ନବୀନଙ୍କୁ ଚିଠି ଲେଖିଲେ ରଣେନ୍ଦ୍ର: କହିଲେ, ‘ଦଳକୁ ହାଇଜାକ୍ କରିବାକୁ ଦିଆନଯାଉ’
ଭୁବନେଶ୍ବର: ବିଜେଡିର ସାଂଗଠନିକ ନିର୍ବାଚନ ଚାଲିଥିବା ବେଳେ ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓରଫ ରାଜା ସ୍ବାଇଁ । ଗତ କିଛି ଦିନରେ ଯାହା ଚାଲିଛଇ ଏବଂ ଆଗକୁ ଦଳ କେଉଁ ଆଭିମୁଖ୍ୟ ନେଇ ଚାଲିବା ଉଚିତ୍ ସେନେଇ ନବୀନଙ୍କୁ କିଛି ପ୍ରସ୍ତାବ ଦେଇଥିବା ବେଳେ, ଦଳ ହାଇଜାକ୍ ହେବାକୁ ନଦେବା ପାଇଁ ଚିଠିରେ ଉଲ୍ଲେଖ୍ କରିଛନ୍ତି । ଯାହାକୁ ନେଇ ଏବେ ନେଇ ଏବେ ହଟଚମଟ ସୃଷ୍ଟି […]
Read More Text.