ସମ୍ବଲପୁର ମଣପୁରମ୍‌ ଫାଇନାନ୍ସ ଡକାୟତି ଘଟଣା, କୋର୍ଟରେ ହାଜର ହେବ ମାଷ୍ଟରମାଇଣ୍ଡ ସୁବୋଧ ସିଂହ

ସମ୍ବଲପୁର: ସମ୍ବଲପୁର ବୁଢ଼ାରଜା ସ୍ଥିତ ମଣପୁରମ୍‌ ଫାଇନାନ୍ସ କାର୍ଯ୍ୟାଳୟରୁ ସଶସ୍ତ୍ର ଡକାୟତି ଘଟଣା । ଲୁଟର ମାଷ୍ଟରମାଇଣ୍ଡ ସୁବୋଧ ସିଂହକୁ ସମ୍ବଲପୁର ଆଣିଛି ଅଇଁଠାପାଲି ପୋଲିସ । ପଶ୍ଚିମବଙ୍ଗର ପ୍ରେସିଡେନ୍ସି ଜେଲରେ ଥିଲା ମାଷ୍ଟରମାଇଣ୍ଡ ସୁବୋଧ ସିଂହ । ଆଜି ସମ୍ବଲପୁର ଏସ୍‌ଡିଜେଏମ୍ କୋର୍ଟରେ ସୁବୋଧକୁ ହାଜର କରା‌ଯିବ । ଏଥିସହ ସୁବୋଧକୁ ୧୫ ଦିନିଆ ରିମାଣ୍ଡରେ ଆଣିବାକୁ ପୋଲିସ ଆବେଦନ କରିବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ସମ୍ବଲପୁର ବୁଢ଼ାରାଜା ସ୍ଥିତ ମଣପୁରମ ଫାଇନାନ୍ସରୁ […]

Read More Text.

ପୁଣି ବଢିଲା ତାତି : ଝାରସୁଗୁଡ଼ାରେ ସର୍ବାଧିକ ୪୩ ଡିଗ୍ରୀ ରେକର୍ଡ, ୪୦ ଟପିଲା ଭୁବନେଶ୍ୱର

ଭୁବନେଶ୍ୱର : ପୁଣି ବଢିଲା ତାତି,୩ ଦିନ ଯାଏ ତାତିରୁ ନାହିଁ ନିସ୍ତାର।ରାଜ୍ୟରେ ଅସମ୍ଭାଳ ତାତି କୁ ନେଇ ୩ ଦିନ ଯାଏ ହିଟ ୱେଭ ଜାରି କଲା ପାଣିପାଗ ବିଭାଗ । କିଛି ଜିଲ୍ଲାରେ ୪୨ ଡିଗ୍ରୀ ଅତିକ୍ରମ କରିପାରେ ରାଜ୍ୟ ତାପମାତ୍ରା । ଆସନ୍ତା ୨୪ ଘଂଟାରେ ସମ୍ବଲପୁର ଓ ଝାରସୁଗୁଡ଼ାରେ ହିଟ ୱେଭ ପାଇଁ ୟେଲୋ ବର୍ଣ୍ଣିଙ୍ଗ କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି କଳାହାଣ୍ଡି, ବଲାଙ୍ଗୀର, ସୋନପୁର,ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡ଼ାରେ […]

Read More Text.

କାମୁକ ପିଉସାର ଜଘନ୍ୟ କାଣ୍ଡ, ନାବାଳିକା ଝିଆରୀ କୁ କଲା ଗର୍ଭବତୀ

ବାରିପଦା – ସମ୍ପର୍କ ଭିତରେ ଖରାପ ସମ୍ପର୍କ l କାମନା ବାସନାରେ ଅନ୍ଧ ହୋଇ କୁକର୍ମ କରିବାକୁ ପଛାଇଲାନି ନିଜେ ପିଉସା l ନବମ ଶ୍ରେଣୀରେ ପାଠ ପଢ଼ୁଥିବା ୧୫ ବର୍ଷର ନାବାଳିକା ଝିଆରୀ କୁ ଦୁଷ୍କର୍ମ କରି ଗର୍ଭବତୀ କଲା କାମୁକ ପିଉସା। ନିଜ ମୋବାଇଲ ରେ ଝିଆରୀ ର ଗାଧୋଇବା ବେଳର ଭିଡିଓ ଉଠାଇ ବ୍ଲାକମେଲିଂ କରି ୬ ମାସ ଧରି କରିଆସୁଥିଲା ଦୁଷ୍କର୍ମ। ଘଟଣା ଘଟିଛି ବାରିପଦା ଟାଉନ ଥାନା ଅଞ୍ଚଳରେ। ପିଡୀତାର […]

Read More Text.

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ପ୍ରୟୋଗ ବିଭାଗର ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ

ବାରିପଦା  : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର କମ୍ପ୍ୟୁଟର ପ୍ରୟୋଗ ବିଭାଗ ଦ୍ୱାରା ଆୟୋଜିତ ଏକ ଦୁଇ ଦିବସୀୟ ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି । “ରିସେଣ୍ଟ୍‌ ଟ୍ରେଣ୍ଡ୍‌ସ୍‌ ଇନ୍‌ କମ୍ପ୍ୟୁଟିଙ୍ଗ୍‌, କମ୍ପ୍ୟୁନିକେସନ ଆଣ୍ଡ୍‌ ଆପ୍ଲିକେସନ୍‌ସ୍‌” ଶୀର୍ଷକ ଏହି ସମ୍ମିଳନୀକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ କମ୍ପ୍ୟୁଟର ଗବେଷଣାକୁ ଶିଳ୍ପ, ସ୍ୱାସ୍ଥ୍ୟ, ଶିକ୍ଷା, ବ୍ୟବସାୟ ବ୍ୟତୀତ ସାମାଜିକ କ୍ଷେତ୍ରରେ ପ୍ରୟୋଗ କରିବାକୁ ଗବେଷକ […]

Read More Text.

ଜିଲ୍ଲା ସମବାୟ ଉନ୍ନୟନ କମିଟି (DCDC) ର ବୈଠକ ଅନୁଷ୍ଠିତ

ବାରିପଦା: ଜିଲ୍ଲାପାଳ ମୟୂରଭଞ୍ଜଙ୍କ ଅଧ୍ୟକ୍ଷ୍ୟତାରେ ମହାତ୍ମାଗାନ୍ଧି ସମ୍ମିଳନୀ କକ୍ଷରେ ଜିଲ୍ଲା ସମବାୟ ଉନ୍ନୟନ କମିଟିର (DCDC) ଏକ ବୈଠକ ଅନୁଷ୍ଠିତ ହୋଇଥିଲା I ଏହି ବୈଠକରେ CDO & EO Zilla Parishad Mayurbhanj, DRCS Mayurbhanj, Representative of CDAO Mayurbhanj, Representative of District fisheries Officer, Mayurbhanj, CEO MCCB Ltd. Baripada, DIPRO Mayurbhanj, Representative of CCSO Mayurbhanj, Senior ARCS Kaptipada & ARCS Baripada ଉପସ୍ଥିତ ଥିଲେ I […]

Read More Text.

ହାଇକୋର୍ଟଙ୍କ ଆଦେଶକୁ ଅବମାନନା ପ୍ରସଙ୍ଗ, କୋର୍ଟରେ ହାଜର ହେଲେ ଆଗରପଡ଼ା କଲେଜ ଅଧ୍ୟକ୍ଷ

ଅର୍ଥ ଦଣ୍ଡରେ ଦଣ୍ଡିତ କଲେ କୋର୍ଟ ଆଗରପଡ଼ା :ଯୁକ୍ତ ୩ ପ୍ରମାଣପତ୍ର ପ୍ରଦାନକୁ ନେଇ କନକଲତା ସାମଲ ହାଇକୋର୍ଟରେ ଡବ୍ଲ୍ୟପି(ସି)ନଂ.୨୦୪୯୫/୨୦୧୬ରେ ଏକ ମାମଲା ରୁଜ୍ଜୁ କରିଥିଲେ । ଉକ୍ତ ମାମଲାରେ ଭଦ୍ରକ ଜିଲ୍ଲା ଆଗରପଡ଼ା କଲେଜ ଅଧ୍ୟକ୍ଷଙ୍କ ହାଇକୋର୍ଟରେ ହାଜର ହେବା ଜରୁରୀ ଥିବା ହେତୁ ହାଇକୋର୍ଟଙ୍କ ପକ୍ଷରୁ ତାଙ୍କୁ ହାଜର ହେବା ପାଇଁ ବାରମ୍ବାର ନୋଟିସ ହେବା ସତ୍ତ୍ୱେ ଅଧ୍ୟକ୍ଷ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ହେତୁ ହାଇକୋର୍ଟ ତିକ୍ତତା ପ୍ରକାଶ କରିବା ସହିତ ଗତ […]

Read More Text.

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗାଈର ମୃତ୍ୟୁ

ଆଗରପଡ଼ା :ପୁରୁଷଣ୍ଢ ପଂଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ସ୍ଥିତ ଏକ ଚାଷଜମିରେ ୨ଟି ଗାଈ ମରି ପଡ଼ିଥିବାର ଦେଖିବାକୁ ମିଳିଥିଲା । ନିକଟରେ ଥିବା ଖୋଲା ଟ୍ରାନ୍ସଫର୍ମର ଥିବା ବିଦ୍ୟୁତ ଖୁଣ୍ଟରୁ ଝୁଲି ପଡ଼ିଥିବା ତାର ସଂସ୍ପର୍ଶରେ ଆସି ଗାଈ ଦୁଇଟିର ମୃତ୍ୟୁ ଘଟିଛି ବୋଲି ଅନୁମାନ କରାଯାଉଛି । ଗାଈ ବିଦ୍ୟୁତଖୁଣ୍ଟ ଥିବା କିଛି ଦୂରରେ ଚରୁଥିବାର ଲୋକେ ଦେଖିଥିଲେ । ବିଦ୍ୟୁତ ତାର ଝୁଲି ପଡ଼ିଥିଲେ ସୁଦ୍ଧା ବିଭାଗୀୟ କର୍ମଚାରୀମାନେ ଏହାକୁ ମରାମତି କରିବା […]

Read More Text.

ଛାତ୍ରୀ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ କନ୍ତିଆ ସ୍ଥିତ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ମହାବିଦ୍ୟାଳୟର ଆୟୋଜିତ କାର୍ଯ୍ୟକ୍ରମରେ ଯୁକ୍ତ ୩ ଶାସ୍ତ୍ରୀର ୫୦ ଜଣ ଛାତ୍ରୀ ଆତ୍ମାରକ୍ଷା କୌଶଳ ଉପରେ ତାଲିମ ନେଇଥିଲେ । ମହାବିଦ୍ୟାଳୟର ଅଧକ୍ଷ ଶଙ୍କର୍ଷଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଶିକ୍ଷିକା ହରପ୍ରିୟା ମହାକୁଡ଼, ହିମାସ୍ମି ସ୍ୱାଇଁ, ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ତାଲିମ ପ୍ରଦାନ କରିଥିଲେ […]

Read More Text.

ଯୋଗ ଓ ଦିନଚର୍ଯ୍ୟା ତାଲିମ ଶିବିର

ଆଗରପଡ଼ା :ବାଣିତିଆ ପଂଚାୟତ ଆର୍‌କେଜୀଉ ନାଲଗରା ଉଚ୍ଚ ବିଦ୍ୟାଳୟରେ କିଶୋର ବାଳିକାଙ୍କ ନିମନ୍ତେ ଶାରିରୀକ ମାନସିକ ସନ୍ତୁଳନ ନିମନ୍ତେ ଯୋଗ ଓ ଦିନଚର୍ଯ୍ୟା ସମ୍ଭନ୍ଧିତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଲଷ୍ମୀପ୍ରୀୟା ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଭଦ୍ରକ ଜିଲ୍ଲା ଯୋଗଗୁରୁ ତଥା ପ୍ରଚାରକ ଧରଣୀଧର କର ଛାତ୍ରୀଙ୍କୁ ଯୋଗ ଶିଷା ପ୍ରଦାନ କରିଥିଲେ । କିଶୋର/ କିଶୋରୀ ସମୟରୁ ଯୋଗ ଯୁକ୍ତ ଜୀବନ ପଦ୍ଧତିକୁ ଆପଣାଇଲେ କିଶୋର ଅବସ୍ଥାରେ ଆସୁଥିବା ପରିବର୍ତ୍ତନକୁ ସହଜରେ […]

Read More Text.

ମୁଗଗଡ଼ିଆ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟ ବାର୍ଷିକ ଉତ୍ସବ

ଆଗରପଡ଼ା :ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ତଥା ଏରେଣ୍ଡେଇ କ୍ଲଷ୍ଟର ଅନ୍ତର୍ଗତ ମୁଗଗଡ଼ିଆ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ ରାଜେନ୍ଦ୍ର ପ୍ରସାଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଆରସିସି ହରେକୃଷ୍ଣ ଆପଟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ଏସଆଇ ବିଶ୍ୱନାଥ ଦୀକ୍ଷିତ୍ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଏବିଇଓ ପ୍ରମୋଦ ପଣ୍ଡା,ଭାଗିରଥି ପାତ୍ର, ପୂର୍ବତନ ପ୍ରଧାନଶିକ୍ଷକ ରତିକାନ୍ତ […]

Read More Text.