IMG 20260118 WA0197

ବାସ୍ତବ ପରିବାରର ବାର୍ଷିକ ଉତ୍ସବ

ବାରିପଦା : ୧୯୭୫ ମସିହାରେ ମେଟ୍ରିକ ପାସ କରିଥିବା ଛାତ୍ରମାନେ ସମାଜର ବିଭିନ୍ନ କ୍ଷେତ୍ରରେ ନିଜ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି I ତାଙ୍କ ଦ୍ୱାରା ଗଠିତ ବାସ୍ତବ ପରିବାରର ବାର୍ଷିକ ଉତ୍ସବ ବାରିପଦା ପୌରାଞ୍ଚଳ ଅନ୍ତର୍ଗତ ବିଜୟ ରାମଚନ୍ଦ୍ରପୁର ସ୍ଥିତ ଗୋବିନ୍ଦମ ଜଙ୍ଗଲ ରିସର୍ଟରେ ଅନୁଷ୍ଠିତ ହୋଇଯାଇଛି I ୨୦୨୫ ମସିହାରେ ପରଲୋକ ଗମନ କରିଥିବା ସାଥି ଡଃ ବାର୍ସା ଟୁଡୁ, କୃଷି ବିଭାଗ ଅବସରପ୍ରାପ୍ତ ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଦାସ ଓ ପ୍ରାଣୀ ଚିକିତ୍ସା ବିଭାଗର […]

Read More Text.
IMG 20260118 WA0192

ବାରିପଦାରେ ସ୍ବଦେଶୀ ସଂକଳ୍ପ ଦୌଡ଼

ବାରିପଦା : “ସ୍ବଦେଶୀ ଜାଗରଣ ମଞ୍ଚ” ଓ “ସ୍ୱାବଲମ୍ବୀ ଭାରତ ଅଭିଯାନ”ର ମିଳିତ ଆନୁକୂଲ୍ୟରେ ବାରିପଦାରେ ରବିବାର ଦିନ ଏକ ବଡ଼ ଧରଣର “ସ୍ବଦେଶୀ ସଂକଳ୍ପ ଦୌଡ଼” ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଛଉ ପଡିଆରୁ ବାହାରି ବାରିପଦା ଅମ୍ବିକା ମନ୍ଦିର, ବଡ଼ ବଜାର, ଟ୍ରାଫିକ ଛକ, କାଳୀ ମାର୍କେଟ, ଷ୍ଟାଡିଅମ ଗୋଲେଇ ପ୍ରଭୃତି ଦେଇ ସହର ପରିକ୍ରମା କରିଥିବା ଏହି “ଗଣ ଦୌଡ଼”ରେ ଅନ୍ୟମାନଙ୍କ ସହ ବହୁସଂଖ୍ୟକ ଯୁବଛାତ୍ର ସାମିଲ ହୋଇ ସ୍ବଦେଶୀ ଜିନିଷ କିଣିବା, ସ୍ବଦେଶୀ […]

Read More Text.
2

ଦର୍ଶକଙ୍କୁ କନ୍ଦାଇଲା ନାଟକ “ଫୁଲଶଯ୍ୟା” 

ବାରିପଦା : ସ୍ଥାନୀୟ ସହିଦ ସ୍ମୃତି ଭବନରେ ସମ୍ଭାବନା ସାଂସ୍କୃତିକ ପରିଷଦ ପ୍ରଯୋଜିତ ନାଟକ “ଫୁଲ ଶଯ୍ୟା” ମଞ୍ଚସ୍ଥ ହୋଇଯାଇଛି I ଅତିଥି ଭାବେ ଯୋଗ ଦେଇ ଅନିରୁଦ୍ଧ ଜେନା ନାଟକଟିକୁ ଉଦଘାଟନ କରିଥିଲେ I ଏହି ଅବସରରେ ନାଟ୍ୟକାରଙ୍କ ସ୍ମୃତିରେ ତାଙ୍କ ପରିବାର ବର୍ଗଙ୍କୁ ତଥା ଯୁବ ନିର୍ଦ୍ଦେଶକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ଅନୁଷ୍ଠାନର ପ୍ରତିଷ୍ଠାତା ରାଜେଶ ଦାଶ ନାଟକ ଉପରେ ଆଲୋକପାତ କରିଥିଲେ I ଭଞ୍ଜମାଟିର ପ୍ରତିଷ୍ଠିତ ନାଟ୍ୟକାର ସ୍ବର୍ଗତ ଆନନ୍ଦ ଶଙ୍କର ଦାଶଙ୍କ […]

Read More Text.
IMG 20260117 WA0134

ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ମଳୟ ମହାନ୍ତଙ୍କ ଶ୍ରାଦ୍ଧବାର୍ଷିକୀରେ ରକ୍ତଦାନ ଶିବିର 

ବାରିପଦା : ମୟୂରଭଞ୍ଜ ସାମ୍ବାଦିକ ପରିବାର ପକ୍ଷରୁ ଶନିବାର ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ମଳୟ ମହାନ୍ତଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। ତତସହିତ ତାଙ୍କ ସ୍ମୃତିରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ଶିବିରକୁ ଉଦଘାଟନ କରିଥିବା ବେଳେ ଶିବିରରେ ୪୧ୟୁନିଟ ରକ୍ତ ସଂଗୃହିତ ହୋଇଛି । ମୁଖ୍ୟଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ସମ୍ମାନିତ ଅତିଥି ଭାବେ […]

Read More Text.
IMG 20260116 WA0015

 ଟାଟା ମ୍ୟାଜିକ-ବୁଲେଟ ମୁହାଁମୁହିଁ ; ଜଣେ ମୃତ, ୨ ଗୁରୁତର

ବାରିପଦା: ସମଗ୍ର ଦେଶରେ ଜାନୁଆରୀ ପହିଲାରୁ ଜାନୁଆରୀ ୨୦ ପର୍ଯ୍ୟନ୍ତ ଶୂନ ଦୁର୍ଘଟଣା ସଡ଼କ ସୁରକ୍ଷାସଚେତନତା କାର୍ଯ୍ୟକ୍ରମ ଜୋରଦାର ଚାଲୁଥିବା ବେଳେ ଅମାନିଆ ଚାଳକ ସରକାରଙ୍କ ସମସ୍ତ ନିୟମକୁ ଫୁ କରି ଦେଇଛନ୍ତି ।ଦୁର୍ଘଟଣା କମିବା ପରିବର୍ତେ ଦୁର୍ଘଟଣା ହୁ ହୁ ହୋଇ ବୃଦ୍ଧି ପାଉଛି ।ନବ ବର୍ଷ ଏକ ପକ୍ଷ ମଧ୍ୟରେ ବାମନଘାଟୀ ଉପଖଣ୍ଡରେ ୫ ରୁ  ଉର୍ଦ୍ଧ୍ବ ମୁଣ୍ଡ ସଡ଼କ ଦୁର୍ଘଟଣାରେ ପଡ଼ିଲାଣି ।ଯାହାକୁ ନେଇ ପ୍ରଶାସନ ଚିନ୍ତିତ ।ସୂଚନାଯୋଗ୍ଯ  ଜାତୀୟ ରାଜପଥ ୨୨୦ […]

Read More Text.
Accident 3 1 300x169

ଟ୍ରକ ଧକ୍କାରେ ବାଇକ ଚାଳକ ସମେତ  ଦୁଇ ମୃତ 

ବାରିପଦା: ମକର ପର୍ବ ନେଇ ସମଗ୍ର ମୟୂୟଭଂଞ୍ଜ ଜିଲ୍ଲା ଗାଁ ଠାରୁ ସହର ପର୍ଯ୍ୟନ୍ତ ଉଠୁଛି ପଡୁଛି ।ସମସ୍ତଙ୍କ ଘରେ ମାନି ଯାତ୍ରା ଚାଲିଛି ବଂଧୁ ବାନ୍ଧବ ଘର ମାହଲ ଆନନ୍ଦ ଉଲ୍ଲାସରେ ପଡୁଛି ।ଘରେ ଘରେ ପିଠା ପଣା, ମାଛ, ମାଂସ, ରେ ମହମହ ବାସୁଛି  ।ଏହି ଅବସରରେ ମକର ପର୍ବର  ଦିତୀୟ  ଦିବସରେ ବିଶୋଇ – ଯଶିପୁର ଜାତୀୟ ରାଜପଥ ୪୯ ନମ୍ବର ବନେଇକଳା ଛକରେ ଏକ ବାଇକ୍ ( ଓଡି ୦୮ ଵି […]

Read More Text.
IMG 20260115 WA0241

ଵାମନଘାଟୀ ଛଉ ଭବନରୁ ଲୁଟ୍

ବାରିପଦା: ମୟୂରଭଂଜ ଜିଲ୍ଲାର କୃଷିଭିତ୍ତିକ ଗଣପର୍ବ ମକର ପର୍ବ ନେଇ ଗାଁ ରୁ ସହର ଚଳଚଞ୍ଚଳ ।ଲୋକେ ଆନନ୍ଦ ଓ ଉଲ୍ଲାସର ସହ ମକର ପର୍ବ ପାଳୁଛନ୍ତି ଏହାର ସୁଯୋଗ ନେଇ ଅସାମାଜିକ , ଲୁଟେରା, ତସ୍କର,ଦୁଵୃର୍ତ୍ତ ସକ୍ରିୟ ହୋଇ ପଡିଛନ୍ତି ।  ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟ ଗୃହ ବିଭାଗ ତରଫରୁ ରାଇରଙ୍ଗପୁର ପୋଲିସ ଜିଲ୍ଲାର କାର୍ଯ୍ୟକାରିତା ନେଇ ଶୁଭାରମ୍ଭ କରିଛନ୍ତି ।ରାଇରଙ୍ଗପୁରଠାରେ ନୂତନ ପୋଲିସ ଜିଲ୍ଲାର କାର୍ଯ୍ୟକାରିତା ଆରମ୍ଭ ହୋଇଯାଇଛି ।ଏହି ପବିତ୍ର ଦିବସରେ […]

Read More Text.
IMG 20260116 WA0154

ମୟୂରଭଞ୍ଜ ଜିଲ୍ଲାର ନାଭାଲ ଟାଟା ଗ୍ରସରୁଟ ହକି କେନ୍ଦ୍ରର ପ୍ରଥମ ବାର୍ଷିକ ଉତ୍ସବ 

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ମୋରଡା ବ୍ଲକ ସ୍ଥିତ ଏକମାତ୍ର ହକି କେନ୍ଦ୍ର ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ, ଚଢ଼େଇଗାଁରେ ଚାଲୁଥିବା ନାଭାଲ ଟାଟା ଗ୍ରାସରୁଟ ହକି କେନ୍ଦ୍ରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରେସେନ ମୁର୍ମୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାର ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ ଓ ସମ୍ମାନିତ ଅତିଥି ଭାବେ ଓଡ଼ିଶା ଟାଟା ନାଭାଲର ସଂଯୋଜକ ଶେଖର […]

Read More Text.
G

ବିଜ୍ଞାନ ପ୍ରଚାର ସମିତି, ସାଲେପୁର ଶାଖାର ୪୯ତମ ଅଧିବେଶନ: ଫେବୃଆରୀ ୮ରେ ପାଳିତ ହେବ ତୃତୀୟ ବାର୍ଷିକ ଉତ୍ସବ

ସାଲେପୁର  : ସାଲେପୁର ଅଞ୍ଚଳରେ ବିଜ୍ଞାନର ପ୍ରସାର ଓ ବୈଜ୍ଞାନିକ ମନୋବୃତ୍ତିର ଜାଗରଣ ପାଇଁ କାର୍ଯ୍ୟରତ ‘ବିଜ୍ଞାନ ପ୍ରଚାର ସମିତି’ ସାଲେପୁର ଶାଖାର ୪୯ତମ ମାସିକ ଅଧିବେଶନ ସ୍ଥାନୀୟ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ମେଜର ମଞ୍ଜୁଶ୍ରୀ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସମିତିର ଆଗାମୀ କାର୍ଯ୍ୟପନ୍ଥା ଓ ବାର୍ଷିକ ଉତ୍ସବ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି। ନୂତନ କର୍ମକର୍ତ୍ତା ଚୟନ: ଅଧିବେଶନର ପ୍ରାରମ୍ଭରେ ଡ. ପୂର୍ଣ୍ଣଚନ୍ଦ୍ର ଓଝାଙ୍କ ଆବାହକତ୍ୱରେ ସମିତିର କାର୍ଯ୍ୟକର୍ତ୍ତା ନିର୍ବାଚନ ପ୍ରକ୍ରିୟା […]

Read More Text.
IMG 20260115 WA0200

“ଶ୍ରୀରାମଙ୍କ ସ୍ବର୍ଣ୍ଣ ଧନୁ ଯାତ୍ରା”କୁ ବାରିପଦାରେ ସ୍ୱାଗତ ସମ୍ବର୍ଦ୍ଧନା 

ବାରିପଦା : ଓଡ଼ିଶାରୁ ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରକୁ ପ୍ରେରିତ ହେବାକୁ ଥିବା “ଶ୍ରୀରାମଙ୍କ ସ୍ବର୍ଣ୍ଣ ଧନୁ” ବାରିପଦାରେ ପହଞ୍ଚିବାରେ ତାକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ରାଉରକେଲାରୁ ବାହାରି ପୁରୀ ପର୍ଯ୍ୟନ୍ତ ଯିବାକୁ ଥିବା ଏହି “ଶ୍ରୀରାମ ଧନୁ” ବହନକାରୀ ସୁସଜ୍ଜିତ ରଥକୁ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ମୁର୍ଗାବାଡିଠାରେ ସ୍ୱାଗତ କରାଯିବା ପରେ ଏହାକୁ ସହର ପରିକ୍ରମା କରାଯାଇଥିଲା। ସାମାଜିକ ଗଣ ମାଧ୍ୟମରେ ହିନ୍ଦୁତ୍ୱବାଦୀ ନେତା ଭାବେ ଖ୍ୟାତି ଅର୍ଜନ କରିଥିବା ପ୍ରକାଶ ନାୟକ ରଥ […]

Read More Text.