙ୍କା। ଏଥି ସହ ଦେଢ ଶହ ଗ୍ରାମର ସୁନା ଅଳଙ୍କାର ମଧ୍ୟ […]

Read More Text.

ବିଧାନସଭା ଅଚଳ କରିଦେବାକୁ କଂଗ୍ରେସକୁ ଆସିଛି ନିର୍ଦ୍ଦେଶ: ଆଇନ୍‌ ମନ୍ତ୍ରୀ

ଭୁବନେଶ୍ବର: ବିଧାନସଭା ହେଉଛି ପବିତ୍ର ଗୃହ, ଯେଉଁଠି ରାଜ୍ୟର ବିକାଶ ପାଇଁ ନୀତି ପ୍ରଣୟନ ହେବ କଥା। କିନ୍ତୁ ସେଠି ନିଜର ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଦୀର୍ଘ ଦିନ ହେବ ହାଇ ଡ୍ରାମା କରାଯାଉଛି। ଗତ ୭ ମାର୍ଚ୍ଚ ତାରିଖ ଠାରୁ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳୁଛି, ଯାହା କି ବିଧାନସଭା ପରମ୍ପରାରେ କେବେ ବି ଗ୍ରହଣୀୟ ନୁହେଁ। ଯେତେବେଳେ ଏହା ଅସହଣିୟ ହେଲା ସେତେବେଳେ କଂଗ୍ରେସ ଦଳର ଜଣେ ବରିଷ୍ଠ ବିଧାୟକଙ୍କୁ […]

Read More Text.