ଗ୍ରାମ ପଂଚାୟତ ପିଅନ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବି
ଆଗରପଡ଼ା :ବନ୍ତ ବ୍ଳକର ୨୫ଗୋଟି ପଂଚାୟତର ବିଭିନ୍ନ ଗ୍ରାମ ପଂଚାୟତରେ କାର୍ଯ୍ୟରତ ପିଅନମାନଙ୍କ ଏକ ବୈଠକ ବନ୍ତ ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପିଅନ କର୍ମଚାରୀ ସଂଘର ସଭାପତି ବାଦଲ ପେଡ଼ିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସଂପାଦକ ଶରତ ଚନ୍ଦ୍ର ଯେନା,ଉପଦେଷ୍ଟା ହରେକୃଷ୍ଣ ଜେନାଙ୍କ ସମେତ ବିଷ୍ଣୁପଦ ବେହେରା,କାଳନ୍ଦୀ ବଳ,ମନୋଜ ଯେନା,ରାଇମୋହନ ମାଝି,ରବିନ୍ଦ୍ର ବେହେରା,ରେଣୁବାଳା ଯେନା,ନୃସିଂହ ମଲ୍ଲିକ ପ୍ରମୁଖ ପ୍ରମୁଖ ଉପସ୍ଥିତ ରହି ସର୍ବନିମ୍ନ ମଜୁରୀ ହିସାବରେ ବେତନ ଦାବି ଯଦି ସରକାର ପୁରଣ […]
Read More Text.