Image 1748863611

ଗାଁ ଦାଣ୍ଡରେ ବୁଲୁଛି ହାତୀ, ଲୋକେ ଆତଙ୍କିତ

ଗାଁଦାଣ୍ଡରେ ବୁଲୁଛି ଦନ୍ତା । ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ପ୍ରତିମାଦେଇ ଶାସନ ଗାଁ ଦାଣ୍ଡରେ ସୋମବାର ସକାଳୁ ସକାଳୁ ଏକ ବଣୁଆ ଦନ୍ତା ହାତୀ ବୁଲୁଥିବାର ଦେଖିବାକୁ ମିଳିଛି । ଏ ବାବଦରେ ପ୍ରଚାର ହୋଇଯିବା ପରେ ଲୋକେ ଆତଙ୍କିତ ହୋଇପଡ଼ିବା ସହ ଆଖପାଖ ଗାଁ ଗୁଡ଼ିକରେ କୋକୁଆ ଭୟ ଖେଳିଯାଇଥିଲା। ତେବେ ତୁରନ୍ତ ଏ ବାବଦରେ ଜଙ୍ଗଲ ବିଭାଗକୁ ସୂଚନା ଦିଆଯାଇଥିଲା। ଗାଁ ଦାଣ୍ଡରେ ଦନ୍ତାକୁ ଦେଖି ଆତଙ୍କିତ ସ୍ଥାନୀୟ ବାସିନ୍ଦା ଭିଡ଼ ଜମାଇଥିଲେ । ତେବେ […]

Read More Text.
Img 20250601 wa0120

ଆସନ୍ତା ଜୁନ ୨ ତାରିଖରୁ ଜବରଦଖଲ ଉଛେଦ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଓ ସମ୍ବିଧାନ  ବଞ୍ଚାଅ ନେଇ କଂଗ୍ରେସ ଦଳର ଡାକରା

ବାରିପଦା : ଡବଲ ଇଞ୍ଜିନ ସରକାର ଓଡ଼ିଶା ଆସିଲା ପରେ  କୋଟି କୋଟି ଟଙ୍କାର ପ୍ରକଳ୍ପର ସୁଅ ଛୁଟିଛି ।ପ୍ରକଳ୍ପ ପାଇଁ ସରକାରୀ ଜମି ଆବଶ୍ୟକତା ରହିଛି । କିନ୍ତୁ ସରକାରୀ  ଜମି ମାଫିଆ, ଜବରଦଖଲକାରୀ ଙ୍କ କବଜାରେ ।ଯାହାଫଳରେ ପ୍ରକଳ୍ପ ଆଗେଇ ପାରୁନାହିଁ । ସେଥିପାଇଁ ସରକାର ନିଜ ସରକାରୀ ଜମିକୁ ହାତକୁ ନେବାପାଇଁ ଜବରଦଖଲ ଉଛେଦ ଦିର୍ଘ ୩ ମାସ ହେଲା ଆରମ୍ଭ କରିଛନ୍ତି । କିଛି କିଛି ସ୍ଥାନରେ ଜଵର‌ଦଖଲ ଉଛେଦ କରାଗଲାଣି […]

Read More Text.
Img 20250601 wa0114

ପୂର୍ଣେଶ଼୍ବର ମନ୍ଦିରରେ ଧୂମଧାମରେ ଦିତୀୟ  ବାର୍ଷିକ ଶିବ ପାର୍ବତୀ ଵିଵାହ ସମ୍ପନ୍ନ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର  କୁଚେଇବୁଢୀ ଗ୍ରାମର ରାଜାରୁଜୁଡା ଅମଳର  ପ୍ରାଚୀନ ଶୈବପୀଠ ଶ୍ରୀ ଶ୍ରୀ ବାବା ପୁର୍ଣେଶ୍ଵୟ ମନ୍ଦିରରେ ମହାଦେବଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମନ୍ଦିରରେ ଶାସ୍ତ୍ରୀୟ ବିଧି ମୁତାବକ ଶିବ ଓ ପାର୍ବତୀଙ୍କ ବିବାହ ଉତ୍ସବ ପୂଜକ ପ୍ରସନ୍ନ ଷଡଙ୍ଗୀ,ରବି ନନା,ଟିକୁ ନନା, ଓମ୍  ପ୍ରକାଶ ଙ୍କ ତତ୍ବାବଧାନରେ ସମ୍ପନ୍ନ ହୋଇଛି । ପୂର୍ବାହ୍ନରେ ମଙ୍ଗଳ କୃତ୍ୟ ହୋଇ ଵରାନୁଗମନ ହୋଇଥିଲା ପୂର୍ବାହ୍ନ୧୦  ଟାରେ ମଙ୍ଗଳ କୃତ୍ୟ ହୋଇ ୧୧.୩୦ ଠାରେ […]

Read More Text.
Img 20250531 wa0212

ପରିକ୍ରମା ପକ୍ଷରୁ ମେଧା ସମ୍ବର୍ଦ୍ଧନା ସମାରୋହ  : 53 କୃତି ଛାତ୍ରଛାତ୍ରୀ ପାଇଲେ ଟେଲେଣ୍ଟ ଆୱାର୍ଡ 2025

ବାରିପଦା – ଅଗ୍ରଣୀ ସାମାଜିକ -ସାଂସ୍କୃତିକ ଅନୁଷ୍ଠାନ “ପରିକ୍ରମା ” ପକ୍ଷରୁ ମେଧା ସମ୍ବର୍ଦ୍ଧନା ସମାରୋହ ସ୍ଥାନୀୟ ପି ସି ଏମ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି. ଏଥିରେ ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷା ରେ ଶତକଡା 90% ପ୍ରତିଶତ ବା ତାଠାରୁ ଅଧିକ ରଖିଥିବା କେରଳା ପବ୍ଲିକ ସ୍କୁଲର  14ଜଣ, ସରସ୍ବତୀ ଶିଶୁ ମନ୍ଦିରର 3ଜଣ, କେନ୍ଦ୍ରୀୟ ବିଦ୍ୟାଳୟର 4ଜଣ, ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ, ଫାତୁ ମେମୋରିଆଲ ଆକାଡେମୀ, ତାରଣାର […]

Read More Text.
Img 20250601 wa0169

ସାନ୍ତାଳୀ ସାଓଁହେଦ ଆଖଳା ତରଫରୁ ସାନ୍ତାଳୀ ବିଦ୍ୟାଳୟ ଉଦଘାଟିତ

ବାରିପଦା: ଅଗ୍ରଣୀ ସାନ୍ତାଳୀ ଅନୁଷ୍ଠାନ ସାନ୍ତାଳୀ ସାଓଁହେଦ ଆଖଡ଼ା ତରଫରୁ ସ୍ଥାନୀୟ ମୈତ୍ରୀଵିହାର ସାନ୍ତାଳ ସାହି କ୍ଲବ ଗୃହ ଠାରେ ରାଜଗାଳ ଅଲ୍ ଇତୁନ ଆଶଳା  (ସାନ୍ତାଳୀ ବିଦ୍ୟାଳୟ) ଉଦଘାଟିତ ହୋଇଯାଇଛି । ଆଖଡ଼ା ସଭାପତି ଶ୍ରୀମତୀ ମାଳତୀ ମୁର୍ମୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବୈଠକରେ ସର୍ବ ନିମନ୍ତ୍ରିତ ଅତିଥିଗଣ ଗୃରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ସାନ୍ତାଳୀ ଉଇକିପିଡ଼ିଆର […]

Read More Text.
Img 20250601 wa0152

ପ୍ରଶସ୍ତି କରଣ ନାମରେ ଉଚ୍ଛେଦର ପାତର ଅନ୍ତର ନୀତିକୁ କଂଗ୍ରେସ ଓ ସିପିଆଇ ପ୍ରତିବାଦ 

ବାରିପଦା: ପାଲବଣି ଛକରୁ ରଂଗାମାଟିଆ ମେଡିକାଲ କଲେଜ ରାସ୍ତାର ପ୍ରଶସ୍ତିକରଣ ସ୍ବାଗତଯୋଗ୍ୟ ପଦକ୍ଷେପ। ଉନ୍ନୟନ କାର୍ଯ୍ୟର ଆମେ ବିରୋଧୀ ନୋହୁଁ। ମାତ୍ର ଉଚ୍ଛେଦ ପ୍ରକ୍ରିୟା ବେଳେ ଜିଲ୍ଲା ପ୍ରଶାସନର ପାତର ଅନ୍ତର ନୀତି ସ୍ପଷ୍ଟ ବାରି ହୋଇଛି । ଶିଳ୍ପ ପତି ମେରେଜ ପେଲେସ ଭଳି କିଛି ଥିଲାବାଲାକୁ ସୁରକ୍ଷା ଦେଇ, ଖଟିଖିଆ ମଜୁରୀଆ, ବେସାହାରା ମଣିଷର ବଞ୍ଚିବାର ଅଧିକାରକୁ ଆଇନ୍ ର ଦ୍ୱାହି ଦେଇ ଛଡ଼ାଇ ନିଆଯାଇଛି, ଯଦିଓ ଆଇନ୍ ସମସ୍ତଙ୍କ ପାଇଁ ସମାନ। ସରକାରୀ […]

Read More Text.
Img 20250601 wa0150

ଆର୍ଟ ଆଣ୍ଡ କ୍ରାଫ୍ଟ ପକ୍ଷରୁ ଆୟୋଜିତ ଗ୍ରୀଷ୍ମ କାଳୀନ ଶିବିର ଉଦଯାପିତ

ବାରିପଦା: ବାରିପଦା ସ୍ଥିତ ଶ୍ରୀ ଜଗନ୍ନାଥ କଳା ଏକାଡେମୀ ଆନୁକୂଲ୍ୟରେ ଆର୍ଟ ଆଣ୍ଡ କ୍ରାଫ୍ଟ ର 11 ଦିନିଆ  ଗ୍ରୀଷ୍ମ କାଳୀନ ଶିବିର ଆଜି ଉଦଯାପିତ ହୋଇଯାଇଅଛି l ଏହି ଶିବିର 21.05.25 ରୁ 31.05.25 ଯାଏଁ ଚାଲୁ ରହିଥିଲା l ଆଜିର ଏହି ଉଦଯାପନୀ ସଭା ରେ ଅଧ୍ୟକ୍ଷା ଶୁଭସ୍ମିତା ଭାରତୀ ହୋତା ସଭାପତିତ୍ୱ କରିଥିଲେ l ସନମାନନୀୟ ଅତିଥି ଭାବେ ବରିଷ୍ଠ  ଇଂରାଜୀ ଅଧ୍ୟାପକ ଡ଼. ରଂଜିତ କୁମାର ସାହୁ ଯୋଗ ଦେଇ ଥିବାବେଳେ […]

Read More Text.
Photo1 for the news of btpur

ପଂଚାୟତ ଗଠନକୁ ୯ବର୍ଷ ପୂରିବ, ବିକାଶଠାରୁ ବହୁ ଦୂରରେ ବଡ଼ହାଟ ତ୍ରିଲୋଚନପୁର!

ଅଭିଯୋଗ ପରେବି କାର୍ଯ୍ୟାନୁଷ୍ଠାନ ଶୂନ ଆଗରପଡ଼ା :ପଂଚାୟତ ଗୁଡ଼ିକର ସର୍ବାଙ୍ଗିନ ଉନ୍ନତି ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିବା ସହ ଏହାର ସଫଳ ରୁପାୟନକୁ ନଜରରେ ରଖି ଓଡ଼ିଶା ସରକାରଙ୍କ ପଂଚାୟତିରାଜ ବିଭାଗ ପକ୍ଷରୁ ପଂଚାୟତ ପୁନର୍ଗଠନ ଆଇନ ଅନୁଯାୟୀ ୨୦୧୬ ମସିହାରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ୩ଗୋଟି ନୂତନ ପଂଚାୟତ ଗଠନ ଘୋଷଣା କରାଯାଇଥିଲା । ତଦନୁସାରେ ବନ୍ତ ବ୍ଲକ ଅଧିନରେ ୨୨ଟି ପଂଚାୟତ ପରିବର୍ତ୍ତେ ୨୫ଟି ପଂଚାୟତ କାର୍ଯ୍ୟ କରିଥିଲା । […]

Read More Text.
Photo for the news of sambardhana

ପ୍ରାକ୍ତନ ଥାନାଧିକାରୀ ଶ୍ରୀକାନ୍ତ ପତିଙ୍କୁ ସମ୍ବର୍ଦ୍ଧନା

ଆଗରପଡ଼ା :ଆଗରପଡ଼ା ଥାନାଧିକାରୀ ଶ୍ରୀକାନ୍ତ ପତି ଚାକିରୀରୁ ଅବସର ଗ୍ରହଣ କରିବା ପରଦିନ ଅର୍ଥାତ ରବିବାର ଦିନ ତାଙ୍କୁ ଉଚ୍ଛ୍ୱସିତ ସମୂର୍ଦ୍ଧନା ଦିଆଯାଇଛି । ପୋଲିସ କର୍ମଚାରୀମାନଙ୍କ ଦ୍ୱାରା ଆୟୋଜିତ ସଭାରେ ଭାରପ୍ରାପ୍ତ ଥାନାଧିକାରିଣୀ ସ୍ନିଗ୍ଧାରାଣୀ ସାହୁ ସଭାପତିତ୍ୱ କରିଥିଲେ । ପୋଲିସ କର୍ମଚାରୀ, ସାମ୍ବାଦିକ ସଂଘ, ଶିକ୍ଷକ ସଂଘ, ବିଭିନ୍ନ ରାଜନୈତିକ ଦଳ ନେତା, ନିର୍ବାଚିତ ପ୍ରତିନିଧି,ବୃଦ୍ଧିଜୀବୀ, ଧାମରା, ଚାନ୍ଦବାଲି, କଟକ, ଅନୁଗୋଳ ଆଦି ଅଂଚଳରୁ ଆସିଥିବା ଶୁଭେଚ୍ଛୁ ଓ ବନ୍ଧୁମାନେ ବିଭିନ୍ନ ଉପହାର ପ୍ରଦାନ […]

Read More Text.
Zzz

ଦାଦା ବଟିକୁ କେନ୍ଦ୍ରକରି ଗୁଳିକାଣ୍ଡ ଘଟଣା : ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ, ପୂର୍ବରୁ ୪ ଗିରଫ

ଭୁବନେଶ୍ବର ୧।୬: ଭୁବନେଶ୍ବର ଚନ୍ଦକା ଅଞ୍ଚଳ ସଂଘର୍ଷବିହାର ଛକରେ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାଶ । ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଲା ଚନ୍ଦକା ଥାନା ପୋଲିସ । ସହଦେବ ବାରିକ ଓରଫ ନାଗାକୁ ଗିରଫ କରିଛି ପୋଲିସ । ନାଗା ନିକଟରୁ ପିସ୍ତଲ, ମୋବାଇଲ ଫୋନ, ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି । ପୂର୍ବରୁ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ ।   ବିକାଶ ବାରିକ, ଆଶିଷ କୁମାର ରାୟ, ପପୁନ ମାଝୀ, ସୁଧୀର କୁମାର ଜେନା ଜେଲ୍‌ରେ ଅଛନ୍ତି । ଦାଦା ବଟି […]

Read More Text.