ବାରିପଦା ଠାରେ ଜିଲ୍ଲା ସ୍ତରୀୟ ବାବାସାହେବ ଡ଼କ୍ଟର ବି.ଆର.ଆମ୍ବେଦକରଙ୍କ ଜୟନ୍ତୀ -୨୦୨୫ ପାଳିତ
ବାରିପଦା : ଭାରତ ର ସମ୍ବିଧାନ ପ୍ରଣେତା ତଥା ସାମାଜିକ ସଂସ୍କାରକ ଓ ମହାନ ରାଷ୍ଟ୍ରନୀତିଜ୍ଞ ଭାରତରତ୍ନ ବାବାସାହେବ ଡ଼କ୍ଟର ଭୀମ ରାଓ ରାମଜୀ ଆମ୍ବେଦକର ଜନ୍ମ ଜୟନ୍ତୀ ଜିଲ୍ଲା ପ୍ରଶାସନ ତତ୍ୱାବଧାନ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ବାରିପଦା ପୌରପାଳିକା ଙ୍କ ମିଳିତ ଆନୁକୂଲ୍ୟରେ ରେ ମହାସମାରୋହ ରେ ପାଳିତ ହୋଇଯାଇଛି | ଏହି ଉପଲକ୍ଷେ ଆଜି ସକାଳ ଆଠ ଘଟିକା ସମୟ ରେ ବାରିପଦା ପୌରପାଳିକା ଅନ୍ତର୍ଗତ ୱାର୍ଡ ନମ୍ବର […]
Read More Text.