କର୍ତ୍ତବ୍ୟ ଆଗରେ ହାର ମାନିଛି ଗ୍ରୀଷ୍ମ: ବଡ଼ବେତରା ପଞ୍ଚାୟତର ୨୦୪ନଂ ବୁଥରେ ବିଏଲଓଙ୍କ ଦ୍ୱାରା ‘ଏସଆଇଆର’ କାର୍ଯ୍ୟକ୍ରମ ଜୋରସୋରରେ ଜାରି
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ବଡ଼ବେତରା ଗ୍ରାମ ପଞ୍ଚାୟତର ୨୦୪ ନମ୍ବର ବୁଥ୍ ରେ ‘ଏସଆଇଆର’ (SIR) କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଏଲଓ (BLO) ଅଜୟ କୁମାର ମହାପାତ୍ର ନିଷ୍ଠାର ସହ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ରାଜ୍ୟରେ ଜାରି ରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସତ୍ତ୍ୱେ ଶ୍ରୀଯୁକ୍ତ ମହାପାତ୍ର ନିଜ କର୍ତ୍ତବ୍ୟରେ ଅବହେଳା ନକରି ଘରକୁ ଘର ବୁଲି […]
Read More Text.