ଦୁଷ୍କର୍ମ ଅଭିଯୋଗରେ ତିନି ଜଣ ଅଭିଯୁକ୍ତ କୁ କୋଡିଏ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା
ବାରିପଦା: ଆଜି ଏକ ଦୁଷ୍କର୍ମ ସଂଙ୍କ୍ରାନୀୟ ମାମଲାର ବିଚାର କରି ଜିଲା ଓ ଦୈାରାଜଜ୍ ସୁଦୀପ୍ତ ଆଚାର୍ଯ୍ୟ ଭାରତୀୟ ପିଙ୍ଘଳ କୋର୍ଡ ଦଫା ୩୭୬(ଡି) ଅନୁଯାୟୀ ତିନି ଜଣ ଅଭିଯୁକ୍ତ ପ୍ରତ୍ୟେକ ଙ୍କୁ କୋଡିଏ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ଆଦାୟ ଜୋରିମାନା ଅର୍ଥ କୁ ପିଡିତା କୁ ଦେବା ପାଇଁ ରାୟରେ ଉଲେଖ […]
Read More Text.