Photo for the news of sradhautsav

ସମାଜସେବୀ ପ୍ରଭାକର ପଣ୍ଡାଙ୍କ ଶ୍ରାଦ୍ଧୋତ୍ସବ

ଆଗରପଡ଼ା :ବନ୍ତ ବ୍ଳକ ବଡ଼ମହିଁଷଗୋଠ ପଂଚାୟତ ନରାଜପୁର ଗ୍ରାମବାସୀ ତଥା ସମାଜସେବୀ ପ୍ରଭାକର ପଣ୍ଡାଙ୍କ ଶ୍ରାଦ୍ଧ ଉତ୍ସବ ତାଙ୍କ ବାସଭବନରେ ଅନୁଷ୍ଠିତ ହେବା ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ପଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ । ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଜେପି ନେତା ଡ.ସୁଧାଂଶୁ ଶେଖର ନାୟକ,ପ୍ରଫେସର ଅମରେନ୍ଦ୍ର ପାଣି, ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତମୋହନ ସିଂହ,ପ୍ରାକ୍ତନ ସରପଂଚ ରବିନ୍ଦ୍ର ପଣ୍ଡା, ରବିନାରାୟଣ ମହାନ୍ତି, ଯୁବନେତା ସତ୍ୟ ସାଧନ ବେଜ,ଶିକ୍ଷାବିତ୍ କୈଳାସ ଧଳ,ଉପେନ୍ଦ୍ର ଶତପଥୀ, ପୁରୁଷଣ୍ଢ […]

Read More Text.
Photo for the news of anganwadi

ବିଟିପୁର ଅଙ୍ଗନବାଡ଼ିରୁ ଲୁଟ୍ ଉଦ୍ୟମ

ଆଗରପଡ଼ା: ବନ୍ତ ବ୍ଳକ ବିଟିପୁର ଅଙ୍ଗନବାଡ଼ି କେନ୍ଦ୍ରରୁ କେହି ଦୁବୃର୍ତ୍ତ ଚୋରୀ ଉଦ୍ୟମ କରି ବ୍ୟର୍ଥ ହୋଇଛି । ଶନିବାର ସନ୍ଧ୍ୟାରେ ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ପଡ଼ିଥିବା ତିନିଗୋଟି ତାଲାକୁ ଭାଙ୍ଗି ଦେଇଥିଲା ଦୁବୃର୍ତ୍ତ । ଭିତରେ ଥିବା ଗ୍ୟାସ ସିଲିଣ୍ଡରକୁ ନେଇଯାଇ ଏକ ବୁଦା ମୂଳରେ ଲୁଚାଇ ରଖି ପୁନର୍ବାର ଘର ଭିତରେ ପଶିବାକୁ ଉଦ୍ୟମ କରିଥିଲା । ଜନୈକ ବ୍ୟକ୍ତି ଏହାକୁ ଦେଖି ଅଙ୍ଗନବାଡ଼ି କର୍ମୀ ବିନୋଦିନୀ ଧିରଙ୍କୁ ଖବର ଦେଇଥିଲେ । କର୍ମୀଙ୍କ […]

Read More Text.
Baramunda

ଲଟେରି ଜରିଆରେ ଭୁବନେଶ୍ୱର ବରମୁଣ୍ଡା ଦୋକାନ ବଣ୍ଟନ ହେବ

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ହେବ ଦୋକାନ ବଣ୍ଟନ। ବିଡିଏ ଭାଇସ୍‌ ଚେୟାରମ୍ୟାନ ଡ.ଏନ୍‌ ତିରୁମାଲା ନାଏକ ସୋମବାର ଏହି ବଡ଼ ଘୋଷଣା କରିଛନ୍ତି। ୧୦ ଦିନ ଭିତରେ ୧୨୦ ଦୋକାନୀଙ୍କୁ ଲଟେରୀ ମାଧ୍ୟମରେ ଦୋକାନୀଙ୍କୁ ଘର ଆବଣ୍ଟନ କରାଯିବ। ଦୋକାନୀଙ୍କ ମଧ୍ୟରେ ଟିକେ ଅନ୍ତଦର୍‌ବନ୍ଦ୍ବ ଥିଲା, ଯାହା ଏବେ ଦୂର ହୋଇଛି। ପୁରୁଣା ବସ୍‌ ଷ୍ଟାଣ୍ଡରେ ଦୋକାନ ଦେଇଥିବା ଦୋକାନୀଙ୍କୁ ଦୋକାନ ଘର ଯୋଗାଇ ଦିଆଯିବ ବୋଲି ବିଡିଏ ଭାଇସ୍‌ ଚେୟାରମ୍ୟାନ କହିଛନ୍ତି। […]

Read More Text.
Usha padhee

୩ ଟି ଅର୍ଥନୈତିକ ଜୋନ ସୃଷ୍ଟି କରିବାକୁ ଯୋଜନା କରୁଛନ୍ତି ଓଡ଼ିଶା ସରକାର

ଭୁବନେଶ୍ୱର : ଭୁବନେଶ୍ୱରକୁ ଗୋଟିଏ ବିଶ୍ଵସ୍ତରୀୟ ସହର କରିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିୟାଯାଇଛି ।  ଓଡ଼ିଶା ସରକାର କ୍ଵାଡ଼ ସିଟି ପ୍ରୋଗ୍ରାମ ଜରିଆରେ ଭୁବନେଶ୍ୱର, ପୁରୀ, କଟକ, ଏବଂ ପାରାଦ୍ୱୀପକୁ  ମିଶାଇ ଏକ ଅର୍ଥନୈତିକ ଜୋନ  କରିବା ପାଇଁ ରାଜ୍ୟ ସରକାର ପ୍ଲାନ ରଖିଛନ୍ତି ।  ସେହିଭଳି   ସୁନାବେଡା, କୋରାପୁଟ, ବରଗଡ଼, ସମ୍ବଲପୁରକୁ ନେଇ ଅନ୍ୟ ଏକ ଅର୍ଥନୈତିକ ଜୋନ  ହେବ  । ତା ବାଦ  ଉତ୍ତରରେ ମଧ୍ୟ   ରାଉରକେଲା,  କେଉଁଝରର ବଡ଼ବିଲକୁ ନେଇ ଅନ୍ୟ  ଏକ  ଅର୍ଥନୈତିକ ଜୋନ  କରାଯିବ । ଯେଉଁ ସହରଗୁଡିକ  ରାଜ୍ୟର ଜ଼ିଡିପିରେ ପ୍ରମୁଖ  ଦାୟିତ୍ୱ ନେଉଛନ୍ତି  ସେହି ସହରମାନଙ୍କୁ ନେଇକି   ଅର୍ଥନୀତିକ ଜୋନ  ପ୍ରସ୍ତୁତ […]

Read More Text.
Malkangiri

ମଝି ନଈରୁ ହେଲିକପ୍ଟର ଯୋଗେ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ମାଲକାନଗିରି : ମଝି ନଈରୁ ଉଦ୍ଧାର ହେଲେ ଯୁବକ । ହେଲିକପ୍ଟର ଯୋଗେ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମବାହିନୀ । ମାଲକାନଗିରି ଜିଲ୍ଲା କତାମାଟେରୁ ନିକଟ ସବେରୀ ନଦୀରେ ଯୁବକ ଜଣକ ଫସିଥିଲେ । ୨୪ ଘଣ୍ଟା ଧରି ମଝି ନଈରେ ଥିଲେ। ଆଜି ସକାଳୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ ।  ନଦୀରେ ପ୍ରଖର ସ୍ରୋତ ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା ।  ଶେଷରେ ହେଲିକପ୍ଟର ଯୋଗେ ଯୁବକଙ୍କୁ ଉଦ୍ଧାର କରାଯାଇଛି । […]

Read More Text.
Mohan majhi

ସେମିକନ କନଫରେନ୍ସରେ ଯୋଗ ଦେବା ଲାଗି ଚାରିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପୁଣି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଚାରିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଆଜି ଦିନ ୧୨ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ ହେଉଛି । ଆସନ୍ତାକାଲି ଦିଲ୍ଲୀରେ ହେବାକୁ ଥିବା ସେମିକନ କନଫରେନ୍ସରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୂଚନା ଅନୁସାରେ ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ ଚାରିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ।  […]

Read More Text.
Bbsr

୮୦୦ ଏକ ଜାଗାରେ ନିର୍ମାଣ ହେବ ନୂଆ ଭୁବନେଶ୍ୱର, ଖୁବଶୀଘ୍ର ଆସିବ ମାଷ୍ଟରପ୍ଲାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ନୂଆ ଭୁବନେଶ୍ୱର ନେଇ ଉତ୍କଣ୍ଠା ବଢିଛି । ୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର । ମଳିପଡ଼ା, ଦାସପୁର, ଅନ୍ଧାରୁଆ, ଗୋଠପାଟଣା ଭଳି ଅଞ୍ଚଳକୁ ନେଇ ନୂଆ ସହର କରାଯିବ । ୮ ଶହ ଏକରରୁ ନୂଆ ସିଟି ପ୍ରୋଜେକ୍ଟରେ ରହିଛି ୭୦ ପ୍ରତିଶତ ସରକାରୀ ଜାଗା । ଫରେଷ୍ଟ ଜାଗା ୨ ଶହ ଏକର । ବେସରକାରୀ ୨୬ ଏକର ଜମି ଅଧିଗ୍ରହଣ କରାଯିବ । ସମସ୍ତ […]

Read More Text.
Suprima court

ସୁପ୍ରିମକୋର୍ଟଙ୍କ ରାୟ : ଶିକ୍ଷକତା ପାଇଁ ବାଧ୍ୟତାମୂଳକ TET, ନହେଲେ ଛାଡ଼ିବାକୁ ପଡ଼ିବ ଚାକିରି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ ।  ଶିକ୍ଷକତା ଜାରି ରଖିବା କିମ୍ବା ପଦୋନ୍ନତି ପାଇଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା -TET ପାସ୍ ବାଧ୍ୟତାମୂଳକ  ।   ସୁପ୍ରିମକୋର୍ଟଙ୍କ ବିଚାରପତି ଦୀପଙ୍କର ଦତ୍ତା ଓ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।  ଯେଉଁ ଶିକ୍ଷକଙ୍କର ଅବସର ଗ୍ରହଣ ପାଇଁ ପାଞ୍ଚ ବର୍ଷ ବା ତତୋଧିକ ସମୟ ବାକି ଅଛି ସେମାନଙ୍କୁ ମଧ୍ୟ ଚାକିରି ଜାରି ରଖିବା ପାଇଁ ଟିଇଟିରେ ଉତ୍ତୀର୍ଣ୍ଣ ହେବା […]

Read More Text.
Ambulance

ଆମ୍ବୁଲାନ୍ସରେ ଅକ୍ସିଜେନ ନଥିବାରୁ ଅଧାବାଟରେ ଚାଲିଗଲା ମହିଳାଙ୍କ ଜୀବନ

ଜଗତସିଂହପୁର : ଆମ୍ବୁଲାନ୍ସରେ ଅକ୍ସିଜେନ ନ ଥିବାରୁ ରୋଗୀ ମୃତ୍ୟୁ ଅଭିଯୋଗ ।   ଗୁରୁତର ରୋଗୀଙ୍କୁ କଟକ ନେବାବେଳେ ଅଧାବାଟରେ ଚାଲିଗଲା ମହିଳାଙ୍କ ଜୀବନ ।  ଆମ୍ବୁଲାନ୍ସ ଭଙ୍ଗାରୁଜା କଲେ ଉତ୍ୟକ୍ତ ଲୋକ। ଜଗତସିଂହପୁର ଥାନା ଅଳା ପଞ୍ଚାୟତ ବ୍ରାହ୍ମଣଖଣ୍ଡ ଗାଁର କମଳା ପଣ୍ଡା ନାମକ ଜଣେ ମହିଳା ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଉଥିଲା ।  ତେବେ ଆମ୍ବୁଲାନ୍ସରେ ଅକ୍ସିଜେନ […]

Read More Text.