ବିଶୋଇ ଅଂଚଳରେ କାଳବୈଶାଖୀ ଯୁଦ୍ଧକାଳୀନ ଭିତ୍ତିରେ କ୍ଷୟକ୍ଷତି ପୂରଣ ନେଇ ଗ୍ରାମବାସୀ ଜନଶୁଣାଣୀରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ
ବାରିପଦା – ୨୦ ମାର୍ଚ୍ଚ ୨୦୨୫ ବିଶୋଇ ଅଂଚଳ ବାସୀଙ୍କ ପାଇଁ ଏହା କାଳ ରାତ୍ର ଥିଲା ।ଯାହାର ଭୟାବହତା ଏଯାଏଁ ବିଶୋଇ ବାସୀଙ୍କ ମନରୁ ଲିଭି ନାହିଁ ।କାଳବୈଶାଖୀ ଓ ପ୍ରବଳ କୁଆପଥର ମାଡ଼ରେ ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଳକର ଖଡମଵେଡା ପଞ୍ଚାୟତ ଓ ଯୁଡିଆ ପଞ୍ଚାୟତର ୧୫ ଟି ରାଜସ୍ବ ଗ୍ରାମ ତଥା ୧୯ ଟି ସାହିର ଲୋକଙ୍କ ଘର,ଦ୍ବାର,ଗୋରୁ,ଗାଇ,ଚାଷ ନାହିଁ ନ ଥିବା କ୍ଷତି ହୋଇଥିଲା ।ପ୍ରଵଳ ଜନ ଅସନ୍ତୋଷ ଓ ରାସ୍ତାରୋକ […]
Read More Text.