ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର, ଘରୁ ଦେଢ କୋଟି ଟଙ୍କା ସହ ସୁନା ବିସ୍କୁଟ ଜବତ
ଜୟପୁର: ଭିଜିଲାନ୍ସ ଜାଲରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ । ରେଞ୍ଜରଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା । ଦେଢ କୋଟି ଟଙ୍କା ସହ ସୁନା ବିସ୍କୁଟ ଜବତ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଓ କାର୍ଯ୍ୟାଳୟରେ ରେଡ୍ କରାଯାଉଛି । ରେଞ୍ଜରଙ୍କୁ ଘରୁ ମିଳିଲା ଦେଢ କୋଟି ଟଙ୍କା ସହ ସୁନା ବିସ୍କୁଟ ଓ ଅଧ କେଜି ସୁନା କଏନ। ଜୟପୁର ଓ ଭୁନେଶ୍ବରର […]
Read More Text.