IMG 20260120 WA0188

ଶିକ୍ଷା ଅନୁଷ୍ଠାନ ନିକଟସ୍ଥ ଦୋକାନରେ ଚଢ଼ାଉ, ନିଶା ଦ୍ରବ୍ୟ ବିକ୍ରି ଅଭିଯୋଗରେ ଜୋରିମାନା ଆଦାୟ

ବାରିପଦା : ଆଜି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ, ପୋଲିସ ବିଭାଗ, ଡ୍ରଗ ଇନ୍ସପେକ୍ଟର ମୟୂରଭଞ୍ଜ ରେଞ୍ଜ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଆଜି ଶୁଳିଆପଦା ଥାନା ଅଞ୍ଚଳରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ନିକଟସ୍ଥ ପାନ ଦୋକାନ, କିରାନା ( ଗ୍ରୋସେରୀ) ଦୋକାନ ମାନଙ୍କରେ ଅଚାନକ ଚଢ଼ାଉ କରାଯାଇ ଏହି ସବୁ ଦୋକାନ ଗୁଡିକରେ ବିକ୍ରୟ କରାଯାଉଥିବା ବିଭିନ୍ନ ପ୍ରକାର ତମାଖୁ ଜାତୀୟ ନିଶା ଦ୍ରବ୍ୟ ବିକ୍ରି କରୁଥିବା ଅଭିଯୋଗ ରେ ୧୩ଟି ଦୋକାନରୁ ୨୬୦୦ […]

Read More Text.
IMG 20260120 WA0215

ଦୁଇ ଶିଶୁକନ୍ୟାଙ୍କୁ ଜନ୍ମଦେଇ ଆଖି ବୁଜିଲେ ଜନ୍ମଦାତ୍ରୀ, ସହଯୋଗର ହାତ ବଢ଼େଇଲା ପି ପି ପି ଟ୍ରଷ୍ଟ

ବାରିପଦା: ଦୁଇ ଶିଶୁକନ୍ୟାକୁ ଜନ୍ମଦେଇ ଆରପାରିରେ ଜନ୍ମ ଦାତ୍ରୀ ମା I ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ  ଉଠାଣିନୂଆଗାଁ ଗ୍ରାମ ନିବାସୀ ସିପୁ ବେଣ୍ଟକାରଙ୍କ ପରିବାରରେ I ପି ଆର ଏମ ଡାକ୍ତରଖାନାରେ ସିପୁ ବେଣ୍ଟକର ଙ୍କ ପତ୍ନୀ ସଂଜିତା ଦୁଇ ଶିଶୁକନ୍ୟାକୁ ଜନ୍ମଦେବା ପରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ I ରକ୍ତର ଆବଶ୍ୟକତା ପଡିବାରୁ ସମାଜସେବା ଅରବିନ୍ଦ ମୁଖି ଖବର ପାଇ ତୁରନ୍ତ ୨ ଜଣ ରକ୍ତଦାତା ଯୋଗାଡ଼ […]

Read More Text.
IMG 20260120 WA0194

ତ୍ରିରଙ୍ଗା କ୍ଲବର ମକର ମହୋତ୍ସବ; ୨ୟ ସନ୍ଧ୍ୟାରେ ସମ୍ବର୍ଦ୍ଧିତ ହେଲେ କୁନି ପ୍ରତିଭା ରୋହିତ

ବାରିପଦା   ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୱାର୍ଡ ନଂ ୧୫ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ଠାରେ ତ୍ରିରଙ୍ଗା କ୍ଲବର ବାର୍ଷିକ ଉତ୍ସବ ପାଳନ ଅବସରରେ ଆୟୋଜିତ ୬ ଦିନିଆ ମକର ମହୋତ୍ସବ – ୨୦୨୬ ର ୨ୟ ସନ୍ଧ୍ୟାରେ ଆକର୍ଷଣୀୟ ନୃତ୍ୟଗୀତ କାର୍ଯ୍ୟକ୍ରମ ସହିତ ପ୍ରାୟ ୮୦ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି I ତତସହିତ ଜାତୀୟ ୧୭ ବର୍ଷରୁ କମ ତୀରନ୍ଦାଜ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ରୋହିତ କୁମାର ମାର୍ଣ୍ଡିଙ୍କୁ “କୁନି ପ୍ରତିଭା ସମ୍ମାନ”ରେ ସମ୍ବର୍ଦ୍ଧିତ […]

Read More Text.
4 17 e1768921565848 300x252

ଏଆଇ ଜରିଆରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିର ବିକୃତ ରିଲ୍ସ ପ୍ରଘଟ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିକୁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବିକୃତ କରି ଜଣେ ବ୍ୟକ୍ତି ଚିତ୍ର ପ୍ରଦର୍ଶିତ କରିଥିବା ଘଟଣା ସାମ୍ନାକୁ ଆସିଛି। ଜାଲା ଭିସଭରାଜ ସିଂ ନାମକ ଏହି ବ୍ୟକ୍ତି ସାମାଜିକ ନିଜ ଗଣମାଧ୍ୟମ ଆଇଡିରେ ଏହା ପୋଷ୍ଟ କରିଛି। ଏନେଇ ଜଗନ୍ନାଥପ୍ରେମୀ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ମହାପ୍ରଭୁଙ୍କ ନୀତିକୁ ବିକୃତ କରାଯାଇଥିବାରୁ ଶ୍ରୀମନ୍ଦିର ସେବାୟତମାନେ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। ମହାପ୍ରଭୁଙ୍କୁ ସାମାଜିକ ଗଣମାଧ୍ୟମରେ ଏଭଳି ପ୍ରଦର୍ଶିତ କରିଥିବା ବ୍ୟକ୍ତି ବିରୋଧରେ […]

Read More Text.
IMG 20260119 WA0147

ବାରିପଦାରେ ଜିଲ୍ଲାସ୍ତରୀୟ କଳା ପ୍ରଦର୍ଶନୀ-୨୦୨୬

ବାରିପଦା:  ବାରିପଦାରେ ରବିବାର ଦିନ ଏକ ଉତ୍ସାହପୂର୍ଣ୍ଣ ଜିଲ୍ଲାସ୍ତରୀୟ କଳା ପ୍ରଦର୍ଶନୀ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଜଗନ୍ନାଥ କଳା ଏକାଡେମୀ ଏବଂ ବାରିପଦା ମ୍ୟୁନିସିପାଲଟିଙ୍କ ମିଳିତ ଆନୁକୂଲ୍ୟରେ  ଉତ୍ସବରେ ସ୍ଥାନୀୟ ଶିଶୁ ଉଦ୍ୟାନ ଠାରେ  ଅନୁଷ୍ଠିତ ହୋଇଥିଲା। ନର୍ସରୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪ଟି ଗ୍ରୁପ୍‌ରେ ବିଭକ୍ତ ହୋଇ ପ୍ରାୟ ୩୫୦ରୁ ଊର୍ଦ୍ଧ୍ୱ ପିଲାମାନେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଚଳିତ ବର୍ଷର ଥିମ୍ ଥିଲା ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଓ ପ୍ରସିଦ୍ଧ ମନ୍ଦିର […]

Read More Text.
IMG 20260119 WA0202

ପ୍ରେମକାଲ ଯୋଗ ମନ୍ଦିରର ୨ୟ ବାର୍ଷିକ ଉତ୍ସବରେ ୧୦୮ ଚକ୍ର ସୂର୍ଯ୍ୟ ନମସ୍କାର ପ୍ରତିଯୋଗିତା 

ବାରିପଦା : ସୂର୍ଯ୍ୟ ନମସ୍କାର ଏକ ସ୍ୱାସ୍ଥ୍ୟୋପଯୋଗୀ ଯୋଗ । ଏହାଦ୍ୱାରା ମଣିଷର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ବିକାଶ ହୋଇଥାଏ I ଦେବେନ୍ଦ୍ରପୁର ସ୍ଥିତ ପ୍ରେମକାଲ ଯୋଗ ମନ୍ଦିରର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ ଅବସରରେ ଯୋଗାଚାର୍ଯ୍ୟ ରାକେଶ ମହାନ୍ତଙ୍କ ତତ୍ତ୍ଵାବଧନରେ ରବିବାର ଦିନ ବାରିପଦା ଷ୍ଟାଡିୟମରେ ୧୦୮ ଚକ୍ର ସୂର୍ଯ୍ୟ ନମସ୍କାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ସଚ୍ଚିଦାନନ୍ଦ ଗୁରୁକୁଳର ଅଧ୍ୟକ୍ଷ ଅଜିତ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି […]

Read More Text.
IMG 20260119 WA0191

ତ୍ରିରଙ୍ଗା କ୍ଲବର ମକର ମହୋତ୍ସବର ପ୍ରଥମ ସନ୍ଧ୍ୟାରେ  ୭୦ ପ୍ରତିଯୋଗୀ ପୁରସ୍କୃତ

ବାରିପଦା   ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୱାର୍ଡ ନଂ ୧୫ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ଠାରେ ତ୍ରିରଙ୍ଗା କ୍ଲବର ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ୬ ଦିନିଆ ମକର ମହୋତ୍ସବ – ୨୦୨୬ ର ୧ମ ତିନିଦିନ ଧରି ଦୌଡ଼, ଡିସ୍କସ ଓ ସଟପୁଟ ଥ୍ରୋ, ମା ମାଉସୀଙ୍କ ଶଙ୍ଖ ଫୁଙ୍କା, ମ୍ୟୁଜିକ ଚେୟାର ସମେତ କୁନିକୁନି ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ୪ର୍ଥ ଦିନ ସନ୍ଧ୍ୟାରେ ଆକର୍ଷଣୀୟ ନୃତ୍ୟଗୀତ କାର୍ଯ୍ୟକ୍ରମ ସହିତ […]

Read More Text.
IMG 20260119 WA0207

କିନ୍ନରଙ୍କ ଅଧିକାର ସମ୍ପର୍କିତ ଆଇନ ସଚେତନତା ଶିବିର 

ବାରିପଦା : ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଆଜି କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷ ରେ କିନ୍ନର ମାନଙ୍କ ଅଧିକାର ସମ୍ପର୍କିତ ଏକ ଆଇନ ସଚେତନତା ଶିବିର ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରା ଜଜ ଶ୍ରୀ ସୁଦୀପ୍ତ କୁମାର ଆଚାର୍ଯ୍ୟ ପୌରହିତ୍ୟ କରିଥିବା ବେଳେ ପ୍ରାଧିକରଣର ସଚିବ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ […]

Read More Text.
Images

ମହାରାଷ୍ଟ୍ର ବ୍ୟାଙ୍କରୁ ଡ଼କାୟତି, ୫ କୋଟିର ସୁନା ଓ ୮ ଲକ୍ଷ ଟଙ୍କା ଲୁଟ୍

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ମହାରାଷ୍ଟ୍ର ବ୍ୟାଙ୍କରୁ ବଡ଼ ଧରଣର ଡ଼କାୟତି ।  ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା ଓ ସୁନା ଅଳଙ୍କାର ।  ୫ କୋଟିର ସୁନା ଓ ୮ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ।  ୫ଟି ବାଇକ୍ ରେ ୬ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୫କୋଟି ଟଙ୍କାରୁ ଉର୍ଧ୍ବ ସୁନା ଓ ୮ ଲକ୍ଷ ନଗଦ ଟଙ୍କା ଲୁଟି ନେଲେ  ।  ର୍ବୃତ୍ତମାନେ ଗ୍ରାହକ ଭାବେ ବ୍ୟାଙ୍କରେ ପହଞ୍ଚି ପ୍ରଥମେ ମ୍ୟାନେଜର୍ ଙ୍କ […]

Read More Text.
IMG 20260118 WA0222

ରାଜ୍ୟସ୍ତରୀୟ ମକର ମିଳନ ଉତ୍ସବରେ କ୍ଷୀରୋଦ ସିଟ ସମ୍ବର୍ଦ୍ଧିତ 

ବାରିପଦା : କପ୍ତିପଦା ବ୍ଲକ ଅନ୍ତର୍ଗତ ସାନଖଲାଡି ସ୍ଥିତ ମା ଟାଙ୍ଗରାଶୁଣି ପୀଠରେ ୩୨ ତମ ରାଜ୍ୟସ୍ତରୀୟ ମକର ମିଳନ ଏବଂ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି I ଏହି ମଞ୍ଚରେ କମିଟି ତରଫରୁ ବାରିପଦାର ବର୍ଷୀୟାନ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର କ୍ଷୀରୋଦ ବିହାରୀ ସିଟଙ୍କୁ “ନାଟ୍ୟ ଭାସ୍କର ସମ୍ମାନ” ରେ ସମ୍ମାନିତ କରାଯାଇଛି I ପ୍ରକାଶ ଥାଉକି ନାଟକ ସହିତ ୧୯୭୦ ମସିହାରୁ ଶିଶୁ କଳାକାର ଭାବେ ପ୍ରଥମ  ନାଟକ “ସେ ଆପଣମାନଙ୍କ ଭିତରେ” […]

Read More Text.